Interesting Gk Questions – ଏମିତି କଣ ଜିନିଷ ଅଛି ଯାହା କେବେ ଚୋରୀ ହୁଏ ନାହି ?

ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ଏମିତି କଣ ଜିନିଷ ଅଛି ଯାହା କେବେ ଚୋରୀ ହୁଏ ନାହି ?

ଉତ୍ତର- ଜ୍ଞାନ

୨- କେଉଁ ଦେଶରେ ବିଲେଇକୁ ହତ୍ୟା କରି ଦେଲେ ମୃତ୍ୟୁ ଦଣ୍ଡ ମିଳିଥାଏ ?

ଉତ୍ତର- ମିସ୍ତ୍ର

୩- କେଉଁ ଦେଶରେ ୧ ଟଙ୍କାରେ ୧ ଲିଟର ପେଟ୍ରୋଲ ମିଳିଥାଏ ?

ଉତ୍ତର- ଘନା

୪- ଭାରତର କେଉଁ ରାଜ୍ୟରେ ୨୦୦୦ ଟଙ୍କା ନୋଟ ଚେଳ ନାହି ?

ଉତ୍ତର- ବିହାରର ମିରାଠୀ ଗାଁରେ

୫- କେଉଁ ଦେଶରେ ଅଧିକ ଅସ୍ତ୍ର ରହିଛି ?

ଉତ୍ତର- ଇରାନ

୬- ଭାରତର ଯୁବା ପ୍ରଧାନମନ୍ତ୍ରୀଙ୍କ ନାମ କଣ ?

ଉତ୍ତର- ରାଜୀବ ଗାନ୍ଧୀ

୭- କେଉଁ ଜଙ୍ଗଲି ପଶୁର ଶରୀରରେ ଅଧିକ ରକ୍ତ ଥାଏ ?

ଉତ୍ତର- ହାତୀ

୮- ଦୁନିଆର ସବୁଠାରୁ ବଡ ଗାଁ ର ନାମ କଣ ?

ଉତ୍ତର- ଗହମର

୯- କେଉଁ ଦେଶର ଲୋକେ ଷଣ୍ଢ ସହ ଲଢେଇ କରିଥାନ୍ତି ?

ଉତ୍ତର- ସ୍ପେନ

୧୦- ଭାରତରେ ପ୍ରଥମେ ଟ୍ୟାକ୍ସି ସେବା କେଉଁ ସହରରେ ହୋଇଥିଲା ?

ଉତ୍ତର- ବ୍ଯାଂଲୋର

୧୧- ମୋଟର କାରର ଆବିଷ୍କାର କିଏ କରିଥିଲେ ?

ଉତ୍ତର- କୋଲ ବେଚ

୧୨- ନେତା ଲୋକେ ଧଳା କପଡା କାହିଁକି ପିନ୍ଧିଥାନ୍ତି ?

ଉତ୍ତର- କାରଣ ଶାନ୍ତିର ପ୍ରତୀକ ମାନାଯାଏ

୧୩- ହିନ୍ଦୀ କହୁଥିବା ରୋବୋଟର ନାମ କଣ ?

ଉତ୍ତର- ରେସମା

୧୪- ଗାଡିର ଚକର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଇରାକ

୧୫- ଫେସବୁକ କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର- ଆମେରିକା

୧୬- ସବୁଠାରୁ ଅଧିକ ଇମୋଶନ କେଉଁ ପଶୁ ଅଟେ ?

ଉତ୍ତର- ହାତୀ

୧୭- ପୃଥିବୀର ସବୁଠାରୁ ଶକ୍ତିଶାଳୀ ପଶୁର ନାମ କଣ ?

ଉତ୍ତର- ବେଲଜିୟନ ବେଲୁ

୧୮- ଭାରତର କେଉଁ ଜାତି ଇଂରେଜ ମାନଙ୍କର ଗୁଲାମ ହୋଇନ ଥିଲେ ?

ଉତ୍ତର- ଗୋଆ

୧୯- ଇଜରାଇଲ ଦେଶରେ ଲୋକେ କେଉଁ ଦେଶକୁ ଯାଇ ପାରିବେ ନାହି ?

ଉତ୍ତର- ଉତ୍ତର କୋରିୟା

୨୦- ଦୁନିଆର ସବୁଠାରୁ ବୁଦ୍ଧିମାନ ପକ୍ଷୀର ନାମ କଣ ?

ଉତ୍ତର- ଆଫ୍ରିକାନ ଗ୍ରେ ପ୍ୟାରଟ

୨୧- ସୂର୍ଯ୍ୟ ଅସ୍ତ ପରେ କଣ ପାଇଁ ଝାଡୁ ଲଗାଯାଏ ନାହି ?

ଉତ୍ତର- ଅଶୁଭ ହୋଇଥାଏ

୨୨- କେଉଁ ଦେଶର ଲୋକ ଅଜୋଧ୍ୟାକୁ ନିଜର ନାନିହାଲ ମାନିଥାନ୍ତି ?

ଉତ୍ତର- ଉତ୍ତର କୋରିୟା

୨୩- ସବୁଠାରୁ ଅଧିକ ଅଣ୍ଡା ବିଶ୍ଵର କେଉଁ ପକ୍ଷୀ ଦେଇଥାଏ ?

ଉତ୍ତର- ଫିଲୁ

୨୪- କେଉଁ ଦେଶର ଲୋକେ ୧୫କୋଟିର ଚାହା ଗୋଟିଏ ଦିନରେ ପିଇଥାନ୍ତି ?

ଉତ୍ତର- ଇଂଲଣ୍ଡ

୨୫- ପ୍ୟାନ କାର୍ଡରେ ମହିଳାଙ୍କ ନାମ ସହ କାହା ନାମ ଆସିଥାଏ ?

ଉତ୍ତର- ପିତାଙ୍କ ନାମ

୨୬- ବୀୟର ପିଇବାରେ କଣ ଫାଇଦା ହୋଇଥାଏ ?

ଉତ୍ତର- କ୍ୟାନ୍ସର କମ ହୋଇଥାଏ

୨୭- ୩ଟି ଅମୃତଭଣ୍ଡାକୁ ନ କାଟି କେମିତି ୮ ଜଣ ଲୋକଙ୍କ ମଧ୍ୟରେ ସମାନ ଭାବେ ବଣ୍ଟନ କରି ହେବ ?

ଉତ୍ତର- ଜୁସ ବା ସେକ କରି

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *