ACF ସୋମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ବିଦ୍ୟା ଭାରତୀଙ୍କ ନାଁ ରେ ଲାଗିଲା ଏହି ସବୁ ସଙ୍ଗିନ ଦଫା 

ଗତ ୩ ମାସର ବ୍ୟବଧାନ ପରେ ପାରାଳାଖେମୁଣ୍ଡି ଏସିଏଫ ସୋମ୍ୟରଞ୍ଜନ ମହାପାତ୍ରଙ୍କ ମୃ-ତ୍ୟୁ ମା-ମ-ଲାରେ ବଡ ଖୁ-ଲା-ସା କରିଛନ୍ତି କ୍ରାଇମବ୍ରାଞ୍ଚର ଏଡିଯି ସଂଜୀବ ପଣ୍ଡା । ସେ କହିଛନ୍ତି ଯେ ଯେତେବେଳେ ସୋମ୍ୟଙ୍କ ଧରେ ନି-ଆଁ ଲାଗିଥିଲା ସେହି ସମୟରେ ବିଦ୍ୟା ଭାରତୀ କେବଳ ଦେଖୁଥିଲେ କିନ୍ତୁ କାହାକୁ ଡାକି ନ ଥିଲେ ବା ନିଜେ ମଧ୍ୟ କିଛି କରି ନ ଥିଲେ । ଏହା ସହ ସୋମ୍ୟ ଓ ବିଦ୍ୟାଙ୍କ ମଧ୍ୟରେ ବୈବାହିକ ସ-ମ୍ପ-ର୍କ ମଧ୍ୟ ଠିକ ନ ଥିଲା । ଏହା ସହ ଡିଏଫଓ ଓ ରୋଷେୟାଙ୍କର ଏହି ମା-ମ-ଲାରେ କୌଣସି ହାତ ନାହି ଓ ତାଙ୍କୁ କ୍ଳିନ ଚିଟ ଦିଆ ଯାଇଛି ବୋଲି କ୍ରା-ଇ-ମ-ବ୍ରା-ଞ୍ଚ ଖୁଲାସା କରିଛନ୍ତି ।

ବର୍ତ୍ତମାନ ବିଦ୍ୟାଙ୍କ ନାଁ ର ୨୮୫ ଓ ୩୦୪-A ଧା-ରା ଲାଗିଛି । ୩୦୪-A ଯେଉଁ ଦ-ଫା ବିଦ୍ୟାଙ୍କ ନାଁ ରେ ଲାଗିଛି ତାହାର ଅର୍ଥ ହେଉଛି ବିଦ୍ୟାଙ୍କ ଅବହେଳା ଯୋଗୁ ସୋମ୍ୟଙ୍କ ଜୀବନ ଯାଇଛି । ଆଇନ ଅନୁସାରେ ବିଦ୍ୟାଙ୍କୁ CRPC-୪୧ ନୋ-ଟି-ସ କରା ଯାଇଛି । ନିଜ ସ୍ଵାମୀଙ୍କୁ ବଞ୍ଚାଇବା ପାଇଁ ବିଦ୍ୟା କୌଣସି ପ୍ରକାର ପଦକ୍ଷେପ ନେଇ ନ ଥିଲେ । ଏହା ସହ ସବୁଠାରୁ ବଡ ପ୍ରମାଣ ହେଉଛି ସୋମ୍ୟଙ୍କ ସହ ଦୁ-ର୍ଘ-ଟ-ଣା ହୋଇଥିଲା ଆଉ କିଛି ନୁହେଁ । ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କ୍ରା-ଇ-ମ-ବ୍ରା-ଞ୍ଚ । ଏହା ସହ ଯେଉଁ ଅ-ଭି-ଯୋ-ଗ ଡିଏଫଓ ଓ ରୋଷେୟାଙ୍କ ଉପରେ ଲାଗିଥିଲା ତାହା ମଧ୍ୟ ପ୍ରମାଣ ହୋଇ ସାରିଛି ଯେ ସେମାନେ ନି-ର୍ଦୋ-ଷ ।

ସମସ୍ତ ପଲିଗ୍ରାଫ ଓ କଲ ଡିଟେଲ୍ସ ଯାଞ୍ଚ ହେବା ପରେ ସ୍ପଷ୍ଟ ହୋଇଛି ଯେ ଡିଏଫଓ ଓ ରୋଷେୟାଙ୍କର କୌଣସି ହାତ ନାହି । ସୋମ୍ୟଙ୍କ ମୃ -ତ୍ୟୁ ଆ-ତ୍ମ-ହ-ତ୍ୟା ନୁହେଁ ବରଂ ଏହା ଏକ ଦୁ-ର୍ଘ-ଟ-ଣା ଅଟେ । ଏ ପାଇଁ ଦାୟୀ ହେଉଛନ୍ତି ବିଦ୍ୟା ଭାରତୀ କାରଣ ସେ ସୋମ୍ୟଙ୍କୁ ପୋଡି ଯିବାର ଦେଖି ତାଙ୍କୁ ବଞ୍ଚାଇବା ପାଇଁ କୌଣସି ଉଦ୍ୟମ କରି ନ ଥିଲେ । ଏହାକୁ ନେଇ ସୋମ୍ୟଙ୍କ ପରିବାର କଣ ପ୍ରତିକ୍ରିୟା ଦେବେ ତାହା ଦେଖିବାର ଅଛି । ଏହା ସହ ବିଦ୍ୟା ଭାରତୀଙ୍କୁ ଯେଉଁ ନୋ-ଟି-ସ ଦିଆ ଯାଇଛି ତାହା ଉତ୍ତର କଣ ଦେବେ ତାହା ଦେଖିବାର ଅଛି ।

ଏଡିଯି ସଂଜୀବ ପଣ୍ଡା ରାଏ ଦେଇଛନ୍ତି ଯେ ସୋମ୍ୟଙ୍କ ବାସ ଭାବନାରେ ତାଙ୍କ ସହ ଦୁ-ର୍ଘ-ଟ-ଣା ଘଟିଥିଲା ଅନ୍ୟ କେଉଁଠାରେ ନୁହେଁ । ଏହା ସହ ବିଦ୍ୟା ଭାରତୀଙ୍କ ପଲିଗ୍ରାଫ ଟେଷ୍ଟ ଓ ଡିଏଫଓଙ୍କ ପଲିଗ୍ରାଫ ଟେଷ୍ଟରୁ ସବୁ କିଛି ସ୍ପଷ୍ଟ ହୋଇ ସାରିଛି । ଡିଏଫଓଙ୍କର ସୋମ୍ୟଙ୍କ ପୋ-ଡି ହେବା ଘଟଣାରେ କୌଣସି ପ୍ରମାଣ ମିଳି ନାହି । ତେବେ ବିଦ୍ୟା ଭାରତୀଙ୍କ ଉପରେ ଆଗକୁ କଣ ପଦେକ୍ଷେପ ନିଆଯିବ ତାହା ଏ ଯାଏଁ କ୍ରା-ଇ-ମ-ବ୍ରା-ଞ୍ଚ ସ୍ପଷ୍ଟ କରି ନାହି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *