ସୋସିଆଲ ମିଡିଆରେ ମୃତ Arindam ଙ୍କ ମୃତ୍ୟୁ ର ମଜାକ ଉଡେଇବା ପଡିଲା ମହଙ୍ଗା, Ollywood ଅଭିନେତା Swaraj Barik କଲେ କିଛି ଏମିତି କାମ

ଅରିନ୍ଦମ ଦାସଙ୍କ ମୃ-ତ୍ୟୁ ପରେ ଚାରିଆଡେ କେବଳ ଅରିନ୍ଦମ ଦାସଙ୍କ ବିଷୟରେ ହିଁ ଶୁଣିବାକୁ ମିଳୁଛି । ଅରିନ୍ଦମ ଦାସଙ୍କୁ ନେଇ ଏକ ମିମ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଅରିନ୍ଦମ ଦାସଙ୍କ ମୃ-ତ୍ୟୁକୁ ନେଇ ଅପମାନ ଜଣକ ଟିପ୍ପଣୀ କରା ଯାଇଛି । ସୋ-ସି-ଆ-ଲ ମି-ଡି-ଆ-ରେ ହସିବ ଓଡିଶା ନାମକ ଏକ ପେଜରେ ଅରିନ୍ଦମ ଦାସଙ୍କ ଫଟୋ ସହ ଏକ କମେଣ୍ଟ ଲେଖା ହୋଇ ଥିଲା । ସେଥିରେ ଲେଖା ହୋଇଥିଲା କି ଦେହରେ ୨୫ ଗ୍ରାମ ମାଂ-ସ ନାହିଁ, ଏ …. ବୁଡିଗଲା । ଏହିଭଳି ବହୁତ ଖରାପ ଖରାପ କମେଣ୍ଟ କରା ଯାଇଛି ।

ପ୍ରଶ୍ନ କରିବାର ଓ ନିଜର ମନ୍ତବ୍ୟ ରଖିବାର ସମସ୍ତଙ୍କର ଅଧିକାର ରହିଛି । କିନ୍ତୁ ଜଣେ ସାମ୍ବାଦିକର ମୃ-ତ୍ୟୁ ପରେ ତାଙ୍କର ଶାରୀରିକ ଗଠନ ଓ ତାଙ୍କର ଲୁକକୁ ନେଇ ଏହିଭଳି ମନ୍ତବ୍ୟ କାହିଁକି ?

ଯେତେବେଳେ ଏହି ପେଜ ଅରିନ୍ଦମ ଦାସଙ୍କୁ ଲଗାତାର ଟ୍ରୋଲ କରିଲେ ତେବେ ଅଭିନେତା ସ୍ଵରାଜ ସେହି ପେଜକୁ ଜବାବ ଦେଇ ଥିଲେ । ଅରିନ୍ଦମ ଦାସ ଏହି ପେଜର ଆଡମିନ ଶିବୁଙ୍କୁ ନିନ୍ଦା କହିଲେ କି ଅରିନ୍ଦମ ଦାସଙ୍କୁ ଟ୍ରୋଲ କରିବାର ଅଧିକାର ତାଙ୍କ ପାଖରେ ନାହିଁ ।

ଏହିଭଳି ମନ୍ତବ୍ୟ ଓ ଏହିଭଳି ମିମ ଗ୍ରହଣୀୟ ନୁହେଁ । ଜଣେ ମୃ-ତ ବ୍ୟକ୍ତିଙ୍କୁ ନେଇ ଏହିଭଳି କମେଣ୍ଟ କରିବା ଉଚିତ ନୁହେଁ । ଯେଉଁମାନେ ଶସ୍ତା ପବ୍ଲିସିଟି ପାଇଁ ଏହିଭଳି କରୁଛନ୍ତି ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ଏହି ପେଜର ଆଡମିନ ପ୍ରଥମେ ଲେଖିଲେ କି ଏହା ହତ୍ୟା ନା ଦୁର୍ଘଟଣା । ଲେଖିଲେ ମୃ-ତ୍ୟୁ ବ୍ୟକ୍ତିଙ୍କ ବନ୍ଧୁ, ଆତ୍ମୀୟ ସ୍ଵଜନ ଓ ପରିବାର ବର୍ଗଙ୍କୁ ନମସ୍କାର ।

ମୋର ପୋସ୍ଟ କାହାର ଦୁଃଖକୁ ଦ୍ଵିଗୁଣିତ କରିବାର ଉଦ୍ଦେଶ୍ୟ ନାହିଁ । କେବଳ ସତକୁ ଲୋକ ଲୋଚନକୁ ଆଣିବାର ଏକ ଛୋଟ ଚେଷ୍ଟା । ଲେଖିଲେ କି ଓଡ୍ରାଫ ଡଙ୍ଗାରେ ସାମ୍ବାଦିକମାନଙ୍କୁ ନେବାକୁ ଅନୁମତି ଦେଲା କିଏ ? ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ସରକାର । ସବୁବେଳେ ଜଣେ ସାମ୍ବାଦିକ ଦର୍ଶକମାନଙ୍କ ନିକଟକୁ ଘଟଣାର ଅସଲ ଚିତ୍ର ପଠାଇବା ପାଇଁ ଚେଷ୍ଟା କରନ୍ତି ।

ଯଦି ହାତୀର ଭଲ ଭିଜୁଆଲ ଆଣିବା ପାଇଁ ଅରିନ୍ଦମ ଦାସ ନିଜେ ଯାଇ ଥିଲେ ଏହା ପଛର ମୁଖ୍ୟ କାରଣ ଥିଲା ଯଦି ହାତୀର ଭଲ କିଛି ଭିଜୁଆଲ ସାମ୍ନାକୁ ଆସିବ ତେବେ ତାକୁ ଉଦ୍ଧାର କରିବାରେ ଏହା ସାହାର୍ଯ୍ୟ କରିବ । ପ୍ରଶ୍ନ ଉଠୁଛି କି ଅରିନ୍ଦମ ଦାସଙ୍କୁ ଏହିଭଳି ପ୍ରଶ୍ନ କରିବାର ଅଧିକାର ତାଙ୍କୁ ଦେଲା କିଏ ? ଅରିନ୍ଦମ ଦାସଙ୍କ ଲୁକ, ତାଙ୍କର ଶରୀରର ଗଠନ ଓ ତାଙ୍କର ପିନ୍ଧିବାକୁ ନେଇ ପ୍ରଶ୍ନ କରିବାର ଅଧିକାର ତାଙ୍କୁ କିଏ ଦେଲା ? ଜଣେ ସାମ୍ବାଦିକର କାମ ବହୁତ ହିଁ କଷ୍ଟକର ହୋଇଥାଏ । ଏହା କେବଳ ସେ ହିଁ ଜାଣି ପାରିବ ଯିଏ ଏହି କାମ କରେ ।

Leave a Reply

Your email address will not be published. Required fields are marked *