ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।
୧- ଏମିତି କଣ ଜିନିଷ ଅଛି ଯାହା କେବେ ଚୋରୀ ହୁଏ ନାହି ?
ଉତ୍ତର- ଜ୍ଞାନ
୨- କେଉଁ ଦେଶରେ ବିଲେଇକୁ ହତ୍ୟା କରି ଦେଲେ ମୃତ୍ୟୁ ଦଣ୍ଡ ମିଳିଥାଏ ?
ଉତ୍ତର- ମିସ୍ତ୍ର
୩- କେଉଁ ଦେଶରେ ୧ ଟଙ୍କାରେ ୧ ଲିଟର ପେଟ୍ରୋଲ ମିଳିଥାଏ ?
ଉତ୍ତର- ଘନା
୪- ଭାରତର କେଉଁ ରାଜ୍ୟରେ ୨୦୦୦ ଟଙ୍କା ନୋଟ ଚେଳ ନାହି ?
ଉତ୍ତର- ବିହାରର ମିରାଠୀ ଗାଁରେ
୫- କେଉଁ ଦେଶରେ ଅଧିକ ଅସ୍ତ୍ର ରହିଛି ?
ଉତ୍ତର- ଇରାନ
୬- ଭାରତର ଯୁବା ପ୍ରଧାନମନ୍ତ୍ରୀଙ୍କ ନାମ କଣ ?
ଉତ୍ତର- ରାଜୀବ ଗାନ୍ଧୀ
୭- କେଉଁ ଜଙ୍ଗଲି ପଶୁର ଶରୀରରେ ଅଧିକ ରକ୍ତ ଥାଏ ?
ଉତ୍ତର- ହାତୀ
୮- ଦୁନିଆର ସବୁଠାରୁ ବଡ ଗାଁ ର ନାମ କଣ ?
ଉତ୍ତର- ଗହମର
୯- କେଉଁ ଦେଶର ଲୋକେ ଷଣ୍ଢ ସହ ଲଢେଇ କରିଥାନ୍ତି ?
ଉତ୍ତର- ସ୍ପେନ
୧୦- ଭାରତରେ ପ୍ରଥମେ ଟ୍ୟାକ୍ସି ସେବା କେଉଁ ସହରରେ ହୋଇଥିଲା ?
ଉତ୍ତର- ବ୍ଯାଂଲୋର
୧୧- ମୋଟର କାରର ଆବିଷ୍କାର କିଏ କରିଥିଲେ ?
ଉତ୍ତର- କୋଲ ବେଚ
୧୨- ନେତା ଲୋକେ ଧଳା କପଡା କାହିଁକି ପିନ୍ଧିଥାନ୍ତି ?
ଉତ୍ତର- କାରଣ ଶାନ୍ତିର ପ୍ରତୀକ ମାନାଯାଏ
୧୩- ହିନ୍ଦୀ କହୁଥିବା ରୋବୋଟର ନାମ କଣ ?
ଉତ୍ତର- ରେସମା
୧୪- ଗାଡିର ଚକର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?
ଉତ୍ତର- ଇରାକ
୧୫- ଫେସବୁକ କେଉଁ ଦେଶର କମ୍ପାନୀ ଅଟେ ?
ଉତ୍ତର- ଆମେରିକା
୧୬- ସବୁଠାରୁ ଅଧିକ ଇମୋଶନ କେଉଁ ପଶୁ ଅଟେ ?
ଉତ୍ତର- ହାତୀ
୧୭- ପୃଥିବୀର ସବୁଠାରୁ ଶକ୍ତିଶାଳୀ ପଶୁର ନାମ କଣ ?
ଉତ୍ତର- ବେଲଜିୟନ ବେଲୁ
୧୮- ଭାରତର କେଉଁ ଜାତି ଇଂରେଜ ମାନଙ୍କର ଗୁଲାମ ହୋଇନ ଥିଲେ ?
ଉତ୍ତର- ଗୋଆ
୧୯- ଇଜରାଇଲ ଦେଶରେ ଲୋକେ କେଉଁ ଦେଶକୁ ଯାଇ ପାରିବେ ନାହି ?
ଉତ୍ତର- ଉତ୍ତର କୋରିୟା
୨୦- ଦୁନିଆର ସବୁଠାରୁ ବୁଦ୍ଧିମାନ ପକ୍ଷୀର ନାମ କଣ ?
ଉତ୍ତର- ଆଫ୍ରିକାନ ଗ୍ରେ ପ୍ୟାରଟ
୨୧- ସୂର୍ଯ୍ୟ ଅସ୍ତ ପରେ କଣ ପାଇଁ ଝାଡୁ ଲଗାଯାଏ ନାହି ?
ଉତ୍ତର- ଅଶୁଭ ହୋଇଥାଏ
୨୨- କେଉଁ ଦେଶର ଲୋକ ଅଜୋଧ୍ୟାକୁ ନିଜର ନାନିହାଲ ମାନିଥାନ୍ତି ?
ଉତ୍ତର- ଉତ୍ତର କୋରିୟା
୨୩- ସବୁଠାରୁ ଅଧିକ ଅଣ୍ଡା ବିଶ୍ଵର କେଉଁ ପକ୍ଷୀ ଦେଇଥାଏ ?
ଉତ୍ତର- ଫିଲୁ
୨୪- କେଉଁ ଦେଶର ଲୋକେ ୧୫କୋଟିର ଚାହା ଗୋଟିଏ ଦିନରେ ପିଇଥାନ୍ତି ?
ଉତ୍ତର- ଇଂଲଣ୍ଡ
୨୫- ପ୍ୟାନ କାର୍ଡରେ ମହିଳାଙ୍କ ନାମ ସହ କାହା ନାମ ଆସିଥାଏ ?
ଉତ୍ତର- ପିତାଙ୍କ ନାମ
୨୬- ବୀୟର ପିଇବାରେ କଣ ଫାଇଦା ହୋଇଥାଏ ?
ଉତ୍ତର- କ୍ୟାନ୍ସର କମ ହୋଇଥାଏ
୨୭- ୩ଟି ଅମୃତଭଣ୍ଡାକୁ ନ କାଟି କେମିତି ୮ ଜଣ ଲୋକଙ୍କ ମଧ୍ୟରେ ସମାନ ଭାବେ ବଣ୍ଟନ କରି ହେବ ?
ଉତ୍ତର- ଜୁସ ବା ସେକ କରି
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।