4 ଟି ପାପ ଯୋଗୁଁ ଧ୍ୱଂସ ହେବ କଳିଯୁଗ , 4 ଟି ବିଷୟରେ, କଣ କହେ Malika Bachana

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ମାଳିକାରେ ଲେଖା ରହିଛି କ-ଳି-ଯୁ-ଗର ଶେଷ ହୋଇ ସତ୍ୟଯୁଗର ପ୍ରତିଷ୍ଠା ହେବେ । କ-ଳି-ଯୁ-ଗର ଆୟୁଷ ହେଉଛି ୪ଲକ୍ଷ ୩୨ ହଜାର ବୋଲି ମାଳିକାରେ ଲେଖା ଅଛି । କିନ୍ତୁ ମଣିଷକୁ ପା-ପ ଦ୍ଵାରା କ-ଳି-ଯୁ-ଗର ଆୟୁଷ ମାତ୍ର ୫୦୦୦ ବର୍ଷ ଭୋଗ ହେବ । କାରଣ ମଣିଷର ପା-ପ ଦ୍ଵାରା ଧୀରେ ଧୀରେ କ-ଳି-ଯୁ-ଗର ଅନ୍ତ ଘଟିବ । ଆଜି ୫ହଜାର ୧୨୧ ବର୍ଷ ଚାଲିଛି । ଯେଉଁ ପା-ପ କଥା ମହାପୁରୁଷ ଅଚ୍ୟୁତାନନ୍ଦ ଶ୍ରୀମଦ ଗୀତା, ଭାଗବତ ରେ ଲେଖା ଯାଇଥିଲା କ-ଳି-ଯୁ-ଗରେ ହେବା କଥା ଓ କ-ଳି-ଯୁ-ଗରେ କିଭଳି ଭାବେ ପା-ପ ଭାର ବଢିବ ତାହା ଆଜି ହେବାରେ ଲାଗିଛି । ସଂସାରରେ ପିତୃ ବା ମାତୃ ହ-ତ୍ୟା ପାଇଁ କ-ଳି-ଯୁ-ଗ ଶେଷ ହେବ ।

ବର୍ତ୍ତମାନ ପୁଅ ନିଜ ପିତା ମାତାଙ୍କୁ ହାନି ଦେଉଛି । ଏହିଭଳି ଭାବେ ପା-ପର ଭାର ବଢିଲେ କ-ଳି-ଯୁ-ଗର ଶେଷ ହୋଇ ସତ୍ୟଯୁଗର ଆରମ୍ଭ ହେବ । ଆମ ଦେଶରେ ଗୋ-ମାତା ହେଉଛନ୍ତି ଆମର ଦିତୀୟ ମାତା । କିନ୍ତୁ ଆଜିକାଲି ଗୋମାତାର ହ-ତ୍ୟା କରା ଯାଉଛି । ଏହା ସାହା ଆଜିର କ-ଳି-ଯୁ-ଗରେ ନାରୀ ମାନେ ସ୍ଵାମୀଙ୍କୁ ଓ ସ୍ଵାମୀ ମାନେ ସ୍ତ୍ରୀଙ୍କୁ ହ-ତ୍ୟା କରୁଛନ୍ତି । ଏହି ଦୁଇଟି ପା-ପ ପାଇଁ କ-ଳି-ଯୁ-ଗର ଆୟୁଷ କମିବାରେ ଲାଗିଛି । ଏହା ସହ ଭୃଣ ହ-ତ୍ୟା ମଧ୍ୟ ସଂସାରରେ ଚାଲିଛି ଯାହା ପାଇଁ କ-ଳି-ଯୁ-ଗର ଆୟୁଷ କମିବାରେ ଲାଗିଛି । ଏହା ସହ ଅନେକ ସ୍ଥାନରେ ଶିଶୁ ତ୍ୟା ମଧ୍ୟ ହେଉଛି । ଭଗ୍ନୀ ହ-ର-ଣ ବା ବ୍ରାମହଣ ତ୍ୟା ହେଉଛି ଯାହା ବହୁତ ବଡ ପା-ପ ଅଟେ ।

ଏହି କାରଣରୁ କ-ଳି-ଯୁ-ଗର ଆୟୁଷ କ୍ଷ-ୟ ହେଉଛି । ମାଳିକାରେ ୬୦୦ ବର୍ଷ ପୂର୍ବେ ଲେଖା ରହିଛି ଯେ ଭାଇ ଭଉଣୀଙ୍କ ମଧ୍ୟରେ ଖ-ରା-ପ ସ-ମ୍ପ-ର୍କ ରହିବ ଯାହା ଆଜିର ଆଧୁନିକ ଯୁଗରେ ଘଟୁଛି । ଆଜିର ଯୁଗରେ ପଶୁ ହ-ତ୍ୟା ହେବା ସହ ନାରୀ ମାନଙ୍କ ସହ ଖ-ରା-ପ ଆ-ଚ-ର-ଣ ହେଉଛି ବା ଦୁ-ଷ୍କ-ର୍ମ ବଢିବାରେ ଲାଗିଛି । ଯଦି ଏଭଳି ଭାବେ ପା-ପ ବୃଦ୍ଧି ପାଇବା ଯାହା ପାଇଁ କ-ଳି-ଯୁ-ଗର ବି-ନା-ଶ ହେବ । ମଣିଷ ମାନେ ଭୂମି ହ-ର-ଣ କରିବା ସହ ଅନ୍ୟର ସମ୍ପତିକୁ ହ-ର-ଣ କରୁଛନ୍ତି ଯାହା ଚୋରୀ ବା ଡ-କା-ୟ-ତ ଦ୍ଵାରା କରା ଯାଉଛି । ଆଜିର ଯୁଗରେ ମଣିଷ ମାନଙ୍କ ବେଶ ପୋଷାକ ଏତେ ଭିନ୍ନ ହୋଇ ପଡିଛି ଯାହା ପାଇଁ କ-ଳି-ଯୁ-ଗର ବିନାଶ ହେବ ।

ଏହା ସହ ମଣିଷ ମନରେ ରାଗ ବା ଅ-ହିଂ-ସା ଭାବ ହେତୁ ମଧ୍ୟ କ-ଳି-ଯୁ-ଗର ଅ-ନ୍ତ ଘଟିବ । ଏହା ସହ ତୁଳସୀ ଗଛ ପୂଜା ନ କରିବା ବା ତୀର୍ଥ ସ୍ଥାନରେ ଲଗ୍ନ ହୋଇ ସ୍ନାନ କରିବା ଭଳି ପା-ପ ଯୋଗୁ କ-ଳି-ଯୁ-ଗର ଆୟୁଷ କ୍ଷୟ ହେବ । ପୁରୁଷ ମାନେ ପର ସ୍ତ୍ରୀଙ୍କ ପ୍ରତି ଖ-ରା-ପ ଆ-ଚ-ର-ଣ ଭଳି ପା-ପ ବଢିବାରେ ଲାଗିଛି । ଏହି ସବୁ ପା-ପ ବଢିବା କାରଣରୁ କ-ଳି-ଯୁ-ଗର ଅନ୍ତ ଘଟି ସତ୍ୟଯୁଗର ପ୍ରତିଷ୍ଠା ହେବ । ଏହି ସତ୍ୟଯୁଗରେ ଧର୍ମ ସ୍ଥାପନ ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଲେଖା ଟି ଭଲ ଲାଗିଥିଲେ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *