ଦେଖନ୍ତୁ Video, କେମିତି Subhasis ଓ Anisha ନିଜ କୁନି ଝିଅ ସହ ମସ୍ତି କରୁଛନ୍ତି ,

ଓଲିଉଡ ଜଗତରେ ଜବରଦସ୍ତ ଅଭିନୟ କରି କଳାକାର ମାନେ ସାନଦାର ପର୍ଫୋମାନ୍ସ ଦେଇଛନ୍ତି । ଯାହା ପାଇଁ ସେମାନେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଟିଭି ଇଣ୍ଡଷ୍ଟ୍ରି ରେ ଅଭିନୟ କରି କଳାକାର ମାନେ ଖୁବ ଲୋକପ୍ରିୟତା ହାସଲ ଅକରିଛନ୍ତି । ଆଜିକାଲି ଘରେ ଘରେ ଟିଭି ସିରିଏଲ ଦେଖିବାକୁ ଦର୍ଶକ ମାନେ ପସନ୍ଦ କରୁଛନ୍ତି ଯାହା ପାଇଁ ଟିଭି ଜଗତରେ ଅନେକ ଧାରାବାହୀକ ପ୍ରସାରିତ ହେବାରେ ଲାଗିଛି । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ଶୁଭାଶିସ ଓ ଅଭିନେତ୍ରୀ ଆନିଶା କିପରି ନିଜ କୁନି ଝିଅ ସହ ସମୟ ଅତିବାହିତ କରୁଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଅଭିନେତା ଶୁଭାଶିସ ଓ ଅଭିନେତ୍ରୀ ଆନିଶା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଦୁହେଁ ଅନେକ ସିରିଏଲ ଓ ଫିମ ଅଭିନୟ କରିବାର ନଜର ଆସିଛନ୍ତି । ଦୁହିଙ୍କର ଅଭିନୟ କୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେବା ସହ ଖୁବ ପସନ୍ଦ ମଧ୍ୟ କରନ୍ତି । ଦୁହେଁ ପରସ୍ପର କୁ ଶୁ-ଟି-ଙ୍ଗ ସେଟରୁ ଭଲ ପାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଗତ କିଛି ଦିନ ତଳେ ଆନିଶା ଙ୍କର ଗୋଟେ କୁନି ଝିଅ ସନ୍ତାନ ହୋଇଛି ଯାହାକୁ ଶୁଭାଶିସ ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରିଥିଲେ । ଏହି ଭିଡିଓ ରେ ଦୁହେଁ ନିଜ କୁନି ଝିଅ ସହ ବହୁତ ମଜାମସ୍ତି କରିବାର ନଜର ଆସୁଛନ୍ତି ।

ଶୁଭାଶିସ ନିଜ ଝିଅ କୁ କୋଳରେ ଧରି ଗେଲ କରିବାର ଏହି ଭିଡିଓ ରେ ନଜର ଆସୁଛନ୍ତି । ଦୁହେଁ ନିଜ ଝିଅ ହେବା ଖୁସିରେ ବହୁତ ଖୁସିରେ ସମୟ ଅତିବାହିତ କରୁଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ଜରିଆରେ ଦେଖି ପାରିବେ । ଆନିଶା ମଧ୍ୟ ନିଜ ଝିଅ କୁ ଗେଲ କରିବା ସହ ତା ସହ ଖେଳିବାର ନଜର ଆସୁଛନ୍ତି । ଶୁଭାଶିସ ଓ ଆନିଶା ଙ୍କ ଝିଅ ଦେଖିବାକୁ ବହୁତ ସୁନ୍ଦର ହେବା ସହ କ୍ୟୁଇଟ ମଧ୍ୟ ହୋଇଛି । ଦୁହେଁ ତାଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି ବୋଲି ସୋସିଆଲ ଆକାଉଣ୍ଟରେ ଶେୟାର ଅକରିଛନ୍ତି ।

ଶୁଭାଶିସ ମଧ୍ୟ ନିଜ କୁନି ଝିଅ ସହ ଖେଳିବା ସହ ତା ସହ ବହୁତ ମଜାମସ୍ତି କରୁଛନ୍ତି । ଆଶା କରୁଛୁ ଦୁହିଙ୍କର ବୈବାହିକ ଜୀବନ ଏମିତି ହସ ଖୁସିରେ ବିତୁଥାଉ । ଅଭିନେତା ଶୁଭାଶିସ ବର୍ତ୍ତମାନ “ହେ ପ୍ରଭୁ” ସିରିଏଲରେ ମୁଖ୍ୟ ଭୂମିକାରେ ଅଭିନୟ କରିବାର ନଜର ଆସୁଛନ୍ତି । କିନ୍ତୁ ଆନିଶା ତାଙ୍କ ଝିଅ ସହ ବର୍ତ୍ତମାନ ବ୍ୟସ୍ତ ରହୁଥିବାରୁ ଅଭିନୟ ଦୁନିଆରୁ ଦୂରେଇ ଅଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଆନିଶା ଓ ଅଭିନେତା ଶୁଭାଶିସ ଙ୍କର ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *