କାହାର ନାମ ଭାବି ବାଛନ୍ତୁ ଗୋଟେ ଫୁଲ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ? Love Quiz

ବନ୍ଧୁଗଣ ଆପଣ ନିଶ୍ଚୟ କାହାକୁ ଭଲ ପାଉଥିବେ ନିଜ ଜୀବନରେ । ଆପଣ ଯାହା ବିଷୟରେ ଭାବୁଛନ୍ତି ତାଙ୍କ ମନରେ ଆପଣଙ୍କ ପାଇଁ କଣ ରହିଛି ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ସେହି ମଣିଷଟି ଆପଣଙ୍କର ଲଭର ହୋଇପାରନ୍ତି ବା ବନ୍ଧୁ ମଧ୍ୟ ହୋଇପାରନ୍ତି । ଏହା ଏକ ସାଧାରଣ ରିଡିଙ୍ଗ ଅଟେ । ଆପଣଙ୍କ ପାଇଁ ରହିଛି ୩ଟି ନମ୍ବର । ସେଥି ମଧ୍ୟରୁ ଆପଣଙ୍କୁ ଯେ କୌଣସି ଗୋଟିଏ ନମ୍ବର ଚୁଜ କରିବାକୁ ହେବ । ଏହା ପରେ ଆମେ ଆପଣଙ୍କୁ କହିବୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ରହିଛି ।

୧- ପ୍ରଥମ ନମ୍ବର : ଆପଣ ପ୍ରଥମ ନମ୍ବର ଚୁଜ କରିଥିଲେ ତାଙ୍କ ମନରେ ଆପଣଙ୍କ ପାଇଁ ବହୁତ କନଫିୟୁଜ ରହିଛି । ସେ କିଛି ବି ସ୍ଥିର କରିପାରୁ ନାହାନ୍ତି । ସେ ଆପଣଙ୍କର ଲଭର ହୋଇପାରନ୍ତି । ସେ ଆପଣଙ୍କ ଉପରେ କେବେ ରାଗୁଛନ୍ତି ତ କେବେ ଖୁସି ହେଉଛନ୍ତି ।

ସେ ସ୍ଥିର କରିପାରୁ ନାହାନ୍ତି ଜୀବନରେ ଆପଣଙ୍କ ସହ ଆଗକୁ ବଢିବେ କି ନାହି । କେବେ ତାଙ୍କୁ ଲାଗୁଛି ସବୁ କିଛି ଠିକ ଅଛି କିନ୍ତୁ ପରେ ଭାବୁଛନ୍ତି କିଛି ବି ଠିକ ନାହି । ଆପଣ ବହୁତ ରୂପ ଦେଖାଇଛନ୍ତି ଯାହା ବିଷୟାରେ ସତ ମିଛ କଣ ସେ ଜାଣିପାରୁ ନାହାନ୍ତି ।

୨- ଦ୍ଵିତୀୟ ନମ୍ବର : ଯଦି ଆପଣ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କୁ ପଜେଟିଭ ଚିନ୍ତା କରୁଛନ୍ତି । ପଢାରେ ଧ୍ୟାନ ରଖୁଛନ୍ତି ଆଉ କାମରେ ଧ୍ୟାନ ରଖିଛନ୍ତି ଏମିତି ଭାବୁଛନ୍ତି ସେ ଆପଣଙ୍କ ବିଷୟରେ । ବହୁତ ଭଲ ବ୍ୟକ୍ତିତ୍ବର ମଣିଷ ସେ ଆପଣଙ୍କୁ ଭାବୁଛନ୍ତି । ଏମିତି ମଣିଷ ଯିଏ ଜୀବନକୁ ବାଲାନ୍ସ ରଖୁଛି ।

ଆଗାମୀ ସମୟରେ ଆପଣଙ୍କୁ ସଫଳତା ମିଳିବ ଯାହା ସେ ଆପଣଙ୍କ ଉପରେ ବିଶ୍ଵାସ ରଖଛନ୍ତି । ସେ ମଣିଷଟି ଆପଣଙ୍କ ପରିବାରର କେହି ଜଣେ ହୋଇପାରନ୍ତି ଯେମିତି ମିତ୍ର ବା ଲଭର ହୋଇପାରନ୍ତି । ତାଙ୍କ ମନରେ ଆପଣଙ୍କ ପାଇଁ ବହୁତ ଭଲ ଇମେଜ ରହିଛି । ଆଗକୁ ଜୀବନରେ ବଢିବା ପାଇଁ ସେ ଆପଣଙ୍କ ଠାରୁ ଆସା କରୁଛନ୍ତି ।

୩- ତୃତୀୟ ନମ୍ବର : ଯଦି ଆପଣ ତୃତୀୟ ନମ୍ବର ଚୁଜ କରିଛନ୍ତି ତେବେ ଆପଣ ଭବିଷ୍ୟତକୁ ନେଇ ବହୁତ ଚିନ୍ତାରେ ରହୁଛନ୍ତି କି ଆଗକୁ କଣ ହେବ କଣ ନାହି ତାହା ସେ ଭାବୁଛନ୍ତି । ଆପଣ ସ୍ଵପ୍ନ ପଛରେ ଯାଉଛନ୍ତି କିନ୍ତୁ ସଫଳ ହେଉ ନାହାନ୍ତି ସେ ଏମିତି ଭାବୁଛନ୍ତି । ସେ ଜାଣିଛନ୍ତି ଆପଣଙ୍କ ଜୀବନରେ କେତେ ସମସ୍ଯା ଚାଲିଛି ।

ଏହା ସହ ଆପଣ କଡା ମେହନତ କରୁଛନ୍ତି ଆଉ ନିଶ୍ଚୟ ସଫଳ ହେବେ ବୋଲି ସେ ଭାବୁଛନ୍ତି । ତାଙ୍କ ମନରେ ଆପଣଙ୍କ ପାଇଁ ଭଲ ଛବି ରହିଛି । ଆପଣ ମେଣ୍ଟାଲୀ କାମ କରୁଛନ୍ତି ଯାହା କାରଣରୁ ଆପଣ ମାନସିକ ଚାପରେ ରହୁଛନ୍ତି ବୋଲି ସେ ଭାବୁଛନ୍ତି । ଏଥିପାଇଁ ସେ ଭୟ ବି କରୁଛନ୍ତି ଆପଣଙ୍କୁ ନେଇ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *