ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ, ମଜାଦାର, ରହସ୍ୟମୟୀ, କୌତୁକ ପୂର୍ଣ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । କହିବାକୁ ଗଲେ ଆଜି କାଲି ସବୁବେଳେ ନିଜରକୁ ଅପଡେଟ ରଖିବା ଉଚିତ । ସାଧାରଣ ଜ୍ଞାନ ପ୍ରଶ୍ନ ଉତ୍ତର ଆମ ସମସ୍ତଙ୍କ ପାଇଁ ବହୁତ ଜରୁରୀ ହୋଇଥାଏ । ବହୁତ ସରକାରୀ, ବେସରକାରୀ ପରୀକ୍ଷା ତଥା IAS, IPS , OAS ଇତ୍ୟାଦିର ଇଣ୍ଟରଭିୟୁ ଓ ପରୀକ୍ଷାରେ ଏହି ପ୍ରଶ୍ନ ଗୁଡିକ ପଚରା ଯାଇଥାଏ । ତେବେ ଆସନ୍ତୁ ଜାଣିବା ।
ପ୍ରଶ୍ନ – ମୁମ୍ବାଇ ତାଜ ହୋଟେଲର ମାଲିକ କିଏ ?
ଉତ୍ତର – ଜମଶେଦଜୀ ଟାଟା
ପ୍ରଶ୍ନ – ଦୁନିଆରେ ସବୁଠୁ ଅଧିକ ବିଦ୍ୟାଳୟ କେଉଁ ଦେଶରେ ଅଛି ?
ଉତ୍ତର – ଭାରତ ଦେଶରେ
ପ୍ରଶ୍ନ – ଭାରତର ଦେଶ କୋଡ ଓ କ୍ଷେତ୍ର କୋଡ କଣ ଅଟେ ?
ଉତ୍ତର – +୯୧
ପ୍ରଶ୍ନ – ବରଫରେ ତିଆରି ହୋଇଥିବା ଘରକୁ କଣ କୁହନ୍ତି ?
ଉତ୍ତର – ଇଗଲୁ
ପ୍ରଶ୍ନ – ଭାରତର ସବୁଠୁ ଧନୀ ରାଜ୍ୟ କିଏ ?
ଉତ୍ତର – ମହାରାଷ୍ଟ୍ର
ପ୍ରଶ୍ନ – ୩ ଜଣ ବ୍ୟକ୍ତି ନଦୀରେ ଗାଧୋଇବାକୁ ଯାଉଛନ୍ତି, ଯେତେବେଳେ ସେମାନେ ବାହାରକୁ ଆସିଲେ ତେବେ ୨ ଜଣଙ୍କ ଚୁଟି ଓଦା ଥିଲା, ତୃତୀୟ ବ୍ୟକ୍ତିର ନ ଥିଲା, ଚିନ୍ତା କରନ୍ତୁ କେମିତି ?
ଉତ୍ତର – ତୃତୀୟ ବ୍ୟକ୍ତି ମୁଣ୍ଡରେ ଚୁଟି ନ ଥିଲା ସେଥିପାଇଁ
ପ୍ରଶ୍ନ – କେଉଁ ଫଳ ଖାଇବା ଦ୍ଵାରା ଉଚ୍ଚତା ବଢିଥାଏ ?
ଉତ୍ତର – Citrus Fruit
ପ୍ରଶ୍ନ – ଦୁନିଆର ସବୁଠୁ ଲମ୍ବା ଘାସ କେଉଁଠି ମିଳିଥାଏ ?
ଉତ୍ତର – ବାଂସ
ପ୍ରଶ୍ନ – କେଉଁ ପଶୁ ସବୁଠୁ ଅଧିକ ରାଗିଥାଏ ?
ଉତ୍ତର – ସିଂହ
ପ୍ରଶ୍ନ – ଦୁନିଆର ସବୁଠୁ ମହଙ୍ଗା ଚାର ନାଁ କଣ ?
ଉତ୍ତର – The Hong Pao Tea
ପ୍ରଶ୍ନ – ଦୁନିଆର କେଉଁ ଦେଶରେ ସବୁଠୁ ଅଧିକ ଶୁଦ୍ଧ ପାଣି ମିଳିଥାଏ ?
ଉତ୍ତର – ଡେନମାର୍କ
ପ୍ରଶ୍ନ – କେଉଁ ଭାରତୀୟ ବ୍ୟାଙ୍କର ସବୁଠୁ ଅଧିକ ଶାଖା ଅଛି ?
ଉତ୍ତର – ଭାରତୀୟ ସ୍ଟେଟ ବ୍ୟାଙ୍କ
ପ୍ରଶ୍ନ – କେଉଁ ଖାଦ୍ୟକୁ ଖାଇବା ପୂର୍ବରୁ ତାକୁ ଭଙ୍ଗା ଯାଇଥାଏ ?
ଉତ୍ତର – ଅଣ୍ଡା ଓ ନଡିଆ
ପ୍ରଶ୍ନ – ତାହା କଣ ଅଟେ, ଯାହା ଆପଣଙ୍କ ସହିତ ସବୁବେଳେ ରହିଥାଏ, କିନ୍ତୁ ଧରି ହୁଏ ନାହିଁ, ଯେଉଁଠି ଯାଆନ୍ତି ସେଠି ପିଛା କରିଥାଏ ?
ଉତ୍ତର – ଆପଣଙ୍କର ଛାଇ
ପ୍ରଶ୍ନ – ଛଠ ପର୍ବ କେଉଁ ରାଜ୍ୟରେ ପାଳନ କରାଯାଏ ?
ଉତ୍ତର – ବିହାର
ପ୍ରଶ୍ନ – କେଉଁ ଦେଶରେ ମାଛର ବର୍ଷା ହୋଇଥାଏ ?
ଉତ୍ତର – ହେଦୁରସ ଦେଶରେ
ପ୍ରଶ୍ନ – ଗାଡିର ଚକର ଆବିଷ୍କାର କେଉଁ ସମୟରେ ହୋଇଥିଲା ?
ଉତ୍ତର – ନବପାଷାଣ କାଳରେ
ପ୍ରଶ୍ନ – ଉଡାଜାହାଜରେ ଫୋନରେ କଣ ନ କରିବା ଉପରେ ଲକ୍ଷ ଲକ୍ଷ ଟଙ୍କା ଜୁର୍ମନା ଲାଗି ପାରେ ?
ଉତ୍ତର – ଫ୍ଲାଇଟ ମୋଡ
ପ୍ରଶ୍ନ – ତାହା କଣ ଅଟେ ଯାହା ମାସକୁ ୪ -୫ ଥର ଆସିଥାଏ ଓ ୨୪ ଘଣ୍ଟା ପୁରା ହେବା ପରେ ଚାଲିଯାଏ ?
ଉତ୍ତର – ସପ୍ତାହ ର ଦିନ (ନାଁ)