ଆଜି ମତେ ନ୍ୟୟା ମଳିବ… Dinesh ମୋ ପାଖକୁ ଆସି ସିନ୍ଦୁର ଦେବ, ମୋ ପୁଅକୁ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆଜି ସ୍ଵାଧୀନତା ଦିବସ ଅବସରରେ ଦୀପିକା କିଛି ଏମିତି ଆସା ବାନ୍ଧିଛନ୍ତି କି ଆଜି ମୋତେ ନ୍ୟାୟ ମିଳିଯିବ ଆଉ ମୁଁ ମୋ ଅଧିକାର ପାଇଯିବି, ମୋ ଦିନେଶ ମୋତେ ମିଳିଯିବେ ମୋ ପୁଅକୁ ତା ବାପା ମିଳିବ ଆଉ ମୋ ଦୁନିଆ ପୁଣି ଥରେ ହସି ଉଠିବ, ମଥା ରେ ସିନ୍ଦୁର ଦେବେ ଦିନେଶ ଆଜି ଦୁନିଆ ଦେଖିବ ମୋ ମଥାରେ ସିନ୍ଦୁର ଦେଇ ଦିନେଶ ମୋତେ ସ୍ତ୍ରୀ ଭାବେ ଗ୍ରହଣ କରିବେ, ଦିନେଶ ମୋ ପାଖକୁ ସବୁ ଦିନ ଆସିବେ ଆଉ ସବୁ ଦିନ ପାଇଁ ନିଜର କରି ନେବେ । ତେବେ ଦୀପିକା ଯେଉଁ ଲଢେଇ ଆଜିକୁ ୧୪-୧୫ ଦିନ ହେବ ଲଢୁଛନ୍ତି ତାର ହୁଏ ତ ଆଜି ଅନ୍ତ ଘଟିପାରେ ।

ଆଜ୍ଞା ହଁ ଆଜି ହେଉଛି ସ୍ଵାଧୀନତା ଦିବସ ଆଉ ଦୀପିକା ନିଜର ଭଲ ପାଇବାକୁ ନେଇ ଯେଉଁ ଆଶା ରଖିଛନ୍ତି ହୁଏ ତ ସେ ଆସା ପୂରଣ ହେବାକୁ ଯାଉଛି । କାରଣ ଦୀପିକା ପୂର୍ବ ରୁ କହି ସାରିଛନ୍ତି ସ୍ଥାନୀୟ ବିଧାୟକ ମୋତେ କଥା ଦେଇଛନ୍ତି କିଛି ସମାଧାନ କରିବେ ହୁଏ ତ ଏହି ସମାଧାନ ଆଜି ହୋଇପାରେ କି ଦିନେଶ ତାଙ୍କ ପାଖାକୁ ଫେରି ଆସିବେ ବୋଲି ଦୀପିକା ଆଶା ବାନ୍ଧିଛନ୍ତି ।

ଏମିତି ବି ହୋଇପାରେ ଦିନେଶ ଦୀପିକା ଙ୍କୁ ସବୁ ଦିନ ପାଇଁ ନିଜର କରିପାରନ୍ତି । ଗତ କାଲି ଦିନେଶ ଓ ଦୀପିକାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ଦୁହିଙ୍କ ମଧ୍ୟରେ କେତେ ଗଭୀର ସମ୍ପର୍କ ରହିଥିଲା ତାହା ଦୃଶ୍ୟମାନ ହେଉଛି । ଦୁହେଁ ପରସ୍ପରକୁ ପାଖରେ ପାଇବା ପରେ ପରସ୍ପର ପ୍ରତି କେମିତି ରହିଥିଲା ବ୍ୟବହାର ଏମିତି ଦୁହିଙ୍କ ମଧ୍ୟରେ ପାଗଳ ଭଳି ଭଲ ପାଇବା ଥିଲା ତାହା ଏହି ଭିଡିଓରେ ନଜର ଆସୁଛି ।

ଆଉ ସେହି ଅତୁଟ ଭଲ ପାଇବା ଦିନେଶ ଏତେ ସହଜରେ କେବେ ଭୁଲି ପାରିବେ ନାହି କହିଲେ କିଛି ଭୁଲ ହେବ ନାହି । ଆଜି ସ୍ଵାଧୀନତା ଦିବସରେ ସମସ୍ତେ ନିଜର ଅଧିକାର ପାଇଥାନ୍ତି । ଆଜିର ଦିନରେ ସମସ୍ତେ ନିଜର ଅଧିକାରକୁ ଉପୋଭୋଗ କରୁଛନ୍ତି । ଆଜି ସ୍ଵାଧୀନତା ଦିବସ ଅବସରରେ ଖୋଲା ଆକାଶ ତଳେ ସମସ୍ତେ ବଞ୍ଚୁଛନ୍ତି ଆଉ ନିଜ ସ୍ଵାଧୀନତାର ସହ ସବୁ କିଛି କରୁଛନ୍ତି ।

ତେବେ ପ୍ରଶ୍ନ ଉଠୁଛି ଦୀପିକା କଣ ସ୍ଵାଧୀନତା ପାଇବେ ନାହି ? ହୁଏ ତ ଦୀପିକାଙ୍କୁ ଆଜି ତାଙ୍କର ଅଧିକାର ମିଳିପାରେ ଆଉ ତାଙ୍କର ସୁନାର ସଂସାର ଗଢି ଉଠିପାରେ । ତେବେ ଆଜି ଏହି ଶୁଭ ଅବସରରେ ଦୀପିକା ଯେଉଁ ଆସା କରିଛନ୍ତି ହୁଏ ତ ତାହା ପୂରଣ ହୋଇପାରେ ।

ତେବେ ଦେଖିବା ପାଇଁ ରହିଲା ଆଜି ସ୍ଵାଧୀନତା ଦିବସରେ ଦିନେଶ କଣ ଦୀପିକା ଙ୍କୁ କିଛି ଉପହାର ଦେବା ପାଇଁ ଯୋଜନା କରିଛନ୍ତି କି ଯାହାକୁ ଦେଖି ଦୀପିକା ଆଶ୍ଚର୍ଯ୍ୟ ହୋଇଯିବେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *