ଖୁବ ଶୀଘ୍ର ନିର୍ବନ୍ଧ କରିବାକୁ ଯାଉଛନ୍ତି Katrina Kaif ଓ Vicky Kaushal, ଦେଖନ୍ତୁ Video କଣ କହୁଛନ୍ତି Vicky Kaushal

ବିକି କୌଶଳ ଓ କଟରିନା କେଫ ପ୍ରାୟତଃ ନିଜର ଅଫେୟାରକୁ ନେଇ ଚର୍ଚାରେ ରହିଥାନ୍ତି । ଏମିତିରେ ବର୍ତ୍ତମାନ ପୁଣି ଥରେ ଏହି ଯୋଡି ନିଜର ନିର୍ବନ୍ଧକୁ ନେଇ ଚର୍ଚାରେ ଆସି ଯାଇଛନ୍ତି । ଯାହା ବିଷୟରେ ଶୁଣିବା ପରେ ତାଙ୍କର ଫ୍ୟାନମାନେ ଆଚମ୍ବିତ ହୋଇ ଯାଇଛନ୍ତି । ବଲୀଉଡ ଅଭିନେତା ବିକି କୌଶଳ ବର୍ତ୍ତମାନ ଦିନରେ ନିଜର ଫିଲ୍ମ ସରଦାର ଉଧମକୁ ନେଇ ଚର୍ଚାରେ ଛାଇ ରହିଛନ୍ତି । ଏହା ମଧ୍ୟରେ ତାଙ୍କର ପର୍ସର୍ଶନାଲ ଲାଇଫକୁ ନେଇ ବି ବହୁତ ଚର୍ଚାରେ ଅଛନ୍ତି ।

ବହୁତ ସମୟ ହେବ ଏହି ଖବର ଆସୁଛି କି ସେ କଟରିନା କେଫଙ୍କୁ ଡେଟ କରୁଛନ୍ତି । କିନ୍ତୁ ଏହି ମାମଲା ଉପରେ ନା ହିଁ କଟରିନା କେଫ ଓ ନା ହିଁ ବିକି କୌଶଳ କିଛି କହିଛନ୍ତି ।

ଗତ କିଛି ଦିନ ହେବ ଶୁଣିବାକୁ ମିଳୁଛି କି କଟରିନା କେଫ ଓ ବିକି କୌଶଳ ବିବାହ କରିସାରିଛନ୍ତି । କିନ୍ତୁ ଏହି ଖବରକୁ ଗୁଜବ ବୋଲି କୁହାଯାଇଛି । ବର୍ତ୍ତମାନ ଦିନରେ ବିକି କୌଶଳ ନିଜର ଫିଲ୍ମ ସରଦାର ଊଧମର ପ୍ରମୋଶନ କରୁଛନ୍ତି । ଏହି ସମୟରେ ଅଭିନେତାଙ୍କୁ ଏକ ଇଣ୍ଟରଭିୟୁରେ ତାଙ୍କର ପର୍ସନାଲ ଲାଇଫ ବିଷୟରେ ପ୍ରଶ୍ନ କରାଗଲା ଓ ସେ ବି ଖୋଲି କରି ଏହାର ଜବାବ ଦେଲେ । ବିକି କହିଲେ କି ଏହି ସବୁ ଗୁଜବ ଯେତେ ଶୁଣିବାକୁ ମିଳୁଛି ଏହା ସବୁ ମିଡିଆର କାମ ଅଟେ ।

ଯେତେବେଳେ ସଠିକ ସମୟ ଆସିବ ତେବେ ଆମେ ନିର୍ବନ୍ଧ କରି ନେବୁ । ଇଣ୍ଟରଭିୟୁ ସମୟରେ ବିକି କହିଲେ କି ଏହିଭଳି ଖବର ଆପଣଙ୍କ ବନ୍ଧୁମାନେ କୁହନ୍ତି । ଜଲ୍ଦି ହିଁ ନିର୍ବନ୍ଧ କରିବି …ସେହି ଟାଇମ ଜଲ୍ଦି ହିଁ ଆସିବ । ‘ ବିକି କୌଶଳ ଓ କଟରିନା କେଫଙ୍କ ଅଫେୟାରର ଖବର ସେହି ସମୟରେ ଚର୍ଚାରେ ଆସିଥିଲା ଯେତେବେଳେ ଅମ୍ବାନୀର ହୋଲି ପାର୍ଟିରେ ଦୁଇ ଜଣଙ୍କୁ ଏକତ୍ରିତ ଦେଖା ଯାଇ ଥିଲା । ଏହା ପରେ ପ୍ରାୟତଃ ବିକି କୌଶଳ କଟରିନା କେଫଙ୍କ ଘରକୁ ଯାଉଥିବାର ନଜର ଆସିଛନ୍ତି ।

ଏହା ଛଡା କଟରିନା କେଫ ବି ବିକି କୌଶଳର ଘରକୁ ଯାଉ ଥିବାର ନଜର ଆସିଛନ୍ତି । ଏହା ଛଡା କେତେକ ଇଭେଣ୍ଟରେ ବି ଦୁଇ ଜଣ ଏକତ୍ରିତ ନଜର ଆସିଛନ୍ତି । ଶୁକ୍ରବାର ଦିନ ବିକିଙ୍କ ଫିଲ୍ମ ସରଦାର ଉଧମର ସ୍କ୍ରିନିଙ୍ଗ ରଖା ଯାଇ ଥିଲା, ଯେଉଁଠି କଟରିନା କେଫ ପହଞ୍ଚି ଥିଲେ ।

Leave a Reply

Your email address will not be published. Required fields are marked *