ଆଗକୁ କିଏ ଆପଣଙ୍କୁ ଧୋକା ଦେବ ଜାଣିବା ପାଇଁ ବାଛନ୍ତୁ ଗୋଟିଏ ଗେଣ୍ଡୁ ଫୁଲ-Personality Test

ବନ୍ଧୁଗଣ ପ୍ରତେକ ମଣିଷ ଜୀବନରେ ସୁଖ ଦୁଃଖ ଲାଗି ରହିଥାଏ । ମଣିଷ ଜୀବନରେ ଅଭାବ ଆସିବା ଯିବା ଲାଗିୟ ରହିଥାଏ । କିନ୍ତୁ ଅନେକ ସମୟରେ ମଣିଷ ନିଜ ଲୋକ ହୁଅନ୍ତୁ ବା ଅନ୍ୟ କେହି ବାହାର ଲୋକଙ୍କ ଠାରୁ ଧୋକା ମଧ୍ୟ ପାଇଥାଏ । ଯାହା ତାର କଳ୍ପନା ବାହାରେ ହୋଇଥାଏ । ଧୋକା ଖାଇବା ପରେ ମଣିଷ ଜୀବନରେ ନିରାଶ ହୋଇଯାଏ ଓ ସବୁ କିଛି ହରାଇବାକୁ ଭାବି ନେଇଥାନ୍ତି । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 2ଟି ଗେଣ୍ଡୁ ଫୁଲର ଚିତ୍ର । ସେଥିମଧ୍ୟରୁ କୌଣସି ଗୋଟେ ବାଛନ୍ତୁ ଓ ଜାଣନ୍ତୁ ଆପଣଙ୍କୁ ଆଗକୁ କିଏ ଧୋକା ଦେବ ।

1- ଯଦି ଆପଣ ହଳଦିଆ ରଙ୍ଗର ଗେଣ୍ଡୁ ଫୁଲ ବାଛିଛନ୍ତି ତେବେ ଆପଣଙ୍କ ମନରେ ଶକ୍ତିର ସଞ୍ଚାର କରିଥାଏ । ବର୍ତ୍ତମାନ ସମୟ ଆପଣଙ୍କ ପାଇଁ ଫଳଦାୟକ ରହିବ । ମନ୍ଦ ଦଶା କାରଣରୁ ମାଣିକ୍ୟ ରତ୍ନ ଧାରଣ କରନ୍ତୁ । କୌଣସି ଏକ କାର୍ଯ୍ୟ କରିବା ବେଳେ ଅନ୍ୟ ଏକ କାମରେ ଫସି ଯାଉଛନ୍ତି । ଧନ, ଯଶ ପାଇଁ ଆପଣ ଚିନ୍ତାରେ ଅଛନ୍ତି । କାହାର ଅନିଷ୍ଟା ଚିନ୍ତା କରନ୍ତୁନି ।

ଏହି ଜନ୍ମରେ ଏମିତି କର୍ମ କରିଛନ୍ତି ଯାହାର ଫଳ ଏବେ ସୁଧା ମିଳୁଛି । ପିତା ମାତାଙ୍କର ସେବା ଯତ୍ନ କରିବା ସହ ତାଙ୍କ ଉଦ୍ଦେଶ୍ୟରେ ଦାନ କରନ୍ତୁ । ସମୟ ଆପଣଙ୍କ ପାଇଁ ଶୁଭ ଆସିବାର ଅଛି । ବିନା କାରଣରେ ଯେଉଁ ଭୟ ଆସୁଥିଲା ତାହା ଦୂର ହେବ । ଧନ ସମ୍ପତି ବିଳମ୍ବରେ ପ୍ରାପ୍ତ ହେବ । ଶରୀରରେ ଥିବା ପୀଡା ଆରୋଗ୍ଯ ହେବ । ସନ୍ତାନଙ୍କୁ ନେଇ ଚିନ୍ତା କରନ୍ତୁନି । ଆପଣଙ୍କ ପାଖକୁ ଆନନ୍ଦଦାୟକ ଖବର ଆସିବାକୁ ଯାଉଛି । ଆପଣଙ୍କର ଆରାଧ୍ୟା ଦେବତା ହନୁମାନ ଜୀ ।

2- ଯଦି ଆପଣ ନାଲି ରଙ୍ଗର ଗେଣ୍ଡୁ ଫୁଲକୁ ବାଛିଛନ୍ତି ତେବେ ପୂର୍ବରୁ ଖରାପ ସମୟ ଚାଲିଥିଲା । ଯେତିକି ଭୋଗ କରୁଛନ୍ତି ଯଥେଷ୍ଟ ଅଟେ । ମନ୍ଦ ଦଶା ଶେଷ ହେବା ପରେ ଶୁଭ ସମୟ ଭୋଗ କରିବେ । ପାରିବାରିକ ସ୍ଥିତି ଭଲ ରହିବ । ବନ୍ଧୁ ମାନେ ବନ୍ଧୁତା କରିବେ । ଯଶ, କିରଟୁ ଲାଭ କରିବେ । ବିଶେଷ ଖର୍ଚ୍ଚାନ୍ତ ହେଉଥିଲେ କିନ୍ତୁ ଏବେ ଲାଭବାନର ସମୟ ଆସିଯାଇଛି ।

ବର୍ତ୍ତମାନ ଶୁଭ ସମୟର ଆଗମନ ହେବାକୁ ଯାଉଛି । ପ୍ରିୟ ବ୍ୟକ୍ତିଙ୍କ ଠାରୁ ଧନ ଲାଭ ହେବ । ବର୍ତ୍ତମାନ ଆପଣ ଅଡୁଆରେ ପଡି ଯାଇଛନ୍ତି । ରୋଜଗାର ହେଉଛି କିନ୍ତୁ ଖର୍ଚ୍ଚ ହୋଇଯାଇଛି । ଆପଣ ସର୍ବଦା ଶତ୍ରୁଙ୍କୁ ନେଇ ବିବ୍ରତ ରହୁଛନ୍ତି । ପରିବାରର କ୍ଷେତ୍ରରେ ସ୍ଵାମୀ ବା ସ୍ତ୍ରୀ ପାଇଁ ଚିନ୍ତାରେ ଅଛନ୍ତି । ଦୁହିଙ୍କ ମଧ୍ୟରେ ମନାନ୍ତର ହେଉଛି । ଏହା ସବୁ କ୍ଷଣିକ ସମୟ ପାଇଁ ।

ବାହାରର ଶତ୍ରୁ ମିତ୍ର ହେବେ । ମାଙ୍କର ମୂର୍ତ୍ତି ଅଧିକ ପ୍ରିୟ ହୋଇଥାନ୍ତି । ମଙ୍ଗଳବାର ଦିନ ଠାକୁରାଣୀଙ୍କ ମନ୍ଦିରକୁ ଯାଇ ପୂଜା ଅର୍ଚ୍ଚନା କରନ୍ତୁ ।  ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *