ଆଜି ଠାରୁ ଆରମ୍ଭ ହେଲା କାର୍ତ୍ତିକ ମାସ, 7ଟି ରାଶିଙ୍କ ଜୀବନରେ ଖୁସି ଖବର

ବନ୍ଧୁଗଣ ଆଜି ଠାରୁ ଆରମ୍ଭ ହେଲା କାର୍ତ୍ତିକ ମାସ । ଯାହାକି ଧର୍ମ ବା ପବିତ୍ର ମାସ ଭାବେ ବିଚାର କରାଯାଏ । ଏହି ମାସରେ ଭଗବାନ ବିଶୁଣୁଙ୍କୁ ବିଶେଷ ଭାବେ ପୂଜା କରିବାର ବିଧି ରହିଛି । ଏହି ମାସରେ ତୁଳସୀ ପୂଜା କରିବାର ବିଧି ମଧ୍ୟ ରହିଛି । ଏହି ମାସରେ ଆରମ୍ଭ କରା ଯାଇଥିବା ପ୍ରତେକଟି କାର୍ଯ୍ୟ ସଫଳ ହୋଇଥାଏ । ଆଜି ଆମେ ଜାଣିବା କାର୍ତ୍ତିକ ମାସ ଆରମ୍ଭରୁ 12 ଗୋଟି ରାଶିଙ୍କର ଭାଗ୍ୟ ଭବିଷ୍ୟ କିପରି ରହିବ ।

ମେଷ ରାଶି : ଅଚାନକ ଧନ ଲାଭ ହେବ । ଚାକିରି କ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟିଙ୍କୁ ଅଧିକରୁ ଅଧିକ ଲାଭ ଦେଖିବାକୁ ମିଳିବ ।

ବୃଷ ରାଶି : ବ୍ୟବସ୍ୟାରେ ଉନ୍ନତି ହେବ । ଅବରୋଧ ହୋଇଥିବା କାମରେ ସଫଳତା ଲାଭ ହେବ । ଦାମ୍ପତ୍ୟ ଜୀବନରେ ମଧୁରତା ବଜୟ ରହିବ ।

ମିଥୁନ ରାଶି : ବ୍ୟବସାୟରେ ସାମାନ୍ଯ ଲାଭ ହେବ । ଆର୍ଥିକ ଅବସ୍ଥା ମାନ୍ଦା ରହିବ । ଯାହା ବାଧା ଥିଲା ତାହା ଦୂର ହେବ । ଶରୀରକୁ ନେଇ ସତର୍କ ରୁହନ୍ତୁ ।

କର୍କଟ ରାଶି : କର୍ମ କ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟରେ ଲାଭବାନ ହେବେ । ଅର୍ଥ ବ୍ୟୟ ଅଧିକ ହେବ । ଆୟ ଠାରୁ ବ୍ୟୟ ଅଧିକ ହେବ । ପରିବାରରେ ଅସାନ୍ତି ଦେଖାଦେବ ।

ସିଂହ ରାଶି : ରୋଜଗାରରେ ବୃଦ୍ଧି ହେବ । ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ପାଇବେ । କର୍ମ କ୍ଷେତ୍ରରେ ପରିଶ୍ରମ କରି ଅର୍ଥ ଲାଭ କରିବେ । ବିଦ୍ୟାର୍ଥୀ ଉଚ୍ଚ ଶିକ୍ଷା ଲାଭ କରିବେ ।

କନ୍ୟା ରାଶି : ବ୍ୟବସାୟରେ ଉନ୍ନତି ହେବ । ଧନ ସମ୍ପଦ ବୃଦ୍ଧି ପାଇବ । ବନ୍ଧୁ ସହଯୋଗ ପ୍ରାପ୍ତ ହେବ । ପାରିବାରିକ ସୁଖ ଶାନ୍ତି ବୃଦ୍ଧି ପାଇବ । ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ ।

ତୁଳା ରାଶି : ବ୍ୟବସାୟରେ ଲାଭବାନ ହେବେ । ଦୈନିକ ରୋଜଗାର ଦ୍ଵାରା ସଫଳତା ଲାଭ କରିବେ । ଶାରୀରିକ ଅସୁସ୍ଥତା ଦୂର ହେବ । ପାରିବାରିକ ଚିନ୍ତା ଲାଗି ରହିବ ।

ବିଛା ରାଶି : ବ୍ୟବସାୟରେ ସଫଳତା ଲାଭ କରିବେ । କର୍ମ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗରେ ଉପକୃତ ହେବେ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ ।

ଧନୁ ରାଶି : କର୍ମ କ୍ଷେତ୍ରରେ ବିବାଦ ଦେଖାଯିବ । ଶାରୀରିକ ଅସୁସ୍ଥଟା ବୃଦ୍ଧି ପାଇବ । କଠିନ ପରିଶ୍ରମ ଦ୍ଵାରା ସମାଧାନ ହେବ । ଆର୍ଥିକ ସ୍ଥିତି ମଜବୁତ ରହିବ ।

ମକର ରାଶି : ଆର୍ଥିକ ଅବସ୍ଥାରେ ଉନ୍ନତି ହେବ । ବନ୍ଧୁ ସହଯୋଗ ପ୍ରାପ୍ତ ହେବ । କାହା ସହ ଯୁକ୍ତି ତର୍କ କରନ୍ତିନି । ଖରାପ ବନ୍ଧୁଙ୍କ ଠାରୁ ଦୂରେଇ ରୁହନ୍ତୁ ।

କୁମ୍ଭ ରାଶି : କର୍ମ କ୍ଷେତ୍ରରେ ବାଦ ବିବାଦ ଦେଖାଦେବ । ଅର୍ଥ ବ୍ୟୟ ହୋଇପାରେ । ଆର୍ଥିକ ସ୍ଥିତି କିନ୍ତୁ ମଜବୁତ ରହିବ । ବନ୍ଧୁଙ୍କ ସହ ବିବାଦ ସୃଷ୍ଟି ହୋଇପାରେ ।

ମୀନ ରାଶି : ମାନସିକ ଚିନ୍ତା ରହିବ । ପରିବାରରେ ଦାୟିତ୍ଵ ବଢିବ । ଅଫିସରେ କାମ ବଢିବ । ଏହା ଆପଣଙ୍କ ଜୀବନକୁ ଉନ୍ନତ କରିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *