ଆଜିକାଲି ବ୍ୟସ୍ତ ବହୁଳ ଜୀବନରେ ଲୋକ ମାନେ ଏତେ ବ୍ୟସ୍ତ ବିବ୍ରତ ରହୁଛନ୍ତି ଯାହା ପାଇଁ ସେ ନିଜ ପାଇଁ ସମୟ ବାହାର କରିପାରୁ ନାହାନ୍ତି କି ନିଜ ପରିବାର ପାଇଁ ମଧ୍ୟ ନୁହେଁ । କାହା ଉପରେ ଅଫିସର ପ୍ରେସର ରହୁଛି ତ ଆଉ କାହା ଉପରେ ପାଠ ପଢାର ପ୍ରେସର ରହୁଛି ତ ଆଉ କାହା ପାଖରେ କ୍ଯାରିୟରକୁ ନେଇ ଚିନ୍ତା ରହୁଛି । ଏଥିପାଇଁ ଅନେକ ଲୋକ ମାନେ ମାନସିକ ଚିନ୍ତା ରେ ରହୁଛନ୍ତି । ଏଥିରୁ ମୁକ୍ତି ପାଇବା ପାଇଁ କିଛି ଲୋକ ମାନେ ଅନେକ ଅସୁବିଧାର ସମୁଖିନ୍ନ ହେଉଛନ୍ତି ।
କିଛି ଲୋକ ମାନେ ମାନସିକ ଚିନ୍ତା ରେ ରହି ରାତିରେ ଶୋଉ ନାହାନ୍ତି ଯାହା ପାଇଁ ସେମାନେ ଅନେକ ସମସ୍ଯାର ସମୁଖିନ୍ନ ହେଉଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ସହଜ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ଆପଣ ମାନେ ଚିନ୍ତାରୁ ମୁକ୍ତ ହୋଇ ରାତିରେ ଆରାମରେ ଶୋଇ ପାରିବେ ।
ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ଆବଶ୍ୟକ ରହିଛି ତେଜପତ୍ର ଯାହା ଆପଣଙ୍କୁ ଆପଣଙ୍କର ରୋଷେଇ ଘରୁ ସହଜରେ ମିଳି ପାରିବ । ତେଜପତ୍ର ର ପ୍ରଯୋଗ କରିବା ଦ୍ଵାରା ମାତ୍ର ୫ ମିନିଟ ରେ ଚିନ୍ତା ରୁ ମୁକ୍ତି ଦେଇ ପାରିବ । ଏକ ରିସର୍ଚ ରୁ ଜଣା ପଡିଛି ଯେ ତେଜପତ୍ର ର ବ୍ୟବହାର ଦ୍ଵାରା ମାନସିକ ଚିନ୍ତା ରୁ ମୁକ୍ତି ଅପାୟ ହେବ ।
ଏହା ବ୍ୟତିତ ତେଜପତ୍ର ର ବ୍ୟବହାର ଦ୍ଵାରା ଚରମ ରୋଗ ଓ ନିଶ୍ଵାସ ସମ୍ଭଧୀତ ରୋଗ ଦୂର କରିବାରେ ସହାୟକ ହୋଇଥାଏ । ଏହି କାରଣରୁ ତେଜପତ୍ର କୁ ଆରୋମା ଥେରାପି ଭାବେ ବ୍ୟବହାର କରା ଯାଇଥାଏ । ଆପଣ ଗୋଟିଏ ମାତ୍ର ତେଜପତ୍ର ନେଇ ଏହାକୁ ଏକ ପାତ୍ର ରେ ରଖି ଜଳାଇ ଦିଅନ୍ତୁ । ଏହା ପରେ ଆପଣ ନିଜ କୋଠରି ବା ରୁମ ରେ ରଖି ଦିଅନ୍ତୁ ।
ଏହା ପରେ ଆପଣ ଦେଖିବାକୁ ପାଇବେ ଯେ ରୁମ ଭିତରେ ତେଜପତ୍ର ର ଧୂଆଁ ରେ ସୁଗନ୍ଧିତ ହେବାରେ ଲାଗିବ । ଏହା ପରେ ଆପଣ ଆରମ ସେ ରୁମ ରେ ରାତି ରେ ବିନା ଚିନ୍ତା ରେ ସୟନ କରି ପାରିବେ । ତେବା ଆପଣ ମାନ ମାତ୍ର ଥରେ ଏହି ସହଜ ଓ ସରଳ ଉପାୟ ପ୍ରୟୋଗ ନିଜ ଘରେ କରନ୍ତୁ । ଏହାର ଫରକ ବା ଫାଇଦା କଣ ହେବ ତାହା ଆପଣ ମାନେ ନିଶ୍ଚିନ୍ତ ଭାବେ ଜାଣି ପାରିବେ ।
ମାତ୍ର ଗୋଟିଏ ତେଜପତ୍ର ଦ୍ଵାରା ଆପଣ ମାନେ ମାନସିକ ଚିନ୍ତା ରୁ ଉପସମ ପାଇ ପାରିବେ । ତେଜପତ୍ର ର ପ୍ରୟୋଗ ଦ୍ଵାରା ଆପଣ ଏମିତି କମାଲ ଦେଖିବାକୁ ପାଇବେ ଯେ ଆପଣ ଯେତେ ବଡ ଚିନ୍ତା ରେ ଥାଆନ୍ତୁ ନାଁ କାହିଁକି ତାହା ତୁରନ୍ତ ଦୂର ହୋଇଯିବ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।