Southର ଫେମସ ଯୋଡି Naga Chaitanya ଓ Samantha ହେବାକୁ ଯାଉଛନ୍ତି ଅଲଗା, ତଲାକ ପାଇଁ Samantha ମାଗିଲେ 50 କୋଟି

ବଲିଉଡ ଭଳି ସାଉଥ ଇଣ୍ଡଷ୍ଟ୍ରିରେ ଜବରଦସ୍ତ ଅଭିନୟ କରୁଥିବା କଳାକାର ମାନେ ବେସ ଚର୍ଚ୍ଚାରେ ରହିଛନ୍ତି । ବିଶେଷ କରି ସାଉଥ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ମାନେ ନିଜର ଅଭିନୟ ବ୍ଯତୀତ ଷ୍ଟାଇଲ, ଲୁକ ଓ ପର୍ଶନାଲିଟି ପାଇଁ ମଧ୍ୟ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ସାଉଥ ଜଗତର କିଛି କଳାକାର ମାନେ ବିବାହ ବନ୍ଧନରେ ବାନ୍ଧି ହୋଇ ବେଶ ହସ ଖୁସିରେ ଲାଇଫ ସ୍ପେନ୍ଡ କରୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସାଉଥ ଅଭିନେତ୍ରୀ ସମାନ୍ଥା ଅଭିନେତା ନାଗା ଚୈତନ୍ୟଙ୍କ ଠାରୁ ୫୦ କୋଟି ଟଙ୍କା ଡିମାଣ୍ଡ କେଉଁ କାରଣ ପାଇଁ କରିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ସାଉଥ ଜଗତର ଯୋଡି ନାଗା ଚୈତନ୍ୟ ଓ ସାମାନ୍ଥା ବେଶ ଚର୍ଚ୍ଚାରେ ରହିଛନ୍ତି । ଦୁହିଙ୍କ ସମ୍ପର୍କରେ କୌଣସି କାରଣରୁ ମନାନ୍ତର ଲାଗି ରହିଛି ବୋଲି ସୂଚନା ମିଳିଛି । ଦୁହେଁ ପରସ୍ପର ଠାରୁ ଅଲଗା ହେବା କଥା ସୋସିଆଲ ମିଡିଆରେ ଖେଳି ଯାଇଛି । ସମାନ୍ଥା ଓ ନାଗା ଚୈତନ୍ୟଙ୍କ ବୈବାହିକ ସମ୍ପର୍କରେ ଫାଟ ସୃଷ୍ଟି ହେବାର କାରଣ ହେଉଛି ସାମନ୍ଥା ନିଜର ଅଭିନୟ କ୍ଯାରିୟରକୁ ଅଧିକ ଗୁରୁତ୍ଵ ଦେଉଛନ୍ତି । ମ୍ୟାରେଜ ପରେ ସାମନ୍ଥା ଅଭିନୟ କରିବା ସହ ଗ୍ଲାମରିୟର ଫୋଟୋ ସୁ-ଟ କରିବାର ନଜର ଆସୁଛନ୍ତି । ତାଙ୍କର ଏହିଭଳି ଫୋଟୋ ସୁ-ଟ କରିବା ନାଗା ଚୈତନ୍ଯଙ୍କୁ ପସନ୍ଦ ନୁହେଁ ।

୨୦୧୬ରେ ନାଗା ଚୈତନ୍ଯ ଓ ସାମନ୍ଥା ଗୋଆରେ ମ୍ୟାରେଜ କରିଥିଲେ ଯାହା ବହୁତ ଗ୍ରାଣ୍ଡ ସେଲିବ୍ରେସନ ରହିଥିଲା । କେବଳ ଏତିକି ନୁହେଁ ନାଗାର୍ଜୁନ ନିଜର ବୋହୁ ସାମନ୍ଥା ଆସିବା ଖୁସିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ନାଗାର୍ଜୁନ ନିଜ ପୁଅ ନାଗା ଚୈତନ୍ଯର ମ୍ୟାରେଜ ୧୦ କୋଟି ଟଙ୍କା ପାଖାପାଖି ଖର୍ଚ୍ଚ କରିଥିଲେ ।

ଏହା ସହ ନାଗା ଚୈତନ୍ୟ ଓ ସାମନ୍ଥା ପିନ୍ଧିଥିବା ଡ୍ରେସ ଓ ଗହଣା ଉପରେ ବହୁତ ଟଙ୍କା ଖର୍ଚ୍ଚ ହୋଇଥିଲା । ନାଗା ଚୈତନ୍ଯ ଓ ସାମନ୍ଥାଙ୍କ ମଧ୍ୟରେ ଚାଲିଥିବା ମତାନ୍ତର ଦୂର କରିବା ପାଇଁ ଦୁହିଙ୍କ ପରିବାର ଅନେକ ଚେଷ୍ଟା କରିଥିଲେ ମଧ୍ୟ କିଛି ସୁଫଳ ମିଳି ନାହି । ଦୁହେଁ ନିଜର ନିଷ୍ପତିରେ ଅଟଳ ଅଛନ୍ତି । ଦୁହେଁ ନିଜର ଆପଶ ବୁଝାମଣା ଦ୍ଵାରା ପରସ୍ପର ଠାରୁ ଅଲଗା ହେବାକୁ ଚାହୁଁଛନ୍ତି ।

ସାମନ୍ଥା ଏଲିମନୀ ଭାବେ ନାଗା ଚୈତନ୍ଯଙ୍କ ଠାରୁ ୫୦ କୋଟି ଟଙ୍କା ଡିମାଣ୍ଡ କରିଛନ୍ତି । ଦୁହିଙ୍କର ଅଲଗା ହେବାର ଅନ୍ୟ ଏକ କାରଣ ହେଉଛି ମ୍ୟାରେଜ ପରେ ସାମନ୍ଥା ବୋଲ୍ଡ ସିନ ଦେବା ସହ ଫୋଟୋ ସୁ-ଟ କରୁଚନ୍ତି ଯାହା ନାଗାର୍ଜୁନ ଓ ନାଗା ଚୈତନ୍ଯଙ୍କୁ ପସନ୍ଦ ନୁହେଁ । ଏହାର ଅନେକ ବାରଣ ସତ୍ବେ ମଧ୍ୟ ସାମନ୍ଥା ନାଗା ଚୈତନ୍ୟଙ୍କୁ ଣ ବାଛି ନିଜର କ୍ଯାରିୟରକୁ ବାଛିଛନ୍ତି । ଶେଷରେ ଦୁହେଁ ପରସ୍ପର ଠାରୁ ବହୁତ ଜଲ୍ଦି ଅଲଗା ହେବାକୁ ଯାଉଛନ୍ତି । ବିବାହର ଦୀର୍ଘ ୪ ବର୍ଷ ପରେ ଏହି ଦୁଇ ଯୋଡି ଅଲଗା ହେବାକୁ ଯାଉଛନ୍ତି । ଏଲିମନୀ ଭାବେ ସାମନାଥାଙ୍କୁ ୫୦ କୋଟି ଟଙ୍କା ଦିଆଯିବ ବୋଲି ସୂଚନା ମିଳିଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଦୁଇ ଯୋଡିକୁ ନେଇ କଣ ମତାମତ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *