ଆଜି ଅକ୍ଷୟ ତୃତୀୟାରେ 6ଟି ରାଶି ଉପରେ ଧନ ବର୍ଷା କରିବେ ମା’ ଲକ୍ଷ୍ମୀ, ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ- Akshaya trutiya

ଅକ୍ଷୟ ତୃତୀୟା ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟ ତିଥି ରେ ପଡିଥାଏ । ତେବେ ଏହି ଦିନ ଟି ବହୁତ ଶୁଭ ହୋଇଥାଏ । କୁହାଯାଏ ଏହି ଦିନ ଆପଣ ଯାହା ବି କାର୍ଯ୍ୟ ବା ଦାନ କରିବେ ତାହା କେବେ କ୍ଷୟ ହୁଏ ନାହିଁ । ତେବେ ଏହି ଦିନ ଆପଣ ଯଦି ବିବାହ ଘର ଭଳି କିଛି ଶୁଭ କାର୍ଯ୍ୟ କରିବେ ତେବେ ତାହା ବହୁତ ଶୁଭ ହୋଇଥାଏ । ଏହି ଦିନ ଯେଉମାନେ କନ୍ୟା ଦାନ କରିଥାନ୍ତି ସେମାନଙ୍କର ସବୁ ପାପ କ୍ଷୟ ହୋଇଯାଏ ।

ତେବେ ଏହି ଅକ୍ଷୟ ତୃତୀୟା ଦିନ ବୃନ୍ଦାବନ ର ବାଙ୍କବିହାରୀ ଙ୍କ ପାଦ ଦର୍ଶନ କରିବାର ସୁଯୋଗ ମିଳିଥାଏ । ଅକ୍ଷୟ ତୃତୀୟା ଦିନ ଯଦି ଆପଣ ପବିତ୍ର ଜଳ ରେ ସ୍ନାନ କରିବେ ତେବେ ତାହା ବହୁତ ଶୁଭ ହୋଇଥାଏ । ଏହି ଦିନ ଆପଣ ଫଳ ମଧ୍ୟ ଭୋଜନ କରିପାରିବେ ।

ଏହି ଅକ୍ଷୟ ତୃତୀୟା ଦିନ ଟି ରେ ମା ଲଷ୍ମୀଙ୍କର ପୂଜା ଅର୍ଚ୍ଚନା କରାଯାଇଥାଏ । ଅକ୍ଷୟ ତୃତୀୟା ଦିନ ଆପଣ ଘରକୁ କୌଣସି ବି କିଛି ନୂଆ ଜିନିଷ ଆଣିପାରିବେ । ଏହା ବହୁତ ଶୁଭ ହୋଇଥାଏ ଆପଣଙ୍କ ଘର ପାଇଁ । ତେବେ ଏହି ବର୍ଷ ମେ ମାସ ୩ ତାରିଖ ମଙ୍ଗଳବାର ଦିନ ଏହି ଅକ୍ଷୟ ତୃତୀୟା ପର୍ବ ପାଳିତ ହେବ ।

ତେବେ ଏହି ଦିନ ୬ ଟି ରାଶୀଙ୍କ ପାଇଁ ଆହୁରି ଶୁଭ ଫଳ ପ୍ରଦାନ କରିବ । ମକର ରାଶି – ଆପଣଙ୍କ ର କୌଣସି କାର୍ଯ୍ୟ ଅଟକି ରହିଥିଲେ ତାହା ଏବେ ପୂର୍ଣ ହେବ । ଅର୍ଥ ଲାଭର ଯୋଗ ଅଛି । ଆପଣଙ୍କର ଜମି ସମ୍ପ୍ରତି ଆଦି ରେ ଲାଭ ବାନ ରହିବେ ।

ମୀନ ରାଶି – ଏହି ରାଶିର ଲୋକମାନଙ୍କର ଆଜିର ଦିନ ବହୁତ ଶୁଭ ହେବ । ଏମାନଙ୍କ ର ଧନ ଲାଭ ସହିତ ସବୁ କାର୍ଯ୍ୟ ରେ ସଫଳତା ପ୍ରାପ୍ତ ହେବ । ଏମାନେ ନିଜର ପରିବାର ସହ ଭଲ ସମୟ ବ୍ୟତୀତ କରିବେ । କନ୍ୟା ରାଶି – ଆପଣଙ୍କର ଧନ ଲାଭ ହେବ ।

ମା ଲଷ୍ମୀଙ୍କ କୃପା ଆପଣଙ୍କୁ ପ୍ରାପ୍ତ ହେବ । ଆପଣ ଯଦି କୌଣସି ସମ୍ପତି ଆଦି କିଣିବାକୁ ଚାହୁଁଛନ୍ତି ତେବେ ଆଜି ଦିନ ଟି ବହୁତ ଶୁଭ ଅଟେ । ତୁଲା ରାଶି – ଆପଣଙ୍କର ସବୁ ସମସ୍ୟା ଦୂର ହେବ । ଚାକିରୀ ବା ବ୍ୟବସାୟ କ୍ଷେତ୍ର ରେ ଆପଣ ଲାଭବାନ ରହିବେ । ଆପଣଙ୍କର ଏହି ଅକ୍ଷୟ ତୃତୀୟା ଦିନ ଟି ବେଶ ଭଲ ରେ ବ୍ୟତୀତ ହେବା ସହିତ ଆପଣଙ୍କର ଆୟ ମଧ୍ୟ ବୃଦ୍ଧି ହେବ ।

ମେଷ ରାଶି – ଆପଣଙ୍କର କୌଣସି କାର୍ଯ୍ୟ ଯଦି ଅଧା ରହିଥାଏ ତାହା ଏବେ ପୂର୍ଣ ହେବ । ଧନ ଲାଭ ହେବ । କୌଣସି ଶୁଭ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ । ଆପଣ କିଛି ଦାନ ମଧ୍ୟ କରିପାରନ୍ତି । ମିଥୁନ ରାଶି – ଆପଣଙ୍କ ର ନିଜେ ବନ୍ଧୁ ଓ ପରିବାରଙ୍କ ସହ ଶାନ୍ତିର ସମୟ ବ୍ୟତୀତ କରିବେ । ଆୟ ଅଧିକ ଓ ବ୍ୟୟ କମ ହେବ । ଆପଣଙ୍କର ବ୍ୟବସାୟ ବା ଚାକିରୀ କ୍ଷେତ୍ରରେ ଭଲ ଲାଭ ପ୍ରାପ୍ତ ହେବ ।

Leave a Reply

Your email address will not be published. Required fields are marked *