Special Report: ଭାରତର ବ୍ରହ୍ମାସ୍ତ୍ର ଅଗ୍ନି – ୫, ପାକିସ୍ତାନ ଓ ଚୀନକୁ କ୍ଷଣିକରେ କରିଦେବ ଛାରକାର….

ଭାରତର ଅଗ୍ନି – ୫ ମି-ସା-ଇ-ଲର ସଫଳ ପରୀକ୍ଷଣ ସମାପ୍ତ ହୋଇଛି । ବର୍ତ୍ତମାନ ଭାରତ ଆଡକୁ ଶ-ତ୍ରୁ ଦେଶ ଚାହିଁବା ପୂର୍ବରୁ ଦଶ ଥର ଚି-ନ୍ତା କରିବେ । ଏହି ମି-ସା-ଇ-ଲ ବର୍ତ୍ତମାନ ଭାରତର ଶ-ତ୍ରୁ ଦେଶମାନଙ୍କୁ ଚି-ନ୍ତାରେ ପକାଇ ଦେଇଛି । ବିଶେଷ କରି ଏହି ଶ-ତ୍ରୁ ଦେଶମାନଙ୍କରେ ଆସୁଛନ୍ତି ପାକିସ୍ତାନ ଓ ଚୀନ । କାରଣ ଏହି ଅନ୍ତର ମହାଦେଶୀୟ ବା-ଲା-ଷ୍ଟି-କ ମି-ସା-ଇ-ଲର ରେଡାରରେ ପୁରା ପାକିସ୍ତାନ ଓ ଚୀନ ଆସି ଯାଉଛି ।

ଚୀନ କିମ୍ବା ପାକିସ୍ତାନର ଏହିଭଳି କୌଣସି ସହର ନାହିଁ ଯିଏକି ଏହି ମି-ସା-ଇ-ଲରୁ ବଞ୍ଚି ପାରିବ । ତେବେ ଚାଳନ୍ତୁ ଭାରତର ଏହି ଅଗ୍ନି – ୫ ମି-ସା-ଇ-ଲ ବିଷୟରେ ଅଧିକ ବିସ୍ତାର ରୂପରେ ଜାଣିବା ।

DRDO ଓ BDL ଏହି ଅଗ୍ନି – ୫ ମି-ସା-ଇ-ଲକୁ ତିଆରି କରିଛନ୍ତି । ଯାହାର ଟା-ର୍ଗେ-ଟ ରାଡ଼ାର ୫୦୦୦ ରୁ ୮୦୦୦ କିମି ମଧ୍ୟରେ ଅଛି । କିନ୍ତୁ କହିଦେଉଛୁ କି ଏହି ଟା-ର୍ଗେ-ଟ ରେଞ୍ଜକୁ ନେଇ ଅନ୍ୟ ପଟେ ଚୀନ ସବୁବେଳେ ଆପତ୍ତି କରିଥାଏ । ଚୀନର କହିବା ଅଟେ କି ଏହି ମି-ସା-ଇ-ଲର ଟା-ର୍ଗେ-ଟ ରେଞ୍ଜକୁ ନେଇ ଭାରତ ସଠିକ ସୂଚନା ଦେଉ ନାହିଁ । ଏହିଭଳି କହିବାର ମୁଖ୍ୟ କାରଣ ହେଉଛି ଏହି ମି-ସା-ଇ-ଲ ରେଞ୍ଜରେ ପୁରା ଚୀନ ଆସି ଯାଉଛି ।

କହିଦେଉଛୁ କି ଅଗ୍ନି – ୫ ମି-ସା-ଇ-ଲର ଓଜନ ୫୦,୦୦୦ କିଲୋଗ୍ରାମ ଅଟେ । ଏହାର ଲମ୍ବ ୧୭.୫ ମିଟର ଓ ବ୍ୟାସ ୬.୭ ମିଟର ରହିଛି । ଏହା ସହିତ ଏହାର ଉପର ଅଂସରେ ୧୫୦୦ କିଲୋଗ୍ରାମର ପରମାଣୁ ଅ-ସ୍ତ୍ର ଲଗା ଯାଇ ପାରିବ ।

ଏମିତିରେ ଏହା ଶ-ତ୍ରୁ ଦେଶ ପାଇଁ କେତେ ଭ-ୟ-ଙ୍କ-ର ଓ ବିନାଶକାରୀ ହୋଇପାରିବ ଏହା କହିବା ବହୁତ ହିଁ କ-ଷ୍ଟ-କ-ର ଅଟେ । ଏହି ମି-ସା-ଇ-ଲରେ ତିନି ସ୍ତରୀୟ ରକେଟ ଅଛି । ସବୁଠୁ ଭଲ କଥା ହେଉଛି ଧ୍ୱନିର ଗତି ଠାରୁ ୨୪ ଗୁଣା ଅଧିକ ସ୍ପିଡରେ ଏହା ଶ-ତ୍ରୁକୁ ଟା-ର୍ଗେ-ଟ କରିଥାଏ ।

ଏହି ମି-ସା-ଇ-ଲ ଘଣ୍ଟା ପ୍ରତି ୨୯୦୦୦ କିମି ବେଗରେ ଗତି କରିଥାଏ । ଏମିତିରେ କେବଳ କିଛି ମିନିଟରେ ଭାରତର ଶ-ତ୍ରୁ ଦେଶକୁ ଏକା ନଷ୍ଟ କରିବାରେ ସକ୍ଷମ ରଖିଛି ଓ ଏହା କେବେ ବି ନିଜର ଟା-ର୍ଗେ-ଟକୁ ମିସ କରେ ନାହିଁ । ଶ-ତ୍ରୁକୁ ଧୁଳିରେ ମିଶାଇବା ପାଇଁ ମାତ୍ର କିଛି ମିନିଟ ଦରକାର ଏହି ମି-ସା-ଇ-ଲକୁ । ୨୦୦୭ରେ ଭାରତୀୟ ବୈଜ୍ଞାନିକ ଏମ ନଟରାଜନ ଏହି ପ୍ରଜେକ୍ଟକୁ ନେଇ ଯୋଜନା ଆରମ୍ଭ କରିଦେଇଥିଲେ । ଭାରତର ଏହି ମି-ସା-ଇ-ଲର ରାଡ଼ାରରେ କହିବା ଗଲେ ଅଧା ବିଶ୍ଵ ଆସି ଆଉଛି ।

ପୁରା ଏସିଆ ସହ ୟୁରୋପ ଓ ଆଫ୍ରିକାର କିଛି ଦେଶକୁ ଏହି ମି-ସା-ଇ-ଲ ଦ୍ଵାରା ଟା-ର୍ଗେ-ଟ କରାଯାଇ ପାରିବ । ଏହି ମି-ସା-ଇ-ଲର ଉପର ଅଂସରେ ଏକାଧିକ ଅ-ସ୍ତ୍ର ଲଗା ଯାଇ ପାରିବ । ସେଥିପାଇଁ ଶ-ତ୍ରୁ ଦେଶର ଏକାଧିକ ସ୍ଥାନ ଉପରେ ଥରେକେ ଏହି ମି-ସା-ଇ-ଲ ଦ୍ଵାରା ଆକ୍ରମଣ କରାଯାଇ ପାରିବ । ଏହି ମି-ସା-ଇ-ଲର ଟା-ର୍ଗେ-ଟ, ବେଗ ଓ ବିନାଶକାରୀ ଶକ୍ତି ବିଷୟରେ ଶୁଣିଲେ ହିଁ ଶ-ତ୍ରୁ ଭୟରେ ଥରିବାକୁ ଲାଗିବ ।

ଏହା ଛଡା କହିଦେଉଛୁ କି ଏହା ପରେ ଭାରତ ଅଗ୍ନି – ୬ ମି-ସା-ଇ-ଲ କରିବାକୁ ଯାଉଛି । ଯାହାର ମାରକ କ୍ଷମତା ୮୦୦୦ ରୁ ୧୨୦୦୦ କିମି ରହିବ । ଏମିତିରେ ଭାରତ ଏହିଭଳି ମି-ସା-ଇ-ଲ ତିଆରି କରି ଚୀନ ଓ ପାକିସ୍ତାନକୁ ଭାରତ ପ୍ରତି ଏକ ଭୟ ସୃଷ୍ଟି କରି ଦେଇଛି ।

Leave a Reply

Your email address will not be published. Required fields are marked *