ଶୂନ୍ୟରେ ତଣ୍ଟି ଚିପୁଛି କିଏ ? ଓଡିଶାର ଏହି ଜିଲ୍ଲାରୁ ଆସିଲା ଏଭଳି ଭୟଙ୍କର ଘଟଣା…. ଦେଖନ୍ତୁ Video

ଏ ଦୁନିଆରେ ଭୁ-ତ ପ୍ରେ-ତ ଏକ ଅନ୍ଧବିଶ୍ଵାସ ଅଟେ । କିନ୍ତୁ ଆଜି ବି ଲୋକ ମାନେ ଅଛନ୍ତି ଯେଉଁ ମାନେ ଏହି କଥାକୁ ଭରସା କରନ୍ତି । ଏହି ଭି-ଡି-ଓରେ କିଛି ପିଲା ଏହି ଭୁ-ତ କବଳରେ ପଡିଛି ବୋଲି ଅ-ଭି-ଯୋ-ଗ କରୁଛି । ପିଲାଟି କହୁଛି ଯେ ଗଗନର ପ୍ରେ-ତ ନଡିଆ ଗଛରେ ବସି ତାର ତ-ଣ୍ଟି ଚି-ପି ଦେଉଛି । କେବେ ସେ ପ୍ରେତ ନିଜର ବେ-କ ମୋ-ଡୁ-ଛି ତ ଆଉ କେତେବେଳେ କଣ୍ଢେଇର ବେ-କ ମୋ-ଡି ଦେଉଛି । ପିଲାର ଏହିଭଳି ଅବସ୍ଥା ଦେଖି ପରିବାର ଲୋକେ ଆ-ତ-ଙ୍କି-ତ ହୋଇ ପଡିଛନ୍ତି । ଆତଙ୍କ ମନରେ ପ୍ରଶ୍ନ ଉଠିଛି କିଏ ସେ ଗଗନା ଓ କାହିଁକି କରୁଛି ?

ପିଲା କହିଛନ୍ତି ଯେ ଗଗନା ଭୁ-ତ ଆସି ତାଙ୍କ ତ-ଣ୍ଟି ଚି-ପି-ବା- ସହ ର-କ୍ତ ଶୋ-ଷୀ ନିଅନ୍ତି ତ କେବେଳେ ହାତ ଗୋଦ ମୋ-ଡି ଦିଅନ୍ତି । ଗଗନା ଭୁ-ତ କହେ ଯେ ତୁମକୁ ବରବାତ କରିଦେବୀ ମା-ରି-ଦେ-ବୀ- ଏହିଭଳି ପ୍ରତିକ୍ରିୟା ଦେଇଛନ୍ତି ପିଲା ମାନେ । ପିଲାଟି କହୁଛି ଯେ ଗଗନା ନାମକ ବ୍ୟକ୍ତି ତାର ଆ-ତ୍ମାକୁ ଛା-ଡି ତା ଦେ-ହ-ରେ ଲାଗୁଥିଲା । ଯେତେବେଳେ ଆ-ତ୍ମା ପିଲାର ଶରୀରରେ ପ୍ରବେଶ କରେ ସେତେବେଳେ ତାର କଣ୍ଢେଇ ଦ୍ଵାରା ହାତ ଗୋଦା ମୋ-ଡି ଦେଇ ତାକୁ ମା-ରି-ଦେ-ବ- ବୋଲି ଧ-ମ-କ ଦେଉଥିଲା । ପିଲାଟି ଆ-ତ୍ମା ବିଷୟରେ କହିଛି ସେ ଦେଖିବାକୁ ଡେଙ୍ଗା, କଳା ଓ ତାର ମୁଣ୍ଡ ଚନ୍ଦା ।

ଏହି ଘଟଣାଟି ଘଟିଛି କଟକ ସାଲେପୁରର ଛୋଟିପଡା ଗାଁ ର ୫ ଜଣ ପିଲାଙ୍କ ପାଖରେ ଦେଖିବାକୁ ମିଳିଛି ଏମିତି ଅସ୍ବାଭାବିକ ଆଚରଣ । ଏହି ପିଲା ମାନେ କୌଣସି ଭ-ୟ କରୁଛନ୍ତି ନାଁ କୌଣସି ସ୍ନାୟବିକ ରୋଗର ଶି-କା-ର ହୋଇଛନ୍ତି ତାହା ଏବେ ପ୍ରଶ୍ନ ଉଠିଛି । ଏହି ପିଲା ମାନଙ୍କୁ ହସପିଟାଲରେ ନିଆ ଯାଇଥିଲେ ମଧ୍ୟ କୌଣସି ଫଳ ହେଉ ନାହି । ଆଧୁନିକ ଯୁଗରେ ଏହିଭଳି ଘଟଣା ବିଶ୍ଵାସ କରିବା ସହଜ ନ ହୋଇଥିଲେ ମଧ୍ୟ ଏହା ସତ୍ୟ ଅଟେ । ପିଲାଙ୍କ ମା କହିଛନ୍ତି ଯେ ସେମାନେ ନିଜ ପିଲାଙ୍କର ଏହିଭଳି ଅବସ୍ଥା ଦେଖି ପୋ-ଲି-ସର ଆଶ୍ରୟ ନେଇଥିଲେ କିନ୍ତୁ ସୁଫଳ ହେଲେ ନାହି ।

କାରଣ ପୋ-ଲି-ସ ତାଙ୍କ କଥାକୁ ବିଶ୍ଵାସ କରିଲେ ନାହି । ଅନ୍ୟ ପଟେ ତାଙ୍କ ଗାଁ ରେ ଗଗନା ନାମକ ବ୍ୟକ୍ତି ଗୁ-ଣୀ ଗା-ରି-ଡି କରୁଛି ବୋଲି ପିଲାଙ୍କ ମା କହିଛନ୍ତି । ଏମିତିକି ପିଲା ମାନେ ଗଗନାକୁ ସବୁଦିନ ଦେଖିବା ସହ ତା ନାଁ ମଧ୍ୟ ଧରୁଛନ୍ତି । ସେ ହିଁ କିଛି ତ-ନ୍ତ୍ର-ମ-ନ୍ତ୍ର କରୁଛି ବୋଲି ପିଲାର ମା ଅ-ଭି-ଯୋ-ଗ କରିଛନ୍ତି । ପୋ-ଲି-ସ ସୂଚନା ଦେଇଛି ଯେ ପିଲାମାନେ ଭଲ ହେବା ପରେ ଯାଇ ଥା-ନାକୁ ଆସିଲେ କୌଣସି ପଦକ୍ଷେପ ନିଆଯିବ ତା ପୂର୍ବରୁ କିଛି କରି ହେବ ନାହି । ପିଲାଙ୍କ ଅଭିଭାବକଙ୍କ ମତ କେହି ତାଙ୍କ ପିଲାଙ୍କୁ ଗୁ-ଣୀ କରିଛି କିନ୍ତୁ ପୋ-ଲି-ସ ଗୁ-ଣୀ କରୁଥିବା ବ୍ୟକ୍ତିକୁ ଧରିବା ପାଇଁ ପଛଘୁଞ୍ଚା ଦେଉଛି । ତେବେ ସତରେ କଣ ପ୍ରେ-ତ ଅଛି ନାଁ ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାହା ପୋ-ଲି-ସର ତ-ଦ-ନ୍ତ ପରେ ଜଣା ପଡିବ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *