ତୋଡ ଦେଖାଇବନି କୋରୋନାର ତୃତୀୟ ଲହର, ଦେଖନ୍ତୁ କଣ କହୁଛି Report

ନମସ୍କାର ବନ୍ଧୁଗଣ । ରାଜ୍ୟରେ କ-ରୋ-ନା ଗ୍ରାଫ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଦୈନିକ ସଂ-କ୍ର-ମ-ଣ ସ୍ଥିତି ନିୟନ୍ତ୍ରଣରେ ରହିଛି । କ-ରୋ-ନାର ତୃରୀୟ ଲହର ଆତଙ୍କ ଖେଳିଥିବା ବେଳେ ବର୍ତ୍ତମାନ ଏକ ଆଶ୍ଵସ୍ତ କରିବା ଭଳି ଖବର ସାମନାକୁ ଆସିଛି । ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ଓଡିଶାରେ କ-ରୋ-ନାର ତୃତୀୟ ଲହର ପ୍ରଭାବ ଏତେ ପଡି ନ ପାରେ । ବର୍ତ୍ତମାନ କ-ରୋ-ନା ସଂ-କ୍ର-ମ-ଣ ଯେଉଁ ରାଜ୍ୟରେ ବହଡିଛି ତାହା ଅଧିକ ରହିନାହି । ସେହି ଟ୍ରେଣ୍ଡକୁ ଦେଖିଲେ ଓଡିଶା ଭଲ ସ୍ଥିତିରେ ରହିବ । ସମସ୍ତ ବର୍ଗର ଲୋକ ଅମନକ ମଧ୍ୟରେ ଭଲ ଆ-ଣ୍ଟି-ବ-ଡି ବିକଶିତ ହୋଇଛି ବୋଲି ସୂଚନା ମିଳିଛି ।

ସୂଚନା ମୁତାବକ ଭ୍ୟାକ୍ସିନ ଡ୍ରାଇଭ କାମ କରୁଛି । ଏହା ସହ କୋ-ଭ୍ୟାକ୍ସିନ ଓ କୋଭିସିଲ୍ଡ ମଧ୍ୟରେ କୌଣସି ଫରକ ନାହି ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି । ସେରୋ ସର୍ଭେର ରାଜ୍ୟର ୧୨ଟି ଜିଲ୍ଲା ଗୁଡିକରୁ ୬୦୦୦ ଶ୍ୟାମ୍ପଲ ସଂଗ୍ରହ କରା ଯାଇଥିଲା । ଯେଉଁଥିରେ ୭୩% ଲୋକଙ୍କ ଶରୀରରେ ଆ-ଣ୍ଟି-ବ-ଡି ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟକର୍ମୀ ଶରୀରରେ ୯୩.୫% ଆ-ଣ୍ଟି-ବ-ଡି ସୃଷ୍ଟି ହୋଇଛି । ସେହିପରି ୬ରୁ ୧୦ ବର୍ଷ ମଧ୍ୟରେ ଶିଶୁଙ୍କ ଠାରେ ୭୦% ଆ-ଣ୍ଟି-ବ-ଡି ସୃଷ୍ଟି ହୋଇଛି । ଏହା ସହ ୧୧ରୁ ୧୮ ବର୍ଷ ପିଲାଙ୍କ ମଧ୍ୟରେ ୭୪% ଆ-ଣ୍ଟି-ବ-ଡି ସୃଷ୍ଟି ହୋଇଛି ।

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୮୦% ଉପରେ ଆ-ଣ୍ଟି-ବ-ଡି ସୃଷ୍ଟି ହୋଇଛି ବୋଲି ଡାକ୍ତର ସଙ୍ଘମିତ୍ରା ପତି ସୂଚନା ଦେଇଛନ୍ତି । ବର୍ତ୍ତମାନ ରାଜ୍ୟ ରେ କ-ରୋ-ନା ସଂ-କ୍ର-ମ-ଣ ନିୟନ୍ତ୍ରଣରେ ଥିବାରୁ ପାର୍ବଣରେ ଅବହେଳା ନ କରିବା ପାଇଁ ସତର୍କ କରା ଯାଇଛି । ଯଦି ଲୋକ ମାନେ କ-ରୋ-ନା ଗାଇଡ ଲାଇନ ନ ମାନିବେ ଏହାର ଉଲଂଘନ କରିବେ ତେବେ ହୁଏ ତ କ-ରୋ-ନା ସଂ-କ୍ର-ମ-ଣ ପୁଣି ଥରେ ବୃଦ୍ଧି ପାଇପାରେ । ଆଗକୁ ପାର୍ବଣ ଋତୁ ଆସୁ ଥିବାରୁ ଲୋକ ମାନେ ସତର୍କ ରହିବା ଉଚିତ ।

କ-ରୋ-ନାର ଦିତୀୟ ଲହର ଭଳି ତୃତୀୟ ଲହର ଏତେ ସାଂଘାତିକ ହେବ ନାହିଁ ବୋଲି ବରିଷ୍ଠ ଭାଇରୋଲିଜିଷ୍ଟ ଡାକ୍ତର ଗଭନ୍ଦିପ କର ମତ ଦେଇଛନ୍ତି । ସେ କହିଛନ୍ତି ଯେ ଭାରତରେ କୋଭିଡ଼ ବର୍ତ୍ତମାନ ଏଣ୍ଡାମିକ ସ୍ଟେଜରେ ରହିଛି । ଦିତୀୟ ଲହର ଭଳି କୋଭିଡ଼ ଗ୍ରାଫ ବଢିବ ନାହି । ତେବେ କିଛି ସ୍ଥାନରେ ଛୋଟ ତୃତୀୟ ଲହର ଆସିପାରେ ବୋଲି ସେ ମତ ଦେଇଛନ୍ତି ।

ବନ୍ଧୁଗଣ ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *