ଗୋଟେ ହିଁ ଶବ୍ଦ ରେ ଆସିବ, ଗୋଟେ ଶ୍ୟାମ୍ପୋ ର ନାଁ, ଗୋଟେ ଗାଁ ର ନାଁ, ଗୋଟେ ହିରୋ ର ନାଁ, ଗୋଟେ ପର୍ବତ ର ନାଁ… ଏହା ସହ ଆହୁରି କିଛି GK Quiz

ବନ୍ଧୁଗଣ ନମସ୍କାର । ଦୁନିଆରେ ମଣିଷ ବଞ୍ଚିବାକୁ ହେଲେ ଦୁନିଆ ସହ ଜଡିତ ଅନେକ କଥାମାନ ଜାଣିବା ନିହାତି ଜରୁରୀ ଅଟେ । ତାହାକୁ ଆମେ ସାଧାରଣ ଜ୍ଞାନ ବୋଲି କହିଥାଉ । ଯାହା ଆମ ଚାରି ପାଖରେ ଓ ଆଖ ପାଖରେ କିଛି ଘଟଣା ଘଟିଥାଏ । ଯାହା ମଧ୍ୟ ରେ ଏମିତି କିଛି ପ୍ରଶ୍ନ ମନକୁ ଆସିଥାଏ ଯାହା ଜାଣିବା ପାଇଁ ଆମେ ଇଚ୍ଛା କରିଥାଉ । ତେବେ ଆଜି ଆମେ ଆପଣଙ୍କ ପାଇଁ ସେଭଳି କିଛି ସହଜ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଯାହାକୁ ଜାଣି ପାରିଲେ ଆପଣ ନିଜ ଦୈନିକ ଜୀବନରେ କାମରେ ଲଗାଇ ପାରିବେ ।

୧- ଏମିତି କେଉଁ ଜୀବ ଅଛି ଯାହାର ୩ଟି ହୃଦୟ ଅଛି ?

ଉତ୍ତର- ଅକ୍ଟୋପସ ।

୨- କେଉଁ ସମୁଦ୍ରରେ ଗୋଟେ ବି ମାଛ ନାହିଁ ?

ଉତ୍ତର- ମୃତ ସାଗର ।

୩- ଦୁନିଆରେ ସବୁଠାରୁ ଜୋରରେ ଦୌଡୁଥିବା ପଶୁର ନାଁ କଣ ?

ଉତ୍ତର- ଚିତା ।

୪- ଚାହା କୁ ହିନ୍ଦୀରେ କଣ କୁହାଯାଏ ?

ଉତ୍ତର- କ୍ଷୀର ଜଳ ମିଶ୍ରିତ ଶର୍କରା ଯୁକ୍ତ ।

୫- କେଉଁ ରଙ୍ଗ ହୋକ କୁ ବଢାଇଥାଏ ?

ଉତ୍ତର- ହଳଦିଆ, କେସରୀୟା, ନାଲି ।

୬- କେଉଁ ପଶୁର ଖାଲି ତଳ ଦାନ୍ତ ଥାଏ ?

ଉତ୍ତର- ଛେଳି ।

୭- କେଉଁ ପଶୁର ଜିଭ ବାହାରିପାରେ ନାହିଁ ?

ଉତ୍ତର- କୁମ୍ଭୀର ।

୮- ଅନ୍ତରିକ୍ଷରେ ସୂର୍ଯ୍ୟ କେମିତି ଦେଖାଯାଏ ?

ଉତ୍ତର- ଧଳା ।

୯- ହୱାଇ ଜାହଜର ଖାଦ୍ୟ ଲୋକଙ୍କୁ କାହିଁକି ଭଲ ଲାଗେନି ?

ଉତ୍ତର- କାରଣ ହୱାଇ ଜାହାଜର ସ୍ଵାଦିଷ୍ଟ ଖାଇବା ଲାଗେନି ।

୧୦- କେଉଁ ଜୀବ ର ୮ଟି ଆଖି ଅଛି ?

ଉତ୍ତର- ଷ୍ଟାର ଫିସ ମାଛ ।

୧୧- ଦୁନିଆର ସବୁଠୁ ମହଙ୍ଗା ଚକୋଲେଟର ନାଁ କଣ ?

ଉତ୍ତର- ଗ୍ଲୋରିୟସ ।

୧୨- କେଉଁ ଦେଶ ପୂରାପୂରି ପାଣିରେ ବୁଡିକି ଅଛି ?

ଉତ୍ତର- ନ୍ୟୁ ବାଡୋ ।

୧୩- ମଣିଷ ଠାରେ କେତେ ପ୍ରକାରର ବ୍ଲଡ଼ ଗ୍ରୁପ ଅଛି ?

ଉତ୍ତର-୪ ପ୍ରକାରର ।

୧୪- କେଉଁ ଦେଶର ପ୍ରଧାନମନ୍ତ୍ରୀ ନିଜ ମା ଙ୍କ ସହ ବିବାହ କରିଥିଲେ ?

ଉତ୍ତର- ମୁନାର ।

୧୫- ଦୁନିଆରେ ସବୁଠୁ ମହଙ୍ଗା ପେଟ୍ରୋଲ କେଉଁ ଦେଶରେ ମିଳିଥାଏ ?

ଉତ୍ତର- ଆଇସଲ୍ୟାଣ୍ଡ ।

୧୬- ନରେନ୍ଦ୍ର ମୋଦୀ ଙ୍କୁ କେତୋଟି ଭାଷା ଆସିଥାଏ ?

ଉତ୍ତର-୩ ।

୧୭- ଆମେରିକାର ସବୁଠୁ ଧନୀ ବ୍ୟକ୍ତି କିଏ ?

ଉତ୍ତର- ବିଲ ଗ୍ରେଟ୍ସ ।

୧୮- ୟୂଟ୍ଯୂବ ଗୋଟେ ଦିନରେ ଟଙ୍କା ରୋଜଗାର କରିଥାଏ ?

ଉତ୍ତର- ୧୫୦ କୋଟି ।

୧୯- ଦୁନିଆରେ ଗୋଟେ ସେକେଣ୍ଡରେ କେତୋଟି ସେଲଫି ନିଆଯାଏ ?

ଉତ୍ତର- ୧୦୦୦ ।

୨୦- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସମୁଦାୟ କେତେ ସମ୍ପତି ଅଛି ?

ଉତ୍ତର- ୧୨୦ କୋଟି ।

୨୧- ଗୋଟେ ଶ୍ୟାମ୍ପୋ ର ନାଁ, ଗୋଟେ ଗାଁ ର  ନାଁ, ଗୋଟେ ହିରୋ ର ନାଁ, ଗୋଟେ ପର୍ବତ ର ନାଁ । ଗୋଟେ ହିଁ ଶବ୍ଦ ରେ ଆସିବ କୁହ କଣ ?

ଉତ୍ତର- ହିମାଳୟ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *