ବାଂଲାଦେଶୀ କଏଦୀ ରଗଡି ଜେଲ ବାରାକରେ ନଜର ବନ୍ଦୀ, ନିଜ ଦେଶକୁ ଯିବାକୁ ଆକୁଳ…. ଦେଖନ୍ତୁ Video କଣ କହୁଛନ୍ତି

ଆଜି ଆମେ ଆପଣଙ୍କୁ ଜଣେ ବାଂଲାଦେଶୀଙ୍କ ବିଷୟରେ କହିବୁ । ଯିଏକି ବର୍ତ୍ତମାନ କ-ଏ-ଦୀ ରୂପରେ ଜେ-ଲ-ରେ ନିଜର ଜୀବନ କା-ଟୁ-ଛ-ନ୍ତି । ପ୍ରଥମେ ସେ ବାଂଲାଦେଶରୁ ଭାରତକୁ ଆସିଲେ ଓ ପ୍ରଥମେ ଭାରତର ମୁମ୍ବାଇ ସହରକୁ ଗଲେ ଓ ପରେ ଯାଜପୁରକୁ ଆସିଗଲେ । କିନ୍ତୁ ଏବେ ବହୁତ ବର୍ଷ ହେବ ଜେ-ଲ-ରେ ରହୁଛନ୍ତି । କହିବାକୁ ଗଲେ ଏହା ଥିଲା ଜଣେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବ-ନ୍ଦୀ ଜୀବନ ।

ଏହି କ-ଏ-ଦୀ ଜଣକ ଯାହାର ନାଁ ସକିଲ ଅହମଦ । ସେ ନିଜର ଜୀବିକା ଉପାର୍ଜନ କରିବା ପାଇଁ ସେ ବାଂଲାଦେଶର ନିରିପୂର ଜିଲ୍ଲା ଦାରୁସଲାମ ଅଞ୍ଚଳରୁ ମୁମ୍ବାଇ ଆସିଥିଲେ ।

ରୋଜଗାର ପାଇଁ ଭାରତ ଆସି ମୁମ୍ବାଇ ଓ ଦିଲ୍ଲୀ ଭଳି ସହର ବୁଲି ବୁଲି ଶେଷରେ ଯାଜପୁର ଜିଲ୍ଲାର ପାଣିକୋଇଲି ଜିଲ୍ଲାରେ ପହଞ୍ଚି ଥିଲେ । କିନ୍ତୁ ତାଙ୍କ ପାଖରେ ପାସପୋର୍ଟ ନ ଥିଲା ଏମିତିରେ ତାଙ୍କୁ ପୋ-ଲି-ସ ଧରି ଜେ-ଲ ପଠାଇ ଦେଇ ଥିଲେ । ପାସପୋର୍ଟ ଆ-କ୍ଟ ଆ-ଇ-ନ-ରେ ଧ-ରା ପଡି ଯାଜପୁର କୋ-ର୍ଟ-ର ଜେ-ଲ-ରେ ୩ ବର୍ଷ ଜେ-ଲ ଦ-ଣ୍ଡ ଭୋଗିବା ପରେ ବର୍ତ୍ତମାନ ଦୁଇ ବର୍ଷ ହେବ ରଗଡି ଜେ-ଲ-ରେ ସୁରକ୍ଷା କର୍ମୀଙ୍କ ନଜର ବ-ନ୍ଦୀ କ-ଏ-ଦୀ ରୂପରେ ଅଛନ୍ତି ।

ସକିଲ ଅହମଦଙ୍କ ଅନୁସାରେ ସେ ତାଙ୍କ ପିତାଙ୍କର ଗୋଟିଏ ମାତ୍ର ପୁଅ । ସେଥିପାଇଁ ତାଙ୍କର ପୁରା ପରିବାର ଦାୟିତ୍ଵ ତାଙ୍କ ଉପରେ । କିନ୍ତୁ ଏତେ ବର୍ଷ ଜେ-ଲ ଦ-ଣ୍ଡ ଭୋଗିବା ସତ୍ବେ ବି ତାଙ୍କୁ ଫେରିବାର କୌଣସି ରାସ୍ତା ନାହିଁ । ଜେ-ଲ-ରୁ ବାହାରି ଘରକୁ ଯିବା ପାଇଁ ସେ ଚାହୁଁଛନ୍ତି ଓ ସରକାର ଯଦି ତାଙ୍କର ଭିଜା ଓ ପାସପୋର୍ଟର ବ୍ୟବସ୍ଥା କରି ଦେବେ ତେବେ ସେ ନିଜ ଘରକୁ ଫେରିଯିବେ ବୋଲି କହୁଛନ୍ତି ।

ପ୍ରଥମେ ସକିଲ ଅହମଦ ମିଡିଆ ସାମ୍ନାରେ କଥାବାର୍ତ୍ତା ହେବା ପାଇଁ ମନା କରୁଥିଲେ କିନ୍ତୁ ପରେ ରାଜି ହୋଇଗଲେ । ସକିଲ ଅହମଦଙ୍କ କହିବା ଅଟେ କି ଯଦି ଏମାନେ ଟଙ୍କା ମାଗିବେ ତେବେ ଆମେ ଟଙ୍କା ଦବୁ । ମୋତେ କେବଳ ବ-ର୍ଡ-ର ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । କୋର୍ଟ ତରଫରୁ କାଗଜ ପତ୍ର ମିଳିସାରିଛି କି ମୋତେ ଛାଡି ଦେବା ପାଇଁ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବି ସୂଚନା ଆସି ନାହିଁ । ସେମାନେ କହୁଛନ୍ତି କି ଭାରତ ସରକାର ତୁମକୁ ଭିଜା ଓ ପାସପୋର୍ଟ ଦେବେ ତେବେ ଯାଇ ତୁମେ ଯାଇ ପାରିବ । ସେହି ସମୟ ପର୍ଯ୍ୟନ୍ତ ତୁମେ ଏଠି ରହିବ ।

Leave a Reply

Your email address will not be published. Required fields are marked *