ନମସ୍କାର ବନ୍ଧୁଗଣ । ମଣିଷ ଭଳି କୁକୁର ମଧ୍ୟ କଥା କହୁଛି । ଆପଣ ମାନଙ୍କୁ ଏହି କଥା ଟି ଅଜବ ଲାଗୁଥିଲେ ମଧ୍ୟ କଥା ଟି ସତ୍ୟ ଅଟେ । ଏହି ଭିଡିଓ ରେ ଆପଣ ମାନେ ଯେଉଁ କୁକୁର ଟି ଦେଖୁଛନ୍ତି ତାହାର ନାଁ ହେଉଛି ଷ୍ଟ୍ରେଲାର । ଏହି କୁକୁର ର ଲୋକ ମାନଙ୍କ ସହ କିଭଳି ଭାଷା ରେ କଥା କହିବାକୁ ହୁଏ ତାହା ଶିକ୍ଷା ଲାଭ କରିଛି । ଷ୍ଟ୍ରେଲାର ର ମାଲିକ କ୍ରିଷ୍ଟିନା ହଙ୍ଗର ଜେଣ ସ୍ପିଚ ପାଥାଲୋଷ୍ଟ ହୋଇ ଥିବାରୁ ସେ ହିନ ନିଜର ପୋଷା କୁକୁର କୁ କଥାବାର୍ତ୍ତା କରିବାକୁ ଶିଖାଉଛନ୍ତି । ଏଥିପାଇଁ କ୍ରିଷ୍ଟିନା ଏକ କି ବୋର୍ଡ ତିଆରି କରିଛନ୍ତି । ଏହି କି ବୋର୍ଡ ରେ ୨୯ ଟି ବତମ ରେ କମ, ଲୁକ, ପ୍ଲେ ଆଦି ଶବ୍ଦ ରହିଛି ।
ଯେତେବେଳେ କୁକୁର ଷ୍ଟ୍ରେଲାର ତା ମାଲିକ ହଙ୍ଗର କୁ କିଛି କଥା କହିବାକୁ ଚାହିଥାଏ ସେହି ସମୟରେ ସେହି କି ବୋର୍ଡର ଥିବା ବଟମ କୁ ଚିପି ନିଜ ଭାବନାକୁ ଜଣାଇଥାଏ । ଏହା ଦ୍ଵାରା କୃଷ୍ଟିନା କୁକୁର ର ମନ କଥା ସହଜରେ ବୁଝି ପାରିଥାନ୍ତି । ବେଳେବେଳେ ଷ୍ଟ୍ରେଲାର ୩ରୁ ୪ଟି ଶବ୍ଦ ମିଶାଇ ନିଜର ଭାବନାକୁ ପ୍ରକାଶ କରିଥାଏ । କ୍ରିଷ୍ଟିନା ହଙ୍ଗର ନିଜ ପୋଷା କୁକୁର ଷ୍ଟ୍ରେଲାର ର ଫୋଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ବର୍ତ୍ତମାନ ତାଙ୍କର ୪ଲ୍କାହ ୭୦ହଜାର ଫଲୋର୍ଷ ଅଛନ୍ତି । ଷ୍ଟ୍ରେଲାର କୁ ଲୋକ ମାନେ ବହୁତ ପସନ୍ଦ କରୁ ଥିବାର ନଜର ଆସୁଛନ୍ତି ।
ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ କିଭଳି ଭାବେ ଷ୍ଟ୍ରେଲାର ନିଜର ଭାବନାକୁ ଏହି କି ବୋର୍ଡ ରେ ଥିବା ବଟମକୁ ଚିପି ଜଣାଛନ୍ତି । ଏହି କି ବୋର୍ଡରେ ଯେଉଁ ଶବ୍ଦ ପରି ପ୍ରକାଶ ହେଉଛି ସେଥିରୁ ସ୍ପଷ୍ଟ ହେଉଛି କି କୁକୁର ଟି କଣ କହିବାକୁ ଚାହୁଁଛି । ବାସ୍ତବରେ କ୍ରିଷ୍ଟିନା ଙ୍କର ଏହି ଭଳି କାମ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଆଣି ଦେବ । କୁକୁର ହେଉଛି ଏମିତି ଏକ ପ୍ରାଣୀ ଯିଏ ମଣିଷ ମାନଙ୍କ ସହ ନିଜର ହୋଇ ରହିଥାଏ ।
କୁକୁର ଏକ ବିଶ୍ଵସ୍ତ ପ୍ରାଣୀ ଅଟେ ଯିଏ ବହୁତ ବଫାଦାର ହୋଇଥାଏ । ଯେଉଁ ବ୍ୟକ୍ତି କୁକୁର କୁ ନିଜର ଭାବିଥାଏ କୁକୁର ଟି ମଧ୍ୟ ତା ମାଲିକ ପ୍ରତି ବଫାଦାର ହୋଇଥାଏ । ଆମ ଦେଶରେ ଏମିତି ଅନେକ ଘଟଣା ଦେଖିବାକୁ ମିଳିଛି ଯେଉଁ ଠାରେ କୁକୁର ଟି ନିଜ ମାଲିକର ଜୀବନ ରକ୍ଷା ପାଇଁ ଉଦ୍ୟମ କରିଥାଏ ।
ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।