Arindam ଙ୍କ ନାଁରେ ଅପପ୍ରଚାର କୁ ନେଇ ଥାନାର ଦ୍ଵାରସ୍ଥ ହେଲେ ସାମ୍ବାଦିକ ସଙ୍ଘ, ସେ କଣ କହୁଛନ୍ତି ଥରେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବର୍ତ୍ତମାନ ଚାରିଆଡେ କେବଳ ଅରିନ୍ଦମ ଦାସଙ୍କୁ ନେଇ ଚର୍ଚା ଚାଲିଛି । ଯେଉଁଠି ପୁରା ଓଡିଶା ଅରିନ୍ଦମ ଦାସଙ୍କ ଅ-କା-ଳ ବି-ୟୋ-ଗ ପରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ସେହି ସମୟରେ କିଛି ଲୋକମାନେ ଏମିତି ବି ଅଛନ୍ତି ଯେଉଁମାନେ ଅରିନ୍ଦମ ଦାସଙ୍କ ନାଁରେ ଖରାପ ଖରାପ କଥା କହୁଛନ୍ତି । ଅରିନ୍ଦମ ଦାସଙ୍କ ଜଣେ ସାଥି ପୋ-ଲି-ସ ଷ୍ଟେସନକୁ ଯାଇ ଏହିଭଳି କ-ଟୁ କ-ଟୁ ମ-ନ୍ତ-ବ୍ୟ ଦେଉଥିବା ବ୍ୟକ୍ତିଙ୍କ ବି-ରୁ-ଦ୍ଧ-ରେ ଅ-ଭି-ଯୋ-ଗ କରିଛନ୍ତି ।

ଏହି ସମ୍ବନ୍ଧରେ ଅରିନ୍ଦମ ଦାସଙ୍କ ଜଣେ ସାଥି କହିଲେ କି ଅରିନ୍ଦମ ଦାସଙ୍କ ହରାଇବା ପରେ ପୁରା ରାଜ୍ୟ ଦୁଖିତ ଅଛନ୍ତି । କିନ୍ତୁ ସେହି ସମୟରେ କିଛି ଅସମାଜିକ ଓ ଦୁଷ୍ଟ ପ୍ରକୃତିର ବ୍ୟକ୍ତି ସୋ-ସି-ଆ-ଲ ମି-ଡି-ଆ-ରେ ଅରିନ୍ଦମ ଦାସଙ୍କୁ ନେଇ ଅ-ପ-ମା-ନ ଜନକ କଥା କହୁଛନ୍ତି ।

ଯାହା ବିଷୟରେ କହି ବି ହେବ ନାହିଁ । ସେ ନିଜର ଫେସବୁକ, ୱ୍ହାଟଏପ ଓ କିଛି ପେଜରେ ବି ଏହି ସବୁ ଛାଡି ଛନ୍ତି । ଏହା ପରେ ଆମେ ତାଙ୍କୁ ପ୍ରଶ୍ନ କରିଥିଲୁ କି ତୁମେ ଏହିଭଳି କାହିଁକି କରିଛ । କିନ୍ତୁ ସେ ଓଲଟା ଆମକୁ ଗା-ଳି କରିଲେ । ଯାହା ବିଷୟରେ କହିବି ହବ ନାହିଁ । ଆଜି ଆମେ କ୍ୟାପିଟାଲ ଥା-ନା-କୁ ଆସି ସେହି ବ୍ୟକ୍ତି ଓ ପେଜ ବି-ରୁ-ଦ୍ଧ-ରେ ଅ-ଭି-ଯୋ-ଗ କରିଛୁ ।

ଅରିନ୍ଦମ ଦାସଙ୍କ ଉପରେ ଯେଉଁ ସବୁ କମେଣ୍ଟ କରା ଯାଉଛି ଏହା କେବଳ ତାଙ୍କୁ ଅ-ପ-ମା-ନ କରୁ ନାହିଁ ତାଙ୍କର ପରିବାର ଲୋକମାନଙ୍କୁ କଷ୍ଟ ଦେଉଛି । ଆମେ ସାମ୍ବାଦିକ ଭାଇମାନଙ୍କୁ ବି ଏହା ବହୁତ ବାଧିଛି । ଜଣେ ସାମ୍ବାଦିକ ନିଜ ଜୀବନକୁ ବାଜି ଲଗାଇ ଖବର ଦର୍ଶକମାନଙ୍କ ପାଖକୁ ପଠାଇ ଥାଏ । କିନ୍ତୁ ତୁମେ ଘରେ ବସି ଏହିଭଳି କମେଣ୍ଟ କରୁଛ । ସେ ଖବର ପରିବେଷଣ କରିବା ସମୟରେ ଅରିନ୍ଦମ ଦାସଙ୍କ ଅ-କା-ଳ ବି-ୟୋ-ଗ ହେଲା ଓ ଶେଷରେ ତୁମେ ତାଙ୍କ ବିଷୟରେ ଏହିଭଳି ଲେଖିବ ।

ଯାହାକି ଗ୍ରହଣୀୟ ନୁହେଁ । ଏଥିପାଇଁ ଆଜି ଆମେ ଥା-ନାରେ ଅ-ଭି-ଯୋ-ଗ କରିଛୁ । ତୁରନ୍ତ ତାଙ୍କ ବି-ରୁ-ଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ସେ ଏହି କମେଣ୍ଟ ନିଜର ଫେସବୁକ ପେଜ, ୱ୍ହାଟଏପ ଓ ଅନ୍ୟ କିଛି ଗ୍ରୁପରେ ମଧ୍ୟ ଛାଡିଛି । କେବଳ ଜଣେ ନୁହେଁ ଅରିନ୍ଦମ ଦାସଙ୍କ ବି-ରୁ-ଦ୍ଧରେ ଲୋକମାନେ ବହୁତ କିଛି କହୁଛନ୍ତି । ଆମେ ପୋ-ଲି-ସଙ୍କ ଅନୁରୋଧ କରୁଛୁ କି ସେମାନେ ଏମାନଙ୍କ ବି-ରୁ-ଦ୍ଧରେ ଆକ୍ସନ ନିଅନ୍ତୁ ।

Leave a Reply

Your email address will not be published. Required fields are marked *