SBI ଗ୍ରାହକମାନଙ୍କ ପାଇଁ Alert: SBIରେ ଖାତା ଥିଲେ ନିଶ୍ଚୟ ଦେଖନ୍ତୁ ଏହି ଖବର, ନଚେତ ପରେ ପସ୍ତେଇବେ….

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଡିଜିଟାଲ ଟ୍ରାନଜାକ୍ସନ ଯେତେ ପରିମାଣରେ ବାଢୁଛି ସା-ଇ-ବ-ର ଠ-କେ-ଇ ସେତିକି ପରିମାଣରେ ବଢିବାରେ ଲାଗିଛି । ସା-ଇ-ବ-ର ଠ-କ ମାନେ ପ୍ରତି ଦିନ ନୂଆ ନୂଆ ଉପାୟ ଆପଣେଇ କୋଟି କୋଟି ଟଙ୍କା ଠ-କି ନେଉଛନ୍ତି । ମାମଲା ବଢି ଚାଲିଥିବା ବେଳେ ଠ-କେଇ କମିବା ବଦଳରେ ଦିନକୁ ଦିନ ବଢିବାରେ ଲାଗିଛି । ଆଜିକା ଡେଟରେ ଯଦି ଆପଣ ମାନେ ଟିକେ ବି ଭୁଲ କରନ୍ତି ତେବେ ଆପଣ ମଧ୍ୟ ସା-ଇ-ବ-ର ଠ-କେ-ଇ ର ଶି-କା-ର ହୋଇ ପାରନ୍ତି । ଏମିତି କି ସା-ଇ-ବ-ର ଠ-କେ-ଇ ମାନେ ଆକାଉଣ୍ଟ କୁ ମଧ୍ୟ ଖାଲି କରି ନେଇ ଯାଉଛନ୍ତି ।

ତେବେ ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ ଗ୍ରାହକ ମାନଙ୍କୁ ଏହି ଠ-କାମିର ଶି-କା-ର ନ ହେବା ପାଇଁ ସତର୍କ କରାଉଛି । ଏବେ ନକଲି କଷ୍ଟମର କେୟାର କୁ ନେଇ ଏକ ଆଲର୍ଟ ଜାରି କରିଛି ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ । ଏହି ବ୍ଯାଙ୍କ ନିଜ ଗ୍ରାହକ ମାନଙ୍କୁ ନକଲି କଷ୍ଟମର ପ୍ରତି ସାବଧାନ ରହିବା ପାଇଁ ସତର୍କ ସୂଚନା ଦେଇଛି । SBI ଟ୍ବିଟ କରି ଲେଖିଛି ଯେ ସା-ଇ-ବ-ର ଠ-କ ମାନଙ୍କ ଠାରୁ ସାବଧାନ ରୁହନ୍ତୁ । ଯଦି ବ୍ଯାଙ୍କ ସହ ଜଡିତ କୌଣସି ତଥ୍ୟ ଜାଣିବାକୁ ଚାହାନ୍ତି ତେବେ କଷ୍ଟମର କେୟାର ସର୍ଭିସ ପାଇଁ SBI ୱେବ ସା-ଇ-ଟ କୁ ଯାଆନ୍ତୁ । ଏହା ଛଡା ନିଜର ପର୍ଶନାଲ ତଥ୍ୟ ଅନ୍ୟ ଆଗରେ ଶେୟାର କରନ୍ତୁ ନାହି ।

ଦେଶର ଅଗ୍ରଣୀ ବ୍ଯାଙ୍କ SBI ଏକ ଭି-ଡି-ଓ ଶେୟାର କରି ତାର ଗ୍ରାହକ ମାନଙ୍କୁ ସଚେତନ କରାଇଛି । ବ୍ଯାଙ୍କ କହିଛି ଯେ ଯଦି ଗ୍ରାହକ ମାନେ କୌଣସି ମୂହୁର୍ତ୍ତ ରେ ଠ-କେଇ ର ଶି-କା-ର ହୁଅନ୍ତି ତେବେ riport.visit.SBI.com ୱେବ ସା-ଇ-ଟକୁ ଯାଇ ଅଭିଯୋଗ କରନ୍ତୁ । ଏହା ସହ ସା-ଇ-ବ-ର କ୍ରାଇମ ହେଲ୍ପ ଲାଇନ ୧୫୫୨୬୦ କୁ କାଳ କରି ସମସ୍ତ ଅଭିଯୋଗ ଜଣାନ୍ତୁ । ଟଙ୍କା ଲୁଟିବା ପାଇଁ ସା-ଇ-ବ-ର ଠ-କ ମାନେ ବିଭିନ୍ନ ପ୍ରକାର ପନ୍ଥା ଆପଣେଇ ନେଉଛନ୍ତି ।

ଯେପରି କି ଆପଣଙ୍କୁ ଫୋନ କରି ଆପଣକ ନାମ, ଠିକଣା ଆଦି ଜାଣି ନେଉଛନ୍ତି । ଏପରି କି ସା-ଇ-ବ-ର ଠ-କ ମାନେ ଆପଣଙ୍କ ଏଟିଏମ ନେଇ ଆପଣଙ୍କ ବ୍ଯାଙ୍କ ଆକାଉଣ୍ଟ ରୁ ତାଙ୍କ ଗାଏବ କରି ଦେଉଛନ୍ତି । ଏହି ସବୁ କଥା କୁ ଦ୍ରୁଷ୍ଟି ରେ ରଖି SBI ଏହି ନୂଆ ଉପାୟ ଜାରି କରିଛି । ତେଣୁ ଆପଣ ମାନେ ନିଜକୁ ସା-ଇ-ବ-ର ଠ-କଙ୍କ ଠାରୁ ନିଜକୁ ସତର୍କ ରଖନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *