ବାଛନ୍ତୁ ଯେ କୌଣସି ମାଙ୍କଡ ର ଚିତ୍ର ଆଉ ଜାଣନ୍ତୁ କିଏ ଆପଣଙ୍କୁ MISS କରୁଛି ? PERSONALITY TEST

ଆମେ ସମସ୍ତେ ଅନ୍ୟ ବିଷୟରେ କଣ ଭାବି ଥାଉ ।  ସେଥିପ୍ରତି ଜାଣିବା ଉପରେ ସବୁବେଳେ ଇଛା ରଖିଥାଉ । ହେଲେ ଅନ୍ୟ କାହା ମନର ଭାବନା ଜାଣିବା ଏତେ ମଧ୍ୟ ସହଜ ହୋଇ ନ ଥାଏ । ହେଲେ ଆଜି ଆପଣଙ୍କ ପାଇଁ ଆମେ ୩ ଗୋଟି ମାଙ୍କଡ ନେଇ ଆସିଛୁ । ଆପଣ ସେହି ୩ ଟି ମାଙ୍କଡ ମଧ୍ୟରୁ ନିଜ ମନ ମୁତାବକ ଗୋଟିଏ ମାଙ୍କଡକୁ ବାଛି ନିଅନ୍ତୁ । ଏଥିସହ ଆପଣଙ୍କୁ କିଏ ମିସ୍ କରୁଛି । ସେହି ସମ୍ପର୍କରେ ଜାଣି ନିଅନ୍ତୁ ।

1- ପ୍ରଥମ ମାଙ୍କଡ ;- ଆପଣଙ୍କ ଭାଗ୍ୟରେ ଆଗାମୀ ସମୟରେ ବହୁତ ଭଲ ଯଶ, ଖ୍ଯାତି ରହିଛି । ହେଲେ ଆପଣଙ୍କ କର୍ମ ଅନୁସାରେ ହିଁ ଆପଣଙ୍କୁ ସବୁକିଛି ଧୀରେ ଧୀରେ ପ୍ରାପ୍ତ ହୋଇବା ପାଇଁ ଯାଉଛି । ହେଲେ ସେହି ସବୁ ସୁଖ, ସୁବିଧା ପାଇଁ ଆପଣଙ୍କୁ ଆପଣଙ୍କର ପରିଶ୍ରମ ଜାରୀ ରଖିବାକୁ ପଡିବ । କାରଣ ଜୀବନରେ କିଛି ପାଇବା ହେଲେ ବହୁ ଗୁଡିଏ କଷ୍ଟ ପରିସ୍ଥିତିର ମଧ୍ୟ ସାମ୍ନା କରିବାକୁ ପଡିଥାଏ । ହଠାତ ଧନ ପ୍ରାପ୍ତିର ଶୁଭ ସମାଚାର ପାଇବାକୁ ଯାଉଛନ୍ତି । ଶରୀର ଆରୋଗ୍ୟ ରହିବ । ଦାମ୍ପତ୍ୟ ଜୀବନ ମଧ୍ୟ ଭଲ ରହିବ । ଅତି ନିକଟରେ ଆପଣଙ୍କର କୌଣସି ବନ୍ଧୁ ଙ୍କ ସହ ଝଗଡା ହୋଇଥିଲା । ଯାହା ପାଇଁ ଆପଣ ଦୁହେଁ ପରସ୍ପର ଠାରୁ ଦୂରେଇ ଯାଇଛନ୍ତି । ଏବେ ଆପଣଙ୍କର କୌଣସି ପ୍ରିୟ ବନ୍ଧୁ ହିଁ ଆପଣଙ୍କୁ ବହୁତ ମିସ୍ କରୁଛନ୍ତି ।

2- ଦ୍ଵିତୀୟ ମାଙ୍କଡ;- ଆପଣଙ୍କର ବ୍ୟବସାୟ କ୍ଷେତ୍ରରେ ଏତେ ଲାଭକର ସ୍ଥିତି ସବୁବେଳେ ରହୁନାହିଁ । ଯେଉଁ କାରଣରୁ ବର୍ତ୍ତମାନ ଆପଣ ଚିନ୍ତାରେ ରହୁଛନ୍ତି । ହେଲେ ଆପଣଙ୍କର ଚିନ୍ତାର ଦିନ ଧୀରେ ଧୀରେ ସବିବାକୁ ଯାଉଛି ଜାଣି ରଖନ୍ତୁ । କାରଣ ଆପଣଙ୍କର ଚାକିରୀ ହେଉ ବା ବ୍ୟବସାୟ ଉଭୟ କ୍ଷେତ୍ରରେ ଲାଭବାନ ହେବାକୁ ଯାଉଛନ୍ତି । ଜୀବନରେ ସାଙ୍ଗସାଥି କରିବା କଥା ତ ଠିକ ଅଛି । ହେଲେ ସବୁବେଳେ ଖରାପ ସାଙ୍ଗ ମାନଙ୍କ ଠାରୁ ନିଜକୁ ନିବୃତ୍ତ ରଖନ୍ତୁ । କଥା କଥାରେ ରାଗିବା ଶୈଳୀକୁ ମଧ୍ୟ ବଦଳାଇବାକୁ ପଡିବ । ଆପଣ ଟିକେ ଟିକେ କଥାରେ ରାଗି ଯାଇଥାନ୍ତି । ଯାହା ପାଇଁ ପରିବାର ଲୋକେ ଆପଣଙ୍କ ଠାରୁ ଦୂରେଇ ଯାଇଛନ୍ତି । ତେବେ ଆପଣଙ୍କର ଅତି ପ୍ରିୟଜନ ଯାହାକୁ ଆପଣ ବହୁତ ଭଲ ପାଆନ୍ତି । ସେ ହିଁ ଆପଣଙ୍କ କଥା ମନେ ପକାଉଛନ୍ତି ।

3- ତୃତୀୟ ମାଙ୍କଡ;- ଆପଣଙ୍କ ଭାଗ୍ୟ ଖୁବ ଶୁଭମୟ ହେବାର ସମ୍ଭାବନା ରହିଛି । ଜାତକରେ ଅନେକ କିଛି ଉନ୍ନତି କରିଲା ଭଳି ଯୋଗ ରହିଅଛି । ଆପଣଙ୍କୁ ଆପଣଙ୍କର ଲକ୍ଷସ୍ତଳରେ ପହଞ୍ଚିବାକୁ ବିଳମ୍ବ ହେଉଥିଲେ । ମଧ୍ୟ ଖୁବ ଶୀଘ୍ର ସଫଳତା ପାଇବା ପାଇଁ ଯାଉଛନ୍ତି । ଆପଣଙ୍କର ଖରାପ କଥା ପାଇଁ ଆପଣଙ୍କ ଠାରୁ ଦୂରେଇ ଯାଇଛନ୍ତି । ଯେଉଁ ବନ୍ଧୁ ଆପଣଙ୍କ ଠାରୁ କିଛି କାରଣ ଠାରୁ ଦୂରେଇ ଯାଇଥିଲେ । ସେହି ହିଁ ସବୁ କିଛି ଭୁଲି ଆପଣଙ୍କ ସହ ପୁଣି ବନ୍ଧୁତା କରିବା ପାଇଁ ଚାହୁଁଛନ୍ତି ।

ବନ୍ଧୁଗଣ ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *