ବନ୍ଧୁଗଣ ଅକ୍ଷୟ ତୃତୀୟା ବୈଶାଖ ମାସ ଶୁକ୍ଳ ପକ୍ଷର ତୃତୀୟାରେ ପାଳନ କରାଯାଏ । ଲୋକଭାଷା ଅନୁଯାୟୀ ଏହି ଦିନକୁ ବୈଶାଖୀ ପର୍ବ ମଧ୍ୟ କୁହାଯାଏ । ତ୍ରେତୟା ଓ ସତ୍ୟ ଯୁଗର ଆରମ୍ଭ ଏହି ଦିନରୁ ଆରମ୍ଭ ହୋଇଥିଲା । ଭବିଷ୍ୟ ପୁରାଣ ଅନୁଯାୟୀ ଦାନ, ଜପ, ହୋମ, ତର୍ପଣ କରିଲେ ସବୁ କିଛି ଅକ୍ଷୟ ହୋଇଥାଏ । ଏହି ତିଥି ସଂପୂର୍ଣ୍ଣ ପାପର ନାସ କରିଥାଏ ।
ଏହି ତିଥିର ଅଧିଷ୍ଠାତ୍ରୀ ଦେବୀ ମାତା ପାର୍ବତୀ ଅଟନ୍ତି । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଦୀର୍ଘ 100 ବର୍ଷ ପରେ ଅକ୍ଷୟ ତୃତୀୟା ଦିନ 6ଟି ରାଶି ହେବାକୁ ଯାଉଛନ୍ତି କୋଟିପତି । ଆସନ୍ତୁ ଜାଣିବା ବିସ୍ତାର ଭାବେ । ମେଷ ରାଶି : ଅକ୍ଷୟ ତୃତୀୟା ରେ ଆପଣ ବହୁ ଲକି ରହିବେ । ବେରୋଜଗାର ଜାତକଙ୍କୁ ରୋଜଗାରର ଅବସର ମିଳିବ । ମା ଲକ୍ଷ୍ମୀଙ୍କ କୃପାରୁ ଅଚାନକ ଧନ ଲାଭ ହେବ । ସରକାରୀ ସଂଘଠନରୁ ଲାଭ ହେବ । ଅଧୁରା କାମ ପୁରା ହେବ । ଆପଣଙ୍କ ପାଇଁ ଅକ୍ଷୟ ତୃତୀୟା ବହୁତ ଶୁଭ ରହିବ । ବିଦେଶରୁ ଧନର ଲାଭ ହୋଇପାରେ ।
ସିଂହ ରାଶି : ଏହି ଥର ଅକ୍ଷୟ ତୃତୀୟାରେ ଆପଣ କୋଟିପତି ହେବାକୁ ଯାଉଛନ୍ତି । ଆପଣ ପୂର୍ବରୁ ଧନ ନିବେଶ କରୁଥିଲେ ଦୁଇ ଗୁଣା ଲାଭ ପାଇବେ । କାର୍ଯ୍ୟ କ୍ଷେତ୍ରରେ ଲାଭବାନ ହେବେ । ବଡ ଅଧିକାରୀଙ୍କ ସହଯୋଗ ପାଇବେ । ବ୍ୟାପାରରେ ଜରୁରୀ ନିସ୍ପତି ନେବେ । ଏଥିରେ ଆପଣଙ୍କୁ ଭଲ ଫାଇଦା ହେବ ।
କନ୍ୟା ରାଶି : ଏହି ଥର ଅକ୍ଷୟ ତୃତୀୟାରେ ଆପଣ ଭାଗ୍ୟଶାଳୀ ରାଶି ମଧ୍ୟରୁ ଅନ୍ୟତମ ଅଟନ୍ତି । ଆପଣଙ୍କ ଭାଗ୍ୟ ସହଯୋଗ ପାଇବେ । ସୂର୍ଯ୍ୟ ପରି ଆପଣଙ୍କ ଭାଗ୍ୟ ଚମକିବ । ମା ଲକ୍ଷ୍ମୀ ଆପଣଙ୍କ ଗୃହକୁ ଆଗମନ କରିବେ । ଦାରିଦ୍ରତା ଦୂର ହେବ । ମା ଲକ୍ଷ୍ମୀ ଙ୍କ କୃପାରୁ ଉନ୍ନତି ହେବ । ଜୀବନସାଥିଙ୍କ ସହଯୋଗ ପାଇବେ ।
କୁମ୍ଭ ରାଶି : ଆପଣଙ୍କୁ କହି ରଖୁଛୁ ଏହି ଥର ଅକ୍ଷୟ ତୃତୀୟାରେ ଆପଣଙ୍କୁ ବିଶେଷ ଲାଭ ହେବ । ଧନ ଲାଭର ନିର୍ମାଣ ହେବାକୁ ଯାଉଛି । ଇନକମରେ ବୃଦ୍ଧି ହେବ । ମହତ୍ଵ ପୂର୍ଣ୍ଣ ସଫଳତା ପ୍ରାପ୍ତ ହେବ । ଅଧୁରା କାମ ପୁରା ହେବ ।
ମୀନ ରାଶି : ଆପଣଙ୍କୁ ଏହି ଅକ୍ଷୟ ତୃତୀୟାରେ କୋଟି କୋଟି ଟଙ୍କା ମିଳିବାକୁ ଯାଉଛି । ଭାଗ୍ଯର ଉଦୟ ହେବ । ମା ଲକ୍ଷ୍ମୀଙ୍କ କୃପାରୁ ଆପଣାକୁ ଅନେକ ଜାଗରୁ ଲାଭ ହେବ । ବିଦେଶ ଯିବାର ଯୋଜନା କରିବେ । ଆପଣ ଅଧିକ ଧନ ନିବେଶ କରିବେ । ଧନ ଲାଭ ହେବାର ଯୋଗ ଅଛି ।
ମିଥୁନ ରାଶି : ଅକ୍ଷୟ ତୃତୀୟାରେ ଆପଣ ବହୁତ ଭାଗ୍ୟଶାଳୀ ରହିବେ । ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ପାଇଁ ଦିନ ଶୁଭ ରହିବ । ନୂଆ ବିଜନେସର ଆରମ୍ଭ କରିପାରିବେ । ପୂର୍ବରୁ ଧନ ନିବେଶ କରିଥିଲେ ସେଥିରେ ଜବରଦସ୍ତ ଲାଭ ପାଇବେ । ଲମ୍ବା ସମୟରୁ ପଡିଥିବା କାମ ପୂରଣ ହେବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।