ନାରୀ ମାନଙ୍କର ଏହି 6ଟି ଜିନିଷ ପୁରୁଷଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ, ପୁରୁଷ ନିଶ୍ଚିନ୍ତ ଦେଖନ୍ତୁ!

ବନ୍ଧୁଗଣ ନାରୀ ଯେତେ ସୁନ୍ଦର ହୋଇଥିଲେ ମଧ୍ୟ ଯେବେ ପ୍ରେମ ଓ ସମ୍ପର୍କ କଥା ଆସିଥାଏ ସେହି ସମୟରେ ପୁରୁଷ ମାନେ ତାଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ଯେବେ ତାଙ୍କୁ ସେହି ଜିନିଷ ପସନ୍ଦ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ନାରୀ ମାନଙ୍କର ଏମିତି ଅଙ୍ଗ ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ପୁରୁଷ ମାନେ ପ୍ରଥମେ ଆକର୍ଷଣ ହୋଇଥାନ୍ତି । ନାରୀ ମାନଙ୍କର ଏମିତି ୬ଟି ଜିନିଷ ଯାହାକୁ ଦେଖି ପୁରୁଷ ମାନେ ଦିୱାନା ହୋଇଥାନ୍ତି । ଅଧିକାଂଶ ପୁରୁଷ ମାନଙ୍କୁ ଝିଅଅମାନଙ୍କର ଆଗ ଓ ପଛ ଭାଗ ଲମ୍ବା ହୋଇଥିଲେ ପସନ୍ଦ ଆସିଥାଏ ।

ଯେଉଁ ନାରୀ ମାନଙ୍କର ପଛ ଭାଗ ବରାବର ଭାବେ ଆଗକୁ ବାହାରିଥାଏ ସେମାନଙ୍କ ଆଡକୁ ପୁରୁଷ ଅଧିକ ଆକର୍ଷିତ ହୋଇଥାନ୍ତି । ଯଦି ନାରିଙ୍କ ପଛ ଭାଗ ଦରକାର ଠାରୁ ଅଧିକ ବଡ ହୋଇଥାଏ ତେବେ ପୁରୁଷ ଆକର୍ଷିତ ହୁଅନ୍ତି ନାହି । ନାରିଙ୍କର ସବୁଠାରୁ ମହତ୍ଵ ପୂର୍ଣ୍ଣ ଅଙ୍ଗ ଦେଖି ପୁରୁଷ ମାନେ ଆକର୍ଷିତ ହୋଇଥାନ୍ତି ତାହା ହେଉଛି ନାରୀଙ୍କ ସ୍ତନ ଯାହା କୌଣସି ଆଚମ୍ବିତ କରିବାର କଥା ନୁହେଁ ।

ଏଥିପାଇଁ ନାରୀଙ୍କୁ ଖରାପ ଲାଗିବା ଅନୁଚିତ । ଯେଉଁ ନାରିଙ୍କ ସ୍ତନ ବଡ ଓ ସମାନ ହୋଇଥାଏ ସେମାନଙ୍କ ଉପରେ ପୁରୁଷ ଆକର୍ଷିତ ହୋଇଥାନ୍ତି । କିନ୍ତୁ ଯେଉଁ ନାରିଙ୍କ ସ୍ତନ ଦରକାର ଠାରୁ ଛୋଟ ବା ବଡ ହୋଇଥାଏ ସେମାନଙ୍କ ଉପରେ ପୁରୁଷ ଆକର୍ଷିତ ହୋଇ ନ ଥାନ୍ତି । ଅଧିକାଂଶ ନାରୀ ମାନଙ୍କର ପତଳା ଅଣ୍ଟା ଦେଖି ପୁରୁଷ ମାନେ ଆକର୍ଷିତ ହୋଇଥାନ୍ତି ।

ଯେଉଁ ନାରିଙ୍କ କମର ମୋଟା ହୋଇଥାଏ ଏମିତି ନାରୀ ମାନଙ୍କୁ ପୁରୁଷ ବହୁତ କମ ପସନ୍ଦ କରିଥାନ୍ତି । କିନ୍ତୁ ପତଳା କମର ଥିବା ନାରିଙ୍କ ଉପରେ ପୁରୁଷ ବହୁତ ଜଲ୍ଦି ଆକର୍ଷିତ ହୋଇଥାନ୍ତି । ଏଭଳି ନାରୀ ଙ୍କ ଉପରୁ ପୁରୁଷଙ୍କ ନଜର ହଟେ ନାହି । ଅଧିକାଂଶ ପୁରୁଷ ମାନଙ୍କୁ ନାରିଙ୍କର ପତଳା କମ ଅଧିକ ଆକର୍ଷିତ କରିଥାଏ ।

ନାରୀ ମାନଙ୍କର ପତଳା ଓ ଲମ୍ବା ଗୋଡ ପୁରୁଷ ମାନଙ୍କୁ ଅଧିକ ଆକର୍ଷିତ କରିବାର କେନ୍ଦ୍ର ହୋଇଥାଏ । ଯେଉଁ ନାରୀ ଦେଖିବାକୁ ବହୁତ ସ୍ଲିମ ହୋଇଥାନ୍ତି ସେମାନଙ୍କ ଉପରେ ପୁରୁଷ ଅଧିକ ଆକର୍ଷିତ ହୋଇଥାନ୍ତି । ଯେଉଁ ନାରୀ ଫିଟିଙ୍ଗ ଓ ଟାଇଟ କପଡା ପିନ୍ଧିଥାନ୍ତି ସେମନଙ୍କ ଉପରେ ପୁରୁଷ ଅଧିକ ଫିଦା ହୋଇଥାନ୍ତି ।

ନାରିଙ୍କର ଜଙ୍ଘ ପତଳା ହୋଇଥାଏ ସେମାନଙ୍କ ଉପରେ ପୁରୁଷ ମାନେ ଆକର୍ଷିତ ହୋଇଥାନ୍ତି । ଯେଉଁ ନାରୀର ଓଠ ଗୋଲାପି ଓ ପତଳା ହୋଇଥାଏ ସେମାନଙ୍କ ଆଡକୁ ପୁରୁଷ ଅଧିକ ଆକର୍ଷିତ ହୋଇଥାନ୍ତି । ନାରୀମାନେ ନିଜର ଓଠରେ ବହୁତ କିଛି ଇସାରା କରିଥାନ୍ତି । ଏହି ଜିନିଷ ପୁରୁଷ ମାନଙ୍କୁ ଅଧିକ ପସନ୍ଦ ଆସିଥାଏ । ନାରିଙ୍କର ଆଖି ପ୍ରଥମେ ପୁରୁଷଙ୍କୁ ଆକର୍ଷିତ କରିଥାଏ ।

ଆଖିର ରଙ୍ଗର କିଛି ଅଲଗା ଆକର୍ଷଣ ରହିଥାଏ । ନୀଳ ଆଖି ଥିବା ଝିଅ ଉପରେ ପୁରୁଷ ଅଧିକ ଦିୱାନା ହୋଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *