ଆଜିଠାରୁ ଭୀଷଣ ବର୍ଷା, ଆଜି ରାତିରୁ କରିବ ତାଣ୍ଡବ

ଖରାଦିନ ଆସିଗଲେ ପ୍ରାୟ ସବୁ ସମୟରେ ବାତ୍ୟା କି ବର୍ଷା ଲାଗି ରହେ । ପ୍ରବଳ ବର୍ଷା ହେବ ସହିତ ବହୁତ ଧନ ଜୀବନ ମଧ୍ୟ ନଷ୍ଟ ହୋଇଥାଏ । ତା ପୂର୍ବରୁ ପାଣିପାଗ ବିଭାଗ ତା ସୂଚନା ଦେଇଥାଏ । ସେହିପରି ଆଗାମୀ ତିନିଘଣ୍ଟାରେ ଏହିସବୁ ଜିଲାରେ ଘଡଘଡି ବର୍ଷା ସହ ବଜ୍ରପାତର ସମ୍ଭାବନା । ତେବେ ଆସନ୍ତୁ ଜାଣିବା କଣ ରହିଛି ପାଣିପାଗ ବିଭାଗର ଖବର । ଘଡଘଡି  ଓ ବଜ୍ରପାତ ନେଇ ଆଗାମୀ ତିନିଘଣ୍ଟା ଲାଗି 11 ଜିଲାକୁ ୟେଲୋ ୱାର ନିଙ୍ଗ ଜାରି କରିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ।

କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ନୂଆପଡା, କନ୍ଧମାଳ, ଗଜପତି, କନ୍ଧମାଳ, ଦେବଗଡ ଆଦି ୧୧ ଜିଲାରେ  ଇୟେଲୋ ୱାର୍ନିଙ୍ଗ ଜାରି ରହିଛି । ବଜ୍ରପାତକୁ ଦେଖି ଲୋକ ମାନଙ୍କୁ ସୁରକ୍ଷିତ ଜାଗାକୁ ଯିବାକୁ ପରାମର୍ଶ ଦିଆଯାଇଛି ।

ସମୁଦ୍ର ପତନର ୦.୯ କିଲୋମିଟର ଉପରେ ଉତର ମଧ୍ୟ ମହାରାଷ୍ଟ୍ର ଦେଇ ଘୁର୍ନିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୧୪ ତାରିଖ ଯାଇ ବିଭିନ୍ନ ଜିଲାରେ ବର୍ଷା ହେବ ମାନେ ଆଜି  ବିଭିନ ଜିଲାରେ ବର୍ଷାର ସମ୍ଭାବନା ରହିଛି । ତେବେ ୧୪ ତାରଖ ଲାଗି ୧୪ ଜିଲାକୁ ନେଇ ୟୋଲୋ ୱାର୍ନିଙ୍ଗ ଦିଆଯାଇଛି । ଏହି ସବୁ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ସେଥିପାଇଁ ସତର୍କତା ମଧ୍ୟ ଅବଲମ୍ବନ କରିବାକୁ ମଧ୍ୟ କୁହାଯିଛି ।

ସେହି ସବୁ ଜିଲ୍ଲା ଗୁଡିକ ହେଉଛି ବାଲେଶ୍ଵର, ଯାଜପୁର,ଭଦ୍ରକ, କଟକ, କେନ୍ଦ୍ରାପଡା, ଜଗତସିଙ୍ଗପୁର, ସୁନ୍ଦରଗଡ, କେବ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ସତର୍କ ସୂଚନା ଦିଆଯାଇଛି । ତେବେ ଏହା ଥିଲା ଆଜିର ସବୁଠୁ ବଡ ଖବର ଆଗାମୀ ତିନି ଘଣ୍ଟାରେ ଏହି ସବୁ ଜିଲ୍ଲାକୁ ରହିଛି ଘଡ ଘଡି ବର୍ଷା । ୧୧ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ତେବେ ଏବେ କିଛି ଦିନ ହେବ ଯେଉଁଭଳି ଭାବେ ତାପମାତ୍ରା ବଢୁଛି ସମସ୍ତ ଜନସାଧାରଣଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ କହିଛି, ଘରୁ ବାହାରିବା ପୂର୍ବରୁ ଛତା, ପାଣି ଆଦି ସାଙ୍ଗରେ ନେଇ ଯାଆନ୍ତୁ ।

ଆଗକୁ ଏହି ତାପମାତ୍ରାରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିବ । କେବେ ଗରମ ତ କେବେ ବର୍ଷା । ପାଗରେ ଏଭଳି ପରିବର୍ତ୍ତନ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ କରିପାରେ ସେଥିପାଇଁ ସତର୍କ ରୁହନ୍ତୁ । ଏହିଭଳି ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *