ଆମେ kiss କାହିଁକି କରିଥାଉ ? ବୈଜ୍ଞାନିକଙ୍କ ମତ ଅନୁସାରେ Kiss କଲେ ଶରୀରରେ ହୋଇଥାଏ ଏହି ପରିବର୍ତ୍ତନ

ବନ୍ଧୁଗଣ ଆପଣ ମାନେ ପ୍ରତେକ ପୁଅ ଓ ଝିଅଙ୍କ ମଧ୍ୟରେ କିସ କରିବା ଏକ ସାଧାରଣ କଥା ଅଟେ । କିନ୍ତୁ ଏହାକୁ କିଛି ନ୍ଯାଚୁରାଲ ମାନୁଥିବା ବେଳେ ଆଉ କିଛି ଲୋକ ଏହାକୁ ଆକର୍ଷଣ ମାନିଥାନ୍ତି । ପୁରୁଣା ଭାରତୀୟ ସଭ୍ୟତାରେ କିସ କରିବାର ସବୁଠାରୁ ବଡ ଉଧାରଣ ମିଳିଥାଏ । ଏକ ସର୍ଭେରୁ ଜଣା ପଡିଛି ୧୬୦ଟି କଲଚର ମଧ୍ୟରୁ ୪୦% ଲୋକ ପ୍ରେମ ଜାହିର କରିବା ପାଇଁ କିସ କରିଥାନ୍ତି । ଏମିତି କୁହାଯାଏ ଯେତେ ସିକନ୍ଦର ଭାରତ ଜିତିବାକୁ ଆସିଥିଲେ ସେ ସେତେବେଳେ କିସ କରିବାକୁ ଚିନ୍ତା କରିଥିଲେ । ସେହି ସମୟରେ ସିକନ୍ଦର ଓ ତାଙ୍କ ସୈନ୍ୟ ମାନେ ପୁରା ୟୁରୋପରେ କିସ ପ୍ରକ୍ରିୟା କରିଥିଲେ ।

ଏହି କାରଣରୁ ଅଷ୍ଟ୍ରେଲିୟା ଭଳି ଦେଶ ଗୁଡିକରେ କିସ ପ୍ରକ୍ରିୟା ପହଞ୍ଚି ପାରିନାହି । କାମ ସୂତ୍ର ଅନୁଯାୟୀ ସପୂର୍ଣ୍ଣ କିସକୁ ସମ୍ପନ୍ନ କରାଯାଇଛି । ଏମିତି ମାନ୍ୟତା ରହିଛି ଭାରତ ଠାରୁ କିସ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଅନ୍ୟ ଏକ ସର୍ଭେରୁ ଜଣା ପଡିଛି କେବଳ ମଣିଷ ନୁହେଁ ବରଂ ଅନ୍ୟ ପ୍ରଜାତି ମଧ୍ୟ କିସ କରିଥାନ୍ତି ଯାହା ସେମାନେ ପିଲାଦିନୁ ଶିଖିଥାନ୍ତି ।

ଯେମିତି ପକ୍ଷୀ ନିଜ ଛୁଆଙ୍କୁ ଖୁଆଇବା ସମୟରେ ମୁହଁରେ ଖୁଆନ୍ତି । ଏମିତିକି ମଣିଷର ନିଜର ପ୍ରିୟ ଲୋକ ମାଙ୍କଡ ଠାରେ ଏହି ପରମ୍ପରା ଦେଖାଯାଇଛି । ପୂର୍ବରୁ ଯେବେ ମଣିଷ ଖାଇବା ଶିଖି ନ ଥିଲା ସେତେବେଳେ ସେ ସ୍ତନ୍ୟପାନ କରି ପିଲାଙ୍କୁ ଖାଦ୍ୟ ଦେଉଥିଲା । କିସ କରିବାର ଆଉ ଏକ ଫ୍ୟାକ୍ଟ ହେଉଛି ପିଲା ଜନ୍ମ ହେବା ପରେ ୨୦ରୁ ୨୫ ସେମି ଦୂର ଯାଏଁ ଦେଖିପାରେ ।

ପୂର୍ବ କାଳରେ ମା ପିଲା ଜଙ୍ଗଲରେ ଥିଲେ ତାଙ୍କ ପରିବାରକୁ ଚିହ୍ନିବା ପାଇଁ କିସର ପ୍ରୟୋଗ କରାଯାଉଥିଲା । ବୈଜ୍ଞାନିକଙ୍କ ଅନୁଯାୟୀ କିଛି ଲୋକ କିସ କରି ଖୁସି ହୋଇଥାନ୍ତି ତ ଅନ୍ୟ କ୍ଷେତ୍ରରେ କିସ ପିଲାଙ୍କୁ ଏଥିପାଇଁ ଭଲ ଲାଗିଥାଏ କି ତାଙ୍କର ନିକଟତର ସମ୍ପର୍କ ପାଇଁ ଜରୁରୀ ଥିଲା । ଏକ୍ସପେରିମେଣ୍ଟ ରୁ ଜଣା ପଡିଛି ପିଲାଙ୍କୁ କିସ କରିବା ଦ୍ଵାରା ଜୀବନ ବଞ୍ଚିବା ସହ ଏକ ସାଇକୋଲୋଜିର ଆବଶ୍ୟକତା ଥିଲା ।

କିସ କରିବାର ଅନ୍ୟ ଏକ ଅର୍ଥ ହେଉଛି ପ୍ରେର ଇଜହାର କରିବା । କିନ୍ତୁ କିସ କରିବା ସମୟରେ ୮କୋଟି ବ୍ୟାକ୍ଟେରିୟା ପରସ୍ପର ମୁହଁକୁ ଯାଇଥାଏ । କିନ୍ତୁ ଏହି ସମୟରେ ଆମ ମସ୍ତିସ୍କରେ ଏମିତି ପ୍ରଶ୍ନ ଉଠିଥାଏ ଯାହାକୁ ଆମେ କିସ କରୁଛୁ ଏ ସୁସ୍ଥ ବ୍ୟକ୍ତି ଅଟନ୍ତି , ବୈଜ୍ଞାନିକଙ୍କ ମତରେ ପୂର୍ବରୁ କିସ ଜରିଆରେ ମଣିଷ ପରିବାର ତିଆରି କରିବାକୁ ଚାହୁଁଥିଲା ଯେମିତି ତାଙ୍କର ଗୁଣ ତାଙ୍କ ପିଲାଙ୍କ ଠାରେ ଆସିବ ।

ମଣିଷ ସେମାନଙ୍କ ପ୍ରତି ଆକର୍ଷିତ ହୋଇଥାଏ ଯେଉଁ ମାନଙ୍କ ପାଖରେ ଡିଏନଏ ତାର ପିଲାଙ୍କ ପ୍ରତି ସେଭ ହୋଇଥାଏ । କିସ କରିବାର ଆଉ ଏକ ଅର୍ଥ ହେଉଛି ଯାହା ପିଲା ତା ମା ଠାରୁ ଅନୁଭବ କରିଥାଏ । ଭାରତୀୟ ପରମ୍ପରାରେ କିସ କରିବାକୁ ନେଇ ଅନେକ କଥା ସାମନାକୁ ଆସିଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *