ମହାନଦୀରେ ଦନ୍ତାହାତୀ କୁ ବଞ୍ଚାଇବାକୁ ଯାଇ ଓଲଟିଲା ଓଡ୍ରାଫ Boat, ଦେଖନ୍ତୁ Boat ଓଲଟିବା ପୂର୍ବର ଦୃଶ୍ୟ, ଦେଖନ୍ତୁ Video

ବର୍ତମାନର ସବୁଠୁ ତାଜା ଖବର ଓଡ୍ରାଫ ତାର ଅପରେସନ ଆରମ୍ଭ କରିସାରିଛି । ସେହି ଇଉନିଟର ଯବାନ ମାନେ ମହାନଦୀରେ ବୋଟ ମାଧ୍ୟମରେ ହାତୀଟିକୁ ଘଉଡେଇବା ପାଇଁ ଚେଷ୍ଟା କରୁଛନ୍ତି । ଯାହା ଦ୍ଵାରା ହାତୀଟି ଏକ ପ୍ରକାର କୁଳ ଅଭିମୁଖେ କିଭଳି ଜୀବ ଶେଥି ପାଇଁ ତାକୁ ଘଉଡେଇବା କାମ ଆରମ୍ଭ କରି ସାରିଛନ୍ତି । ଓଡ୍ରାଫ ଟିମର ସ୍ଵତନ୍ତ୍ର ବାହିନୀ ଜିଏକି ବର୍ତମାନ ହାତୀଟିକୁ ଘଉଡେଇ ଛନ୍ତି । ଜଙ୍ଗଲି ହାତୀ ଘଉଡେଇବା ଫଳରେ ହାତୀଟି ବର୍ତମାନ ଦୌଡି ବାକୁ ଉଦ୍ୟମ କରୁଛି ।

ଯାହା ନିର୍ଦେଶ ଆସିଛି ଏମାନେ ତାକୁ ପାଟି କରି ଘଉଡେଇବେ ଫଳରେ ନଦୀ ମଝିରୁ ହାତୀଟି ବର୍ତମାନ କୁଳ ଅଭିମୁଖେହାତୀଟି ବହୁତ ତୀବ୍ର ବେଗରେ ଯାଉଛି । ନଦୀ ମଝିରୁ କୁଳକୁ ଯିବାକୁ ଯବାନ ମାନେ ଚେଷ୍ଟା କରୁଛନ୍ତି । ଓଡ୍ରାଫ ଟିମର ସଦସ୍ୟ ମାନେ ବହୁତ କଷ୍ଟକର ଅପରେସନ ଚାଲିଛି ।

ଲୋକ ମାନଙ୍କୁ କେମିତି ନିୟତ୍ରଣ କରିବେ ବନ ବିଭାଗର କର୍ମ ଚାରି ମାନେ ଚେଷ୍ଟା କରୁଛନ୍ତି । ବନ ବିଭାଗ ଏକ ପ୍ରକାର ସକ୍ଷମ ହୋଇଛି ଆଉ କଦଳୀ ମଧ୍ୟ ଖାଇବାକୁ ଦିଆଯାଉଛି ଯଦିଶେ ଖାଇବାକୁ ଆକ୍ରୁଷ୍ଟ ହୋଇପାରେ । ଓଡ୍ରାଫ ଟିମ ଲୋକଙ୍କ ପାଇଁ ଏହା ଗୋଟିଏ ନୂଆ ଅପରେସନ କହିଲେ ଅତ୍ଯୁକ୍ତି ହେବନି ।

ସେମାନେ ଉଧାର କରିଥାନ୍ତି କିନ୍ତୁ ଏଭଳି ଭାବରେ ବଢିଲା ନଇରୁ ଗୋଟିଏ ଦନ୍ତା ହାତୀ ଜେକି ଦୀର୍ଘ ସମୟ ଧରି ରହିଲାଣି । ଆଉ ସେ ପାଣି ଭିତରେ ବହୁତ ସଂଘର୍ଷ ମଧ୍ୟ କରୁଛି ବାହାରିବା ପାଇଁ । ଆପଣ ଦେଖିପାରୁ ଥିବେ ଓଡ୍ରାଫ ଟିମର ଯବାନ ମାନେ ସନ୍ତର୍ପଣର ସହିତ ଘଉଡେଇବା ଉଦ୍ୟମ କରୁଛନ୍ତି । ସେ ଯେତେବେଳେ ନିକଟତର ହେଉଛି ସେ କୁଳ ଅଭି ମୁଖେ ଯିବା ପାଇଁ ଉଦ୍ୟମ କରୁଛି ।

ପାଣିର ପ୍ରଖର ସୁଅ ମଧ୍ୟ ରହିଛି ତା ଭିତରେ ବୋଟ ନିୟତ୍ରଣ କରିବା ମଧ୍ୟ କଷ୍ଟ ହେଉଛି ତା ଭିତରେ ହାତୀକୁ ଘଉଡେଇବାର କମ ମଧ୍ୟ ଚାଲିଛି । ଆଉ ଏହି ଟିମ ମଧ୍ୟ ସଫଳ ହେଲାଣି ହାତିକୁ କୁଳକୁ ଆଣିବାରେ । ଜଙ୍ଗଲି ହାତୀକୁ ନିୟତ୍ରଣ କରିବା ବହୁତ କଷ୍ଟ ସାଧ୍ୟ ହେଉଛି ତଥାପି ସେମାନେ ଜାରି ରଖିଛନ୍ତି ତାଙ୍କର ପ୍ରୟାସ । ଏମିତି ଆହୁରି ଭଲ ଭଲ ଖରବ ଜାଣିବା ପାଇଁ ଆମ ସାଇଟକୁ ଲାଇକ ଓ ସେୟାର କରନ୍ତୁ ଆଉ କମେଣ୍ଟ ମାଧ୍ୟମରେ ଆପଣଙ୍କ ମତାମତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *