ନମସ୍କାର ବନ୍ଧୁଗଣ । ୧୬ କୋଟି ଟଙ୍କାର ଦାମୀ ଇଂ-ଜେ-କ-ସ-ନ ନେଲେ ବଞ୍ଚିବା ଏହି କୁନୁ ପୁଅର ଜୀବନ । ଅର୍ଥ ଅଭାବରୁ ବ-ନ୍ଧା ପଡିଛି କୁନି ପୁଅର ଜୀବନ । କେତେବେଳେ ହସୁଛି ତ କେତେବେଳେ ଯ-ନ୍ତ୍ର-ଣା-ରେ- ଛଟପଟ ହେଉଛି କୁନି ପୁଅ । ଏଭଳି ଦୁଖଦାୟକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ସଦରମହକୁମା ଫୁଲବାଣୀ ଠାରୁ ୧୦କିମି ଦୂରରେ ଥିବା ଆମ୍ବାପଡା ଛକର ନିବାସୀ କୁଳମଣି ରଣା ଓ ତମଲିଶା ଦାସ ଯାହାର ଦେଢ ବର୍ଷର ପୁଅ ରାଜବିର ରଣାର ଜୀବନ ବର୍ତ୍ତମାନ ବାଜିରେ ଲାଗିଛି ।
ରାଜବିର ଏସଏମଏ ରୋଗରେ ଆ-କ୍ରା-ନ୍ତ ବୋଲି ଡାକ୍ତର କହୁଛନ୍ତି । ମାତ୍ର ଦେଢ ବର୍ଷର ରାଜବିରଙ୍କୁ ବଞ୍ଚାଇବା ପାଇଁ ୧୬କୋଟି ଟଙ୍କାର ଇଜକେସନ ଲାଗିବ । ନିଜ ପୁଅକୁ ରକ୍ଷା କରିବା ପାଇଁ ରାଜବିରଙ୍କ ବାପା ମା ଓ କିଛି ସ୍ଵେଛାସେବି ଟଙ୍କା ଯୋଗାଡ କରିବା ପାଇଁ କ୍ୟାମ୍ପ ଆରମ୍ଭ କରିଛନ୍ତି । ଏବଳି ଏକ ଭ-ୟ-ଙ୍କ-ର ରୋଗରେ ପୁଅ ପୀଡିତ ହୋଇଥିବା କଥା ବାପା ମା ପ୍ରାୟ ୪୫ ଦିନ ପୂର୍ବେ ଜାଣିବାକୁ ପାଇଥିଲେ । ରାଜବିରଙ୍କ ଦେହ ଅଧିକ ବି-ଗି-ଡି ଯିବାରୁ ତାଙ୍କୁ ବ୍ଯାଂଲୋର ଯାଇଥିଲେ ।
ବର୍ତ୍ତମାନ ବ୍ୟାଙ୍ଗାଲୋରର ହ୍ୟାଭିଲରେ ଥିବା ବାର୍ତ୍ତିସ୍ତ ହସପିଟାଲରେ ରାଜବିର ଚିକିତ୍ସିତ ହେଉଛନ୍ତି । ଯଦି ଏସେମଏ ରୋଗରୁ ମୁକ୍ତି ପାଇବା ପାଇଁ ରାଜବିରଙ୍କୁ ଇଞ୍ଜେକସନ ନ ଦିଆଯାଏ ତେବେ ତାର ଜୀବନ ପ୍ରତି ବି-ପ-ଦ ରହିଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି ।
ଏହି ଇଂଜେକସନର ମୂଲ୍ୟ ହେଉଛି ୧୬କୋଟି ଟଙ୍କା ଯାହା ବି-ଦେ-ଶ-ରୁ ମଗାଯିବ । ରାଜବିରଙ୍କ ବାପା କୁଳମଣି କିଛି ଦିନ ପୂର୍ବରୁ ଡେଲିଭରି ବଏ ଭାବେ କାମ କରୁଥିଲେ ମଧ୍ୟ ପୁଅର ଚିକିତ୍ସା ପାଇଁ ବ୍ୟସ୍ତ ରହୁ ଥିବାରୁ ସେ ଚାକିରି ଛାଡି ଦେଇଛନ୍ତି । ରାଜବିରଙ୍କ ପାଇଁ ଏତେ ମୋଟା ରକମର ଟଙ୍କା ଯୋଗାଡ କରିବା ତାଙ୍କ ବାପା ମାଙ୍କ ପାଇଁ ଦିବାସ୍ଵପ୍ନ ହୋଇ ପଡିଛି ।
ଏଥିପାଇଁ ରାଜବିରଙ୍କ ବାପା ମା ଗାମ ମାଧ୍ୟମ ଜରିଆରେ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ବଡ ବଡ ସେଲିବ୍ରେଟି ମାନଙ୍କୁ ଅର୍ଥ ଦାନ କରିବାକୁ ଅନୁରୋଧ କରିଛନ୍ତି । ଏମିତିକି ସାଧାରଣ ଜନତାଙ୍କୁ ମଧ୍ୟ ସାମର୍ଥ୍ୟ ଅନୁସାରେ ଟଙ୍କା ଅନୁଦାନ କରିବାକୁ ନିବେଦନ କରିଛନ୍ତି ରାଜବିରଙ୍କ ବାପା ଓ ମା । ପୁରା ରାଜ୍ୟବାସୀଙ୍କୁ କିଛି ଆର୍ଥିକ ସାହାଜ୍ଯ କରିବା ପାଇଁ କାନ୍ଦି କାନ୍ଦି କରି ଅନୁରୋଧ କରିଛନ୍ତି ରାଜବିରଙ୍କ ବାପା ଓ ମା ।
ରାଜବିର କେବଳ ତାଙ୍କର ପୁଅ ନୁହେଁ ବରଂ ଓଡିଶାର ପୁଅ ବୋଲି କୁଳମଣି କହିଛନ୍ତି । ଅସହାୟ ମା ବାପାଙ୍କ ପୁଅ ରାଜବିରଙ୍କ ଜୀବନ ରକ୍ଷା ପାଇଁ ସମସ୍ତେ ଆଗେଇ ଆସିବା ପାଇଁ ନିବେଦନ କରିଛନ୍ତି । ଏଥିପାଇଁ ଆମେ ମାନେ ସମସ୍ତେ ରାଜବିରଙ୍କ ଚିକିତ୍ସା ପାଇଁ ଅର୍ଥ ଦାନ କରିବା ଉଚିତ । ଆଶା କରୁଛୁ ରାଜବିର ବହୁତ ଜଲ୍ଦି ଠିକ ହୋଇ ଯାଆନ୍ତୁ ।
ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।