ଆପଣଙ୍କ ମନରେ ବି କେବେ ନା କେବେ ଏହି ପ୍ରଶ୍ନ ନିଶ୍ଚିତ ଆସିଥିବ କି ଏହି ସଂସାରରେ ଭଲ କର୍ମ କରୁଥିବା ଲୋକମାନଙ୍କ ମୃ-ତ୍ୟୁ କାହିଁକି ଜଲ୍ଦି ଆସିଥାଏ । ପୁରାଣ ଶାସ୍ତ୍ରରେ କୁହାଯାଇଛି କି ଯେଉଁ ବ୍ୟକ୍ତିମାନେ ଭଲ ଅଟନ୍ତି ଓ ଭଲ କାମ କରନ୍ତି ସେମାନଙ୍କ ପାଇଁ ସ୍ଵର୍ଗରେ, ଦେବକୁଣ୍ଡ, ଗୋଲୋକ ଓ ସାକେତ ଭଗବାନ ଶ୍ରୀ ରାମଙ୍କ ପାଖରେ ବି ସ୍ଥାନ ଅଛି । ଯିଏ ଖ-ରା-ପ ବ୍ୟକ୍ତି ଅଟେ ଓ ଖ-ରା-ପ କର୍ମ କରିଥାଏ ତାହା ପାଇଁ କେଉଁଠି ବି ସ୍ଥାନ ନାହିଁ । ତାକୁ ଏହି ମୃ-ତ୍ୟୁ ଲୋକରେ ନ-ର୍କ ଭୋଗିବାକୁ ପଡିଥାଏ ।
ଯିଏ ଖ-ରା-ପ ହୋଇଥାଏ ତାହାର ମୃ-ତ୍ୟୁ ହୋଇ ନ ଥାଏ, ତାହା ପାଇଁ ଏହି ସ୍ଥାନ ହିଁ ନ-ର୍କ ଅଟେ । ଭଲ ବ୍ୟକ୍ତି ପାଇଁ ଏହା ସ୍ଥାନ ହିଁ ସ୍ଵର୍ଗ ଅଟେ । ଯେଉଁମାନେ ଅନ୍ୟର ହୃଦୟକୁ ଆଘାତ ଦିଅନ୍ତି, ତାଙ୍କୁ ଦୁଃଖିତ କରନ୍ତି, ଯିଏ ଅନ୍ୟର ଖାଦ୍ୟକୁ ଛଡାଇ ନିଅନ୍ତି, ଯେଉଁମାନେ ଅନ୍ୟଙ୍କୁ ଅତି କ-ଷ୍ଟ ଓ ଅତି ଦୁଃଖ ଦିଅନ୍ତି ।
ଭଗବାନ ଏହିଭଳି ବ୍ୟକ୍ତିକୁ ନିଜ ପାଖକୁ ଡାକନ୍ତି ନାହିଁ । ଭଗବାନ କୁହନ୍ତି କି ଯେତିକି ଦୁଃଖ ତୁ ଅନ୍ୟକୁ ଦେଉଛୁ ଦେ, ଯେତିକି ତୁ ଅନ୍ୟର ଆ-ତ୍ମାକୁ କ-ଷ୍ଟ ଦେଉଛୁ ଦେ, ମା-ରି-ଥି-ବା ଟଙ୍କା ବହୁତ ଖାଇ ଯା । କିନ୍ତୁ ଏମିତି ଏକ ସମୟ ଆସିବ ଯେତେବେଳେ ତୋତେ ସମସ୍ତ ପାପର ପ-ଶ୍ଚା-ତା-ପ କରିବାକୁ ପଡିବ । କର୍ମ ଅନୁସାରେ ଏହି ସ୍ଥାନ ତୋ ପାଇଁ ସ୍ଵର୍ଗ ଅଟେ ଓ ଏହି ଲୋକ ତୋ ପାଇଁ ନ-ର୍କ ଅଟେ । ଯେତେବେଳେ ତୋର ଆ-ତ୍ମା ଭଗବାନଙ୍କ ଘରକୁ ଯାଏ ତେବେ ସେହି ସମୟରେ ଯମଦୂତ ତାକୁ ବହୁତ ଖ-ରା-ପ ଅବସ୍ଥାରେ ନେଇ ଯାଆନ୍ତି ।
ତାକୁ ଟାଣି ଟାଣି ନେଇ ଯାଆନ୍ତି ଓ ବର୍ଷ ବର୍ଷ ଧରି ନିଜର ସମସ୍ତ ପାପର ପ-ଶ୍ଚା-ତା-ପ କରିଥାଏ । ଭଲ ବ୍ୟକ୍ତିଙ୍କ ବିଷୟରେ ଯଦି କହିବା ତେବେ ସେମାନଙ୍କ ପାଇଁ ଏହି ମୃ-ତ୍ୟୁ ଲୋକରେ ସ୍ଥାନ ଅଛି । ଭଗବାନଙ୍କ ଘରେ ବି ତାହା ପାଇଁ ସ୍ଥାନ ଅଛି । କୁହାଯାଏ କି ଯିଏ ଭଗବାନଙ୍କ ପୂଜା କରିଥାଏ ଓ ଭଗବାନଙ୍କ ମଧ୍ୟରେ ଲୀନ ହୋଇଯାଏ ତାହାର ମୃ-ତ୍ୟୁ ଜଲ୍ଦି କାହିଁକି ହୋଇଥାଏ । ଭଲ ବ୍ୟକ୍ତିଙ୍କର ସ୍ଥାନ ଇଶ୍ଵର ଘରେ ବି ଅଛି ।
ଉଦାହରଣ ସ୍ୱରୂପ ଯେତେବେଳେ ଗୋଟିଏ ଖେଳଣା ଭଲ ହୋଇଥାଏ ତେବେ ସବୁ ବ୍ୟାପାରୀଙ୍କ ନଜର ସେହି ଖେଳଣା ଉପରେ ଥାଏ । ମନୁଷ୍ୟର ଜୀବନ ବି ଏହିଭଳି ହୋଇଥାଏ । ଯେଉଁ ବ୍ୟକ୍ତି ଭଲ ହୋଇଥାଏ ଭଗବାନଙ୍କ ନଜର ତା ଉପରେ ଥାଏ । ଯେମିତି ଭଲ ଖେଳଣାକୁ ଆମେ କିଣିନେଉ ଠିକ ସେହିଭଳି ଭଲ ବ୍ୟକ୍ତିକୁ ଲୋକମାନେ ନିଜ ପାଖକୁ ଡାକି ଦିଅନ୍ତି । ଏହି ମି-ଥ୍ୟା ସଂସାରରୁ ଭଗବାନ ସେହି ବ୍ୟକ୍ତିକୁ ଦୂରେଇ ଦିଅନ୍ତି ଯିଏ ଭଲ କର୍ମ କରିଥାଏ ।