ଅରିନ୍ଦମଙ୍କ ମୃତ୍ୟୁର ଚାରିଦିନ ପରେ କିପରି ଅଛନ୍ତି ତାଙ୍କ ସ୍ତ୍ରୀ ଓ ପରିବାର, ଦେଖନ୍ତୁ Video

ଶୁକ୍ରବାର ଦିନ ମୁଣ୍ଡୁଳି ବ୍ରିଜ ତଳୁ ହାତୀକୁ ଉ-ଦ୍ଧା-ର କରିବାକୁ ଯାଇ ଓଟିଭିର ମୁଖ୍ୟ ସାମ୍ବାଦିକ ଅରିନ୍ଦମ ଦାସ ଓ ଜଣେ ODRF ଟିମର ସଦସ୍ୟ ସୀତାରାମ ମୁର୍ମୁଙ୍କ ଜୀ-ବ-ନ ଚା-ଲି ଯାଇ ଥିଲା । ବୋର୍ଟଟି ଓଲଟିବା କାରଣରୁ ତାଙ୍କର ମୃ-ତ୍ୟୁ ହୋଇଥିଲା । ହାତୀକୁ ଘ-ଉ-ଡା-ଇ-ବା ପାଇଁ ୫ ଜଣ ODRF ଯ-ବା-ନ-ଙ୍କ ସହ ଦୁଇ ଜଣ କ୍ୟାମେରା ମଧ୍ୟ ସେହି ବୋର୍ଟରେ ଯାଇ ଥିଲେ । କିନ୍ତୁ ଦୁ-ର୍ଭା-ଗ୍ୟ ବଶତଃ ବୋର୍ଟଟି ଓ-ଲ-ଟି ଗଲା । କିଛି ସମୟ ମଧ୍ୟରେ ଅରିନ୍ଦମ ଦାସଙ୍କ ପାଣି ମଧ୍ୟରୁ ଉ-ଦ୍ଧା-ର କରଯାଇଆଥିଲା ।

କିନ୍ତୁ ୧୬ ଘଣ୍ଟା ପରେ ସୀତାରାମ ମୁର୍ମୁଙ୍କ ଉ-ଦ୍ଧା-ର କରା ଯାଇ ଥିଲା । ଏହି ଖବର ସାମ୍ନାକୁ ଆସିବା ପର ଠାରୁ ହିଁ ପୁରା ଓଡିଶାରେ ଏହି ଘ-ଟ-ଣାକୁ ନେଇ ଚ-ର୍ଚା ଆରମ୍ଭ ହୋଇ ଯାଇ ଥିଲା । ଅରିନ୍ଦମ ଦାସଙ୍କ ମୃ-ତ୍ୟୁକୁ ଆଜି ୫ ଦିନ ହୋଇ ଯାଇଛି ।

କହିଦେଉଛୁ କି ଅରିନ୍ଦମ ଦାସଙ୍କ ମୃ-ତ୍ୟୁ ପରେ ଓଟିଭିର ଏମଡ଼ି ଜାଗି ମୋହନ ପଣ୍ଡା ତାଙ୍କ ପରିବାରଙ୍କୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଓଡିଶା ସରକାର ୪ ଲକ୍ଷ ଟଙ୍କା ଓ କେନ୍ଦୁଝର ସରକାର ୪ ଲକ୍ଷ ଟଙ୍କା ସା-ହା-ର୍ଯ୍ୟ ରାଶି ତାଙ୍କ ପରିବାରକୁ ସା-ହା-ର୍ଯ୍ୟ ରାଶି ଦେଇଛନ୍ତି । ଅନ୍ୟ କିଛି ଲୋକମାନେ ବି ଅରିନ୍ଦମ ଦାସଙ୍କ ପରିବାରକୁ ଆର୍ଥିକ ରୂପରେ ସା-ହା-ର୍ଯ୍ୟ କରିଛନ୍ତି ।

କିନ୍ତୁ ଅରିନ୍ଦମ ଦାସଙ୍କ ଭଳି ସାମ୍ବାଦିକ ମିଳିବା ବହୁତ କ-ଷ୍ଟ । ତାଙ୍କ ଭଳି ସାହାସୀ ସାମ୍ବାଦିକ ବହୁତ କମ ଅଛନ୍ତି । ସେ ଜଣେ ଭଲ ରିପୋର୍ଟର ଓ ଭଲ ମଣିଷ ବି ଥିଲେ । ସେ ଅନ୍ୟ ସାମ୍ବାଦିକମାନଙ୍କ ପାଇଁ ଏକ ଉଦାହରଣ ଥିଲେ । କହିଦେଉଛୁ କି ଅରିନ୍ଦମ ଦାସଙ୍କ ମୃ-ତ୍ୟୁ ପରେ ତାଙ୍କର ପରିବାର ପୂରାପୂରି ଭା-ଙ୍ଗି ଯାଇଛନ୍ତି । ତାଙ୍କ ସ୍ତ୍ରୀଙ୍କ କଥା କହିବା ତେବେ ସେ ନିଜ ସ୍ଵାମୀଙ୍କୁ ହ-ରା-ଇ ପୂରାପୂରି ଭା-ଙ୍ଗି ପଡିଛନ୍ତି ।

ତାଙ୍କ ଆଖିରୁ ଲୁହ ବ-ନ୍ଦ ହେଉ ନାହିଁ । ଅରିନ୍ଦମ ଦାସଙ୍କ ପରିବାର କହିଲେ ତାଙ୍କର ପତ୍ନୀ ଓ ଗୋଟିଏ ୨.୫ ବର୍ଷର ଝିଅ ଅଛି । ତାଙ୍କର ଭଉଣୀ ଓ ଭେଣେଇ ଅଛନ୍ତି । ଭଉଣୀ ଓ ଭେଣେଇ ଦୂରରେ ରୁହନ୍ତି ଓ ତାଙ୍କ ଘରେ ବର୍ତ୍ତମାନ କେବଳ ତାଙ୍କ ସ୍ତ୍ରୀ ଓ ଝିଅ ରହୁଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଦୁଇ ଜଣ ବହୁତ କ-ଷ୍ଟରେ ଅଛନ୍ତି ।

Leave a Reply

Your email address will not be published. Required fields are marked *