ବଲିଉଡ ସେଲିବ୍ରେଟି Rajkumar Raoଙ୍କ ସ୍ତ୍ରୀ Patralekhaଙ୍କ ଲାଇଫ ଷ୍ଟାଇଲ, ବାୟୋଗ୍ରାଫି, ଇନକମ, ଘର ଓ ପରିବାର ବିବରଣୀ

ବଲିଉଡ ଇଣ୍ଡଷ୍ଟ୍ରିରେ ଦମଦାର ଅଭିନୟ କରି କଳାକାର ମାନେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ବଲିଉଡ ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ରିୟଲ ଲାଇଫକୁ ନେଇ ମଧ୍ୟ ଚର୍ଚ୍ଚା ରେ ରହିଥାନ୍ତି । ବିଶେଷ କରି ମ୍ୟାରେଡ କପଲ ମାନେ ବଲିଉଡରେ ଚର୍ଚ୍ଚା ରେ ରହିଥାନ୍ତି । ବଲିଉଡର ମ୍ୟାରେଡ କପଲ ମାନେ ନିଜର ପର୍ଶନାଲ ଲାଇଫ ଷ୍ଟାଇଲ, ଇନକମ, ପ୍ରେମ କାହାଣୀ, ବିବାହ ଓ ପରିବାରକୁ ନେଇ ସୋସିଆଲ ମିଡିଆରେ ଖୁବ କ୍ଝାର୍ଚ୍ଚ ରେ ରହିଥାନ୍ତି । ଆଜି ଆମେ ଆପଣ ମାନକୁ ଅଭିନେତା ରାଜକୁମାର ରାଓଙ୍କ ସ୍ତ୍ରୀ ପତ୍ରଲେଖାଙ୍କ ଲାଇଫ ଷ୍ଟାଇଲ ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ବଲିଉଡ ଅଭିନେତା ରାଜକୁମାର ରାଓଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଖୁବ କମ ସମୟରେ ବଲିଉଡରେ ନିଜର ଅଲଗା ସ୍ଥାନ ସୃଷ୍ଟି କରି ପାରିଛନ୍ତି । ତାଙ୍କ ସ୍ତ୍ରୀଙ୍କ ରିୟାଲ ନାଁ ହେଉଛି ଅନୱିତା ପଲ ହୋଇଥିବା ବେଳେ ସ୍କ୍ରିନ ନାଁ ହେଉଛି ପତ୍ରଲେଖା । ପତ୍ରଲେଖାଙ୍କ ଜନ୍ମ ୧୯୯୦ ଫେବ୍ରୁଆରି ୨୦ରେ ହୋଇଥିଲା । ସେ ତାଙ୍କର ପାଠ ପଢା ଆସାମ ଭେଲି ସ୍କୁଲରେ ଶେଷ କରିଛନ୍ତି । ଏହା ପରେ ପୁନେରେ ଅଭିନୟରେ ଡିପ୍ଲୋମା କରିଛନ୍ତି ।

ପତ୍ରଲେଖାଙ୍କ ଜନ୍ମ ମଧ୍ୟମ ପରିବାରେ ହୋଇଥିବାରୁ ତାଙ୍କର ମାତା ପିତା ଚାହୁଁଥିଲେ ସେ ପାଠ ପଢି ଆଇଏସ ହୁଅନ୍ତୁ । କିନ୍ତୁ ତାଙ୍କର ଅଭିନୟ ଓ ମଡେଲିଙ୍ଗ ପ୍ରତି ପିଲାଦିନୁ ରୁଚି ରହିଥିଲା । ସେ ପେସାରେ ଅଭିନେତ୍ରୀ ଓ ମଡ଼େଲର ଅଟନ୍ତି ।

ପତ୍ରଲେଖା ନିଜର ଅଭିନୟ କ୍ଯାରିୟର ୨୦୦୨ରେ ସିଟିଲାଇଟ ଫିଲ୍ମରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ପତ୍ରଲେଖା ରାଜକୁମାରଙ୍କ ସହ ଅଭିନୟ କରିବା ପରେ ଚର୍ଚ୍ଚାକୁ ଆସିଥିଲେ । ଏହା ପରେ ୨୦୧୬ରେ ଲାଭ ଗେମ୍ସରେ ଫିଲ୍ମରେ ଅଭିନୟ କରିଥିଲେ ମଧ୍ୟ ଖାସ ସଫଳ ହୋଇପାରିଲେ ନାହି ।

ସେ ଟେଲିଭିଜନ ଜଗତରେ ନିଜର ଅଭିନୟ ଯାଦୁ ଦେଖାଇଛନ୍ତି । ସେ ବଲିଉଡରେ ଯେଉଁ ହିଟ ଫିଲ୍ମ ଦେଇଛନ୍ତି ସେଗୁଡିକ ହେଲା ଚେସ, ବଦନାମ ଗଳି, ଫରବିଡେନ ଲାଭ ଇତ୍ୟାଦି । ତାଙ୍କୁ ଅନେକ ସାରା ଆୱାର୍ଡ ମଧ୍ୟ ମିଳି ସାରିଛି ।

ସେ ଗତ କିଛି ଦିନ ତଳେ ରାଜ୍କୁମାରଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ତାଙ୍କ ପରିବାରରେ ବାପା ମାଙ୍କ ବ୍ଯତୀତ ଭାଇ ଭଉଣୀ ମଧ୍ୟ ଅଛନ୍ତି । ସେ ଗୋଟେ ଫିଲ୍ମ କରିବା ପାଇଁ ୨କୋଟି ଟଙ୍କା ଚାର୍ଜ କରିଥାନ୍ତି । ସେ କିଛି ଇନଭେଷ୍ଟମେଣ୍ଟ ମଧ୍ୟ କରିଛନ୍ତି ଯେଉଁଥିରେ ଭଲ ଇନକମ ହୋଇଥାଏ ।

ତାଙ୍କର ସମୁଦାୟ ସମ୍ପତି ହେଉଛି ୧୦କୋଟି ଟଙ୍କା । ସେ ରାଜକୁମାରଙ୍କ ସହ ମୁମ୍ବାଇର ଓବରଏରେ ସ୍ପିଂସରେ ଏକ ବିଶାଳକାୟ ଆପାର୍ଟମେଣ୍ଟରେ ରୁହନ୍ତି । ଯାହାର ମୂଲ୍ୟ ରହିଛି ୨୫ କୋଟି ଟଙ୍କା । ପତ୍ରଲେଖା ରାଜକୁମାରଙ୍କ ସ୍ତ୍ରୀ ହୋଇ ଥିବାରୁ ତାଙ୍କର କାର ବ୍ୟବହାର କରିଥାନ୍ତି ଯାହାର ନାଁ ରହିଛି Audi Q7 ଯାହାର ମୂଲ୍ୟ ରହିଛି ୮୦ କୋଟି ଟଙ୍କା ।

ବନ୍ଧୁଗଣ ଆପଣ ମାନଙ୍କୁ ପତ୍ରଲେଖାଙ୍କ ଲାଇଫ ଷ୍ଟାଇଲ ଓ ବାୟୋଗ୍ରାଫି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *