ଆଜିର ପ୍ରଶ୍ନ – ଗାଧୋଇବା ସମୟରେ ପରିସ୍ରା ଲାଗିବା କେଉଁ ରୋଗର ଲକ୍ଷଣ ଅଟେ ? ଏହା ସହ ଜାଣନ୍ତୁ ଆହୁରି 10ଟି ପ୍ରଶ୍ନ ଓ ଏହାର ଉତ୍ତର ।

ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକି ନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥିସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ ।

ଏହି ସବୁ ଜ୍ଞାନ ବର୍ଦ୍ଧକ ପ୍ରଶ୍ନ ଓ ଉତ୍ତର ଗୁଡିକ ଜୀବନର କୌଣସି ନା କୌଣସି ସମୟରେ ନିଶ୍ଚୟ କାମରେ ଆସିବ । ତେବେ ଏହି ସବୁ ଜ୍ଞାନ ଗୁଡିକ ଆହରଣ କରି ପାରୁଇଲେ ମନୁଷ୍ୟ ଜୀବନରେ ନିଶ୍ଚୟ ଉପକୃତ ହୋଇ ପାରିବ । ତେବେ ଚାଲନ୍ତୁ ଆଉ ସମୟ ବିଳମ୍ବ ନ କରି ସେହି ସବୁ ସାଧାରଣ ଜ୍ଞାନ ପ୍ରଶ୍ନ ଓ ତାହାର ଉତ୍ତର ସମ୍ପର୍କରେ ଜାଣି ନେବା ।

୧;- ମାତା ସୀତାଙ୍କୁ ଅଶୋକ ବାଟିକାରେ ହନୁମାନ କେଉଁ ଗଛ ମୂଳେ ବସିଥିବାର ଦେଖିଥିଲେ ?

ଉତ୍ତର;- ମାତା ସୀତାଙ୍କୁ ଅଶୋକ ବାଟିକାରେ ହନୁମାନ ଶିମଶପା ଗଛ ମୂଳରେ ବସିଥିବାର ଦେଖିଥିଲେ ।

୨;- କେଉଁ ପତ୍ରର ରସ ପିଇଲେ ମୁହଁର ଦୁର୍ଗନ୍ଧ ଦୂର ହୋଇଥାଏ ?

ଉତ୍ତର;- ତୁଳସୀ ପତ୍ରର ରସ ପିଇଲେ, ମୁହଁର ଦୁର୍ଗନ୍ଧ ଦୂର ହୋଇଥାଏ ।

୩;- ମନୁଷ୍ୟ ମୃତ୍ୟୁ ହେବାର କେତେ ଦିନ ପରେ ନୂଆ ଜନ୍ମ ମିଳିଥାଏ ?

ଉତ୍ତର;- ମନୁଷ୍ୟ ମୃତ୍ୟୁ ହେବାର ୩ ଦିନ ପରେ ନୂଆ ଜନ୍ମ ମିଳିଥାଏ ।

୪;- ଫ୍ରିଜରେ କେଉଁ ଗ୍ଯାସ ରହିଥାଏ ?

ଉତ୍ତର;- ଫ୍ରିଜରେ ଅମୋନିଆ ଗ୍ଯାସ ରହିଥାଏ ।

୫;- ତାଜମହଲରେ କେତୋଟି କୋଠାଘର ଅଛି ।

ଉତ୍ତର;- ତାଜମହଲରେ ୧୨୦ ଟି କୋଠାଘର ଅଛି ।

୬;- କେଉଁ ଦେଶରେ ଦଶଟି ଗଛ ଲଗାଇଲେ, ସରକାରୀ ଚାକିରୀ ମିଳିଥାଏ ?

ଉତ୍ତର;- ଫିଲିଫାଇନ୍ସ ଦେଶରେ ୧୦ ଟି ଗଛ ଲଗାଇଲେ । ସେଠାରେ ସରକାରୀ ଚାକିରୀ ମିଳିଥାଏ ।

୭;- ୱାଶିଂ ମେସିନ କେଉଁ ଦେଶ ଆବିଷ୍କାର କରିଥିଲା ?

ଉତ୍ତର;- ୱାଶିଂ ମେସିନ ଆମେରିକାରେ ପ୍ରଥମେ ଆବିଷ୍କାର ହୋଇଥିଲା ।

୮;- କେଉଁ ଦେଶରେ ଟ୍ୟାକ୍ସ ଲାଗେ ନାହିଁ ।

ଉତ୍ତର- ଓମାନ ଦେଶରେ ଟ୍ୟାକ୍ସ ଲାଗେ ନାହିଁ ।

୯;- ଭାରତର ସବୁଠାରୁ ଧନୀ କ୍ରିକେଟର କିଏ ?

ଉତ୍ତର;- ଭାରତର ସବୁଠାରୁ ଧନୀ କ୍ରିକେଟର ହେଉଛନ୍ତି ସଚିନ ତେନ୍ଦୁଲକର ।

୧୦;- ଗାଧୋଇବା ସମୟରେ ପରିସ୍ରା ଲାଗିବା କେଉଁ ରୋଗର ଲକ୍ଷଣ ?

ଉତ୍ତର;- ଗାଧୋଇବା ସମୟରେ ପରିସ୍ରା ଲାଗିବା ମୁତ୍ରନଳୀ ରୋଗର ଲକ୍ଷଣ ଅଟେ ।

ତେବେ ବନ୍ଧୁଗଣ ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଏହିଭଳି ଜ୍ଞାନପୂର୍ଣ୍ଣ ତଥ୍ୟ ପାଇବା ପାଇଁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *