ଆଜି ରାତି 11 ଟା ରୁ ସକାଳ 6 ଟା ଯାଏଁ WhatsApp ବନ୍ଦ, ଚିନ୍ତାରେ ୟୁଜର୍ସ

ନମସ୍କାର ବନ୍ଧୁଗଣ । ବର୍ତ୍ତମାନର ବଡ ଖବର ୱ୍ହାଟସପ ଯେଉଁ ମାନେ ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ବଡ ଖବର ଯେ ରାତି ୧୧ଟାରୁ ସକାଳ ୬ଟା ଯାଏଁ ଖୋଲିବ ନାହି । ଏହି ନିର୍ଦେଶ ଭାରତ ସରକାରଙ୍କ ପକ୍ଷରୁ ଦିଆ ଯାଇଛି । ଏହା ଜଣାଇବା ପରେ ୱ୍ହାଟସପ ୟୁଜର୍ସଙ୍କ ଚିନ୍ତା ବଢି ଯାଇଛି । କାରଣ ଅଧିକାଂଶ ୟୁଜର୍ସ ଏହାର ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି । ଯେଉଁ ମାନେ ମ୍ଯାସେଜକୁ ଫରୱାର୍ଡ କରୁ ନାହାନ୍ତି ତାଙ୍କର ଆକାଉଣ୍ଟକୁ ୨୪ ଘଣ୍ଟା ମଧ୍ୟରେ ବନ୍ଦ କରାଯିବ । ସବୁଠାରୁ ମୁଖ୍ୟ କଥା ହେଉଛି ୟୁଜର୍ସ ମାନେ ତାଙ୍କର ବନ୍ଦ ହୋଇଥିବା ଆକାଉଣ୍ଟକୁ ପୁନ ଆରମ୍ଭ କରିବାକୁ ଚାହିଁଲେ ତାହା ହେବ ନାହି ।

ଏଥିପାଇଁ ୪୯୯ ଟଙ୍କା ରିଚାର୍ଜ କରିବାକୁ ହେବ । ପୁଣି ଥରେ ନୂଆ ଫିଚର ଆଣିବାକୁ ଯାଉଛି ୱ୍ହାଟସପ । ଏହି ନୂଆ ଆପରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ରାତି ସମୟରେ କେଉଁ କାରଣରୁ ୱ୍ହାଟସପକୁ ବନ୍ଦ କରାଯିବ ତାହା ନେଇ କୌଣସି ସ୍ପଷ୍ଟ ସୂଚନା ଜାରି ହୋଇ ନାହି । କିନ୍ତୁ ଏହାକୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ବେଶ ଚର୍ଚ୍ଚା ଆରମ୍ଭ ହୋଇ ପଡିଛି । କମ୍ପାନୀ ଆନୁଥିବା ବିଭିନ୍ନ ଭିଜା ଆଣ୍ଡ୍ରୋଏଡ ଭିଟା ଭର୍ସନରେ ଦେଖାଯିବା ବୋଲି ସୂଚନା ମିଳିଛି । ଏହା ସହ ଆଇକନ ତିଆରି କରିବା ସହ ୟୁଜର୍ସ ମାନେ ଆଇକନର ରଙ୍ଗ ମଧ୍ୟ ପରିବର୍ତ୍ତନ କରି ପାରିବେ । ଯାହା ପୂର୍ବରୁ ହୋଇପାରୁ ନ ଥିଲା ।

କେବଳ ଏତିକି ନୁହେଁ ବରଂ ଆଗାମୀ ଦିନରେ ଫୋଟୋ ଗୁଡିକ ଇମୋଜି ଭଳି ଦୃଶ୍ୟମାନ ହେବ । ଏହି ଫିଚର ରୋଲ ଆଉଟ ପରେ ୟୁଜର୍ସ ମାନେ ଏକ ନୂଆ ଫୋଟୋ ଅପଲୋଡ କରିବା ସମୟରେ ଆପର କ୍ୟାପ୍ସନ ବାର ପାଖରେ ଏକ ଷ୍ଟିକର ଆଇକନ ଦେଖିବାକୁ ମିଳିବ ବୋଲି କୁହା ଯାଇଛି । ତେବେ ଏହି ନୂଆ ନିୟମ କେବେ ଠାରୁ ଆରମ୍ଭ ହେବ ତାହା ବିଷୟରେ କୌଣସି ସୂଚନା ଜାରି ହୋଇ ନାହି ।

ତେବେ ୱ୍ହାଟସାପ ୟୁଜର୍ସ ମାନଙ୍କ ମଧ୍ୟରେ ବ୍ୟଭାର ହେଉଥିବା ଏହି ଭାଇରାଲକୁ PIBB ର ଫ୍ୟାକ୍ଟ ଚେକ ଭିତ୍ତିହୀନ ବୋଲି କୁହା ଯାଇଛି । PIBB କହିଛି ଯେ ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ନିର୍ଦେଶ ନାମା ଦିଆଯାଇ ନାହି । ଅଯଥାରେ ଏହା ଅପପ୍ରଚାର କରା ଯାଉଛି । ହୁଏ ତେ ଆଜି ରାତିରୁ ୱ୍ହାଟସପ ବନ୍ଦ ହୋଇ ନ ପାରେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *