ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ କହିଦିଅନ୍ତୁ ଏହି 2ଟି ଶବ୍ଦ – ଜୀବନରେ କେବେ ଧନର ଅଭାବ ହେବନି- Sri Krishna

ମାନବ ଜୀବନ ଭଗବାନଙ୍କ ବରଦାନ ହୋଇଥାଏ । ତାଙ୍କ କୃପାରୁ ମଣିଷ ଜୀବନରେ ଅନେକ ଉତ୍ଥାପନ ପତନ ହୋଇଥାଏ । ଭଗବାନଙ୍କ ଜରିଆରେ କିଛି ସଂକେତ ମିଳିଥାଏଆ ଯାହା ଦ୍ଵାରା କିଛି ଶୁଭ ଓ ଅଶୁଭ ହେବାର ସଙ୍କେତ ହୋଇଥାଏ । ଯଦି ସଚ୍ଚା ମନରେ କାମ କରାଯାଏ ତେବେ ନିଶ୍ଚିନ୍ତ ଭାବେ ସେଥିରେ ସଫଳ ମିଳିଥାଏ । ଆଜି ଆମେ ଆପଣ ମାନଙ୍କୁ ଦୁଇଟି ଶବ୍ଦ ବିଷୟରେ କହିବାକୁ ଯାଉଛି ଯାହା ଦ୍ଵାରା ଧନ ଜନିତ ସମସ୍ଯା ଦୂର ହେବା ସହ ଆପଣଙ୍କର ଦୁଖ ଦରିଦ୍ରତା ଦୂର ହୋଇଯିବ ।

ପ୍ରଥମ ଶବ୍ଦ ଟି ହେଉଛି ଶ୍ରୀକୃଷ୍ଣ । ମାନ୍ୟତା ରହିଛି ଯେ ଭଗବାନ କୃଷ୍ଣଙ୍କ ନାମ ଜପ କରିଲେ ମଣିଷ ମନରେ ଶାନ୍ତି ଭାବ ସୃଷ୍ଟି ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଭଗବାନ କୃଷ୍ଣଙ୍କ ନାମ ଜପ କରିଲେ ମଣିଷ ଜୀବନରେ ଚାଲିଥିବା ସବୁ ଦୁଖ କଷ୍ଟର ମଧ୍ୟ ନିବାରଣ ହୋଇଥାଏ ।

କୁହାଯାଏ କି କୃଶନ ନାମରେ ସମଗ୍ର ବ୍ରମ୍ହାଣ୍ଡ ତିଷ୍ଠି ରହିଛି । ଏହି ନାମକୁ ପ୍ରତି ଦିନ ରାତିରେ ଶୋଇବା ପୂର୍ବ ରୁ ୧୦୮ ଥର ଜପ କରିବା ଦ୍ଵାରା ମଣିଷ ଜୀବନର ସବୁ ମନସ୍କାମନା ପୂରଣ ହୋଇଯିବ । କାରଣ ଭଗବାନ କୃଷ୍ଣ ଭଗବାନ ବିଶୁଣୁଙ୍କର ଅଷ୍ଟମ ଅବତାର ଅଟନ୍ତି ବୋଲି କୁହାଯାଏ ।

ଏହି ନାମ ସ୍ମରଣ କରିବା ମାତ୍ରେ ବ୍ୟକ୍ତିର ସବୁ ଦୁଖ ଅଭାବ ଦୂର ହୋଇଥାଏ । ଯଦି ଆପଣଙ୍କ ଜୀବନରେ ଧାନ ଜନିତ କୌଣସି ସମସ୍ଯା ରହିଛି ବା ସର୍ବଦା ଧନର ଅଭାବ ହେଉଛି ତେବେ ଏହି ଗୋଟିଏ ମନ୍ତ୍ର ଜପ କରିଲେ ଧନର ଅଭାବ ରହିବ ନାହି ।

ସେହି ମୂଳ ମନ୍ତ୍ର ଟି ହେଉଛି ଗୋ ବଲ୍ଲଭାୟ ସ୍ଵାହା । ମାତ୍ର ଦୁଇଟି ଶବ୍ଦ ରେ ତିଆରି ଏହି ମନ୍ତ୍ର ର ଜପ କରିଲେ ଆପଣଙ୍କ ଜୀବନରେ ଅପାର ଧନ ସମ୍ପତି ର ଭଣ୍ଡାର ପୁରୀ ଉଠିବ । ଏହି ମନ୍ତ୍ର ଋ ଜପ କରିବା ସମୟରେ ଧ୍ୟାନ ରଖିବେ ଯେ ଯେମିତି ଏହାର ଭୁଲ ଉଚ୍ଚାରଣ ନ ହୁଏ ।

ଯଦି ଏପରି ହୁଏ ତେବେ ଆପଣଙ୍କୁ କୌଣସି ଶୁଭ ଫଳ ପ୍ରାପ୍ତ ହେବ ନାହି । ଏହି ମନ୍ତ୍ର କୁ ଆପଣ ପ୍ରତି ଦିନ ରାତିରେ ଶୋଇବା ପୂର୍ବ ରୁ ଜପ କରନ୍ତୁ । ଏହା ଦ୍ଵାରା ଧନର ବର୍ଷା ହେବା ସହ ଆପଣଙ୍କ ଗୃହ ରେ ସୁଖ ସମୃଦ୍ଧିର ଆଗମନ ହେବ । ଭଗବାନ କୃଷ୍ଣ ହେଉଛନ୍ତି ଏ ସୃଷ୍ଟିର ପାଳନ କର୍ତ୍ତା । ତାଙ୍କର କୃପା ଲାଭ ହେଲେ ବ୍ୟକ୍ତି ଜୀବନରେ ଦୁଖର ଦିନ ଶେଷ ସୁଖର ଦିନ ଆସିଥାଏ ।

ଏହା ସହ ପ୍ରତି ଦିନ ଭଗବାନ କୃଷ୍ଣଙ୍କ ପୂଜା ପାଠ ଭକ୍ତିର ସହ କରିଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ତେଣୁ ଏହି ଦୁଇଟି ସହଜୟ ସରଳ ମନ୍ତ୍ର ଜପ କରିବା ଦ୍ଵାରା ଆପଣଙ୍କ ଜୀବନରେ ବହୁତ ବଡ ସଫଳତା ଦେଖାଯିବା ସହ ଧନର ଅଭାବ ରହିବ ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *