ବନ୍ଧୁଗଣ ନମସ୍କାର । ଦୁନିଆରେ ମଣିଷ ବଞ୍ଚିବାକୁ ହେଲେ ଦୁନିଆ ସହ ଜଡିତ ଅନେକ କଥାମାନ ଜାଣିବା ନିହାତି ଜରୁରୀ ଅଟେ । ତାହାକୁ ଆମେ ସାଧାରଣ ଜ୍ଞାନ ବୋଲି କହିଥାଉ । ଯାହା ଆମ ଚାରି ପାଖରେ ଓ ଆଖ ପାଖରେ କିଛି ଘଟଣା ଘଟିଥାଏ । ଯାହା ମଧ୍ୟ ରେ ଏମିତି କିଛି ପ୍ରଶ୍ନ ମନକୁ ଆସିଥାଏ ଯାହା ଜାଣିବା ପାଇଁ ଆମେ ଇଚ୍ଛା କରିଥାଉ । ତେବେ ଆଜି ଆମେ ଆପଣଙ୍କ ପାଇଁ ସେଭଳି କିଛି ସହଜ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଯାହାକୁ ଜାଣି ପାରିଲେ ଆପଣ ନିଜ ଦୈନିକ ଜୀବନରେ କାମରେ ଲଗାଇ ପାରିବେ ।
୧- ଏମିତି କେଉଁ ଜୀବ ଅଛି ଯାହାର ୩ଟି ହୃଦୟ ଅଛି ?
ଉତ୍ତର- ଅକ୍ଟୋପସ ।
୨- କେଉଁ ସମୁଦ୍ରରେ ଗୋଟେ ବି ମାଛ ନାହିଁ ?
ଉତ୍ତର- ମୃତ ସାଗର ।
୩- ଦୁନିଆରେ ସବୁଠାରୁ ଜୋରରେ ଦୌଡୁଥିବା ପଶୁର ନାଁ କଣ ?
ଉତ୍ତର- ଚିତା ।
୪- ଚାହା କୁ ହିନ୍ଦୀରେ କଣ କୁହାଯାଏ ?
ଉତ୍ତର- କ୍ଷୀର ଜଳ ମିଶ୍ରିତ ଶର୍କରା ଯୁକ୍ତ ।
୫- କେଉଁ ରଙ୍ଗ ହୋକ କୁ ବଢାଇଥାଏ ?
ଉତ୍ତର- ହଳଦିଆ, କେସରୀୟା, ନାଲି ।
୬- କେଉଁ ପଶୁର ଖାଲି ତଳ ଦାନ୍ତ ଥାଏ ?
ଉତ୍ତର- ଛେଳି ।
୭- କେଉଁ ପଶୁର ଜିଭ ବାହାରିପାରେ ନାହିଁ ?
ଉତ୍ତର- କୁମ୍ଭୀର ।
୮- ଅନ୍ତରିକ୍ଷରେ ସୂର୍ଯ୍ୟ କେମିତି ଦେଖାଯାଏ ?
ଉତ୍ତର- ଧଳା ।
୯- ହୱାଇ ଜାହଜର ଖାଦ୍ୟ ଲୋକଙ୍କୁ କାହିଁକି ଭଲ ଲାଗେନି ?
ଉତ୍ତର- କାରଣ ହୱାଇ ଜାହାଜର ସ୍ଵାଦିଷ୍ଟ ଖାଇବା ଲାଗେନି ।
୧୦- କେଉଁ ଜୀବ ର ୮ଟି ଆଖି ଅଛି ?
ଉତ୍ତର- ଷ୍ଟାର ଫିସ ମାଛ ।
୧୧- ଦୁନିଆର ସବୁଠୁ ମହଙ୍ଗା ଚକୋଲେଟର ନାଁ କଣ ?
ଉତ୍ତର- ଗ୍ଲୋରିୟସ ।
୧୨- କେଉଁ ଦେଶ ପୂରାପୂରି ପାଣିରେ ବୁଡିକି ଅଛି ?
ଉତ୍ତର- ନ୍ୟୁ ବାଡୋ ।
୧୩- ମଣିଷ ଠାରେ କେତେ ପ୍ରକାରର ବ୍ଲଡ଼ ଗ୍ରୁପ ଅଛି ?
ଉତ୍ତର-୪ ପ୍ରକାରର ।
୧୪- କେଉଁ ଦେଶର ପ୍ରଧାନମନ୍ତ୍ରୀ ନିଜ ମା ଙ୍କ ସହ ବିବାହ କରିଥିଲେ ?
ଉତ୍ତର- ମୁନାର ।
୧୫- ଦୁନିଆରେ ସବୁଠୁ ମହଙ୍ଗା ପେଟ୍ରୋଲ କେଉଁ ଦେଶରେ ମିଳିଥାଏ ?
ଉତ୍ତର- ଆଇସଲ୍ୟାଣ୍ଡ ।
୧୬- ନରେନ୍ଦ୍ର ମୋଦୀ ଙ୍କୁ କେତୋଟି ଭାଷା ଆସିଥାଏ ?
ଉତ୍ତର-୩ ।
୧୭- ଆମେରିକାର ସବୁଠୁ ଧନୀ ବ୍ୟକ୍ତି କିଏ ?
ଉତ୍ତର- ବିଲ ଗ୍ରେଟ୍ସ ।
୧୮- ୟୂଟ୍ଯୂବ ଗୋଟେ ଦିନରେ ଟଙ୍କା ରୋଜଗାର କରିଥାଏ ?
ଉତ୍ତର- ୧୫୦ କୋଟି ।
୧୯- ଦୁନିଆରେ ଗୋଟେ ସେକେଣ୍ଡରେ କେତୋଟି ସେଲଫି ନିଆଯାଏ ?
ଉତ୍ତର- ୧୦୦୦ ।
୨୦- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସମୁଦାୟ କେତେ ସମ୍ପତି ଅଛି ?
ଉତ୍ତର- ୧୨୦ କୋଟି ।
୨୧- ଗୋଟେ ଶ୍ୟାମ୍ପୋ ର ନାଁ, ଗୋଟେ ଗାଁ ର ନାଁ, ଗୋଟେ ହିରୋ ର ନାଁ, ଗୋଟେ ପର୍ବତ ର ନାଁ । ଗୋଟେ ହିଁ ଶବ୍ଦ ରେ ଆସିବ କୁହ କଣ ?
ଉତ୍ତର- ହିମାଳୟ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।