ବାଛନ୍ତୁ ଗୋଟିଏ ପଙ୍ଖ ଓ ଜାଣନ୍ତୁ ଆପଣଙ୍କର ଭାଗ୍ୟ ଓ ଭବିଷ୍ୟତ-Personality Test

ବନ୍ଧୁଗଣ ପ୍ରତେକ ପିଲା ପିଲାଦିନେ ଉଡୁଥିବା ପର କୁ ଧରିବାକୁ ପସନ୍ଦ କରିଥାନ୍ତି । ଏମିଟକି ପର କୁ ନୋଟ ବୁକରେ ମଧ୍ୟ ସାଇତି ରଖିଥାନ୍ତି । ଅଲଗା ଅଲଗା ପ୍ରଜାତିର ପକ୍ଷୀ ମାନଙ୍କ ମଧ୍ୟରେ ସେମାନଙ୍କର ପର ର ଆକାର ଓ ରଙ୍ଗ ଅଲାଗା ହୋଇଥାଏ । କିନ୍ତୁ ଏହା ସବୁ ପ୍ରକାରରେ ଉଡିବାରେ ସହାୟକ ହୋଇଥାଏ । ଏଥିପାଇଁ ମନୋବିଜ୍ଞାନ ପର ର ଆଧାରରେ ମାନସିକ ଭାବନା ସହ ଯୋଡିଛି ।

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 5ଟି ପଙ୍ଖା ର ଚିତ୍ର । ଏଥିମଧ୍ୟରୁ ଆପଣଙ୍କୁ କୌଣସି ଗୋଟେ ବାଛିବାକୁ ହେବ । ଏହାପରେ ଆପଣ ନିଜର ଭାଗ୍ୟ ଭବିଷ୍ୟତ ଜାଣିପାରିବେ । 1- ଯଦି ଆପଣଙ୍କୁ ପ୍ରଥମ ପଙ୍ଖଟି ପସନ୍ଦ ଆସିଛି ତେବେ ଆପଣ ଶାନ୍ତ ଓ ଦୟାଳୁ ସ୍ଵଭାବର ଅଟନ୍ତି । ଆପଣ ଲୋକଙ୍କୁ ସାଥିରେ ନେଇ ଚଳିବାର ବିଶ୍ଵାସ ରଖନ୍ତି । ଏହା ହିଁ କାରଣ ଅଟେ ଯେତେ ଉଗ୍ର ହେଲେ ମଧ୍ୟ ଯେତେ ସମ୍ଭବ ହୋଇପାରେ ଆପଣ ତାହାକୁ ଶାନ୍ତି ପୂର୍ବକ ସମୁଖିନ୍ନ ହୋଇଥାନ୍ତି । ସ୍ଥିତି ଯାହା ବି ହେଉ ସମସ୍ତଙ୍କୁ ସାହାର୍ଯ୍ୟ କରିବାକୁ ପ୍ରସ୍ତୁତ ରହିଥାନ୍ତି ।

2- ଯଦି ଆପଣ ଦ୍ଵିତୀୟ ପଙ୍ଖ କୁ ବାଛିଛନ୍ତି ତେବେ ଯେବେ ବି କୌଣସି ନୂଆ କାମ କରିବାର କଥା ଆଗକୁ ଆସେ ଆପଣ ସହଜରେ କରିଥାନ୍ତି । ଅନ୍ୟ ଠାରୁ ଏପରି ଆଶା ରଖିଥାନ୍ତି । ଆପଣ ବୁଦ୍ଧିମାନ ଅଟନ୍ତି କିନ୍ତୁ ବେଳେବେଳେ ଭୁଲ କରିଥାନ୍ତି । ସାଙ୍ଗଙ୍କ ସହ ସମୟ କାଟିବା ଆପଣଙ୍କୁ ପସନ୍ଦ ଆସିଥାଏ । ଆପଣ ଯାହା ସହ ରହିଥାନ୍ତି ତାଙ୍କ ଠାରୁ ଆଗ୍ରହ ରଖିଥାନ୍ତି କି ସେ ପୂର୍ଣ୍ଣ ଭାବରେ ଆପଣଙ୍କ ଉପରେ ଧ୍ୟାନ ଦିଅନ୍ତୁ । ଯାହା ହୋଇନ ଥାଏ ।

3- ଆପଣ ଯଦି ତୃତୀୟ ପଙ୍ଖକୁ ବାଛିଛନ୍ତି ତେବେ ଆପଣ ଆତ୍ମନିର୍ଭରଶୀଳ ହେବାର ଉଦାହରଣ ହୋଇଥାନ୍ତି । ଜୀବନର ଛୋଟିଆରୁ ଛୋଟ ଜିନିଷ ଠାରୁ କାହା ଉପରେ ନିର୍ଭର କରନ୍ତିନି । ନିଜର ଲକ୍ଷ୍ୟକୁ ପାଇବାକୁ ଆଶାନ୍ଵିତ ରହିଥାନ୍ତି । ଆପଣ କେବେବି ହାର ନ ମାନିବା ଭଳି ବ୍ୟକ୍ତିତ୍ବ ଅଟନ୍ତି ।

4- ଆପଣ ଯଦି ଚତୁର୍ଥ ପଙ୍ଖକୁ ଚୁଜ କରିଛନ୍ତି ଆପଣଙ୍କର ଗୁପ୍ତ ଚରିତ୍ର ସହଜରେ କେହି ଜାଣିପାରନ୍ତିନି । ରହସ୍ୟମୟ ଗୁଣର ମାଲିକ ଆପଣ ଅଟନ୍ତି । ଆପଣଙ୍କର କଳ୍ପନା ଶକ୍ତି ଆଶ୍ଚର୍ଯ୍ୟଜନକ ଅଟେ । ସମସ୍ଯା ଯେମିତି ହୋଇଥାଉ ନା କାହିଁକି ତାହାର ଜାଦୁ ଭଳି ସମାଧାନ ଆପଣଙ୍କ ନିକଟରେ ରହିଥାଏ । ପ୍ରତେକ କାମକୁ ସଠିକ ଢଙ୍ଗରେ କରିବାକୁ ଇଚ୍ଛା ରଖିଥାନ୍ତି ।

5- ଯଦି ଆପଣ ପଞ୍ଚମ ପଙ୍ଖକୁ ବାଛିଛନ୍ତି ତେବେ ଆପଣ ରଚନାତ୍ମକ ବ୍ୟକ୍ତି ଅଟନ୍ତି । ଆପଣଙ୍କର କଳ୍ପନାଶକ୍ତି ଆପଣଙ୍କର ବଡ ଗୁଣ ଅଟେ । କିନ୍ତୁ ଆପଣଙ୍କର ନିଜର କ୍ଷମତା ଉପରେ ଭରସା ନ ଥାଏ । ଏଥିପାଇଁ ଅସଫଳତା ମିଳିଥାଏ । ଆପଣ ଭୁଲି ଯାଇଥାନ୍ତି ପ୍ରତେକ ଘଟଣା ପ୍ରଥମରୁ ସ୍ଥିର ରହିଥାଏ । ଜିନିଷ ଗୁଡିକୁ ଅଧିକ ଭାବେ କରିବାର ଧ୍ୟାନ ରଖିଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *