ଯୋଡା କଦଳୀ କେଉଁଠି ଘର୍ଷଣ କରିଲେ କେଉଁ ଫଳ ମିଳିଥାଏ ? Ajira Anuchinta

କିଛି ଲୋକ ମାନେ ଜୀବନରେ ଅନେକ ମେହନତ କରି ଟଙ୍କା କମାଇଥାନ୍ତି କିନ୍ତୁ ଧନ ସଞ୍ଚୟ କରିପାରନ୍ତି ନାହି । ଯାହା କାରଣରୁ ଅଭାବ ଦେଖାଯାଏ । ଯଦି ଏମିତି ଦରିଦ୍ରତା କୌଣସି ଘରେ ଲାଗି ରାହୁଥାଏ ତେବେ ଛୋଟ ପିତଳ ଢାଳ ରେ କଏନ ଭର୍ତ୍ତ କରି ଢାଳକୁ ନେଇ ଘରର ପଶ୍ଚିମ ଦିଗରେ ରଖି ଦିଅନ୍ତୁ । ପ୍ରତି ଦିନ ସକାଳେ ସେଠାରେ ପ୍ରଣାମ କରନ୍ତୁ । ମାତ୍ର ମାସେ କି ଦୁଇ ମାସ ଏମିତି କରନ୍ତୁ ଦେଖିବେ ଦାରିଦ୍ରତା ଦୂର ହେବ ସହ ଧନର ଅଭାବ ଦୂର ହେବ ।

ଖାଇବା ସମୟରେ ଲୁଣ ଯାହା ଦିଆଯାଏ କିଛି ପ୍ରୟୋଗ କରି ବଳକା ଲୁଣକୁ ତଳେ ପକାଇ ଦେଇଥାନ୍ତି ବା ଲୁଣ ପକାଇବା ପରେ ଲୁଗାରେ ହାତ ପୋଛି ଦେଇଥାନ୍ତି । କିନ୍ତୁ ଲୁଣ କେବେ ତଳେ ପକାଇବା ଉଚିତ ନୁହେ କି ନିଜ ବସ୍ତ୍ର ରେ ଲୁଣ ହାତ ପୋଛିବା ଉଚିତ ନୁହେଁ । ଲୁଣ ତଳେ ପକାଇଲେ ରୁଣ ଭାର ବଢିବ । ଲୋକ ମାନେ ପୂଜା କରିବା ସମୟରେ ନଡିଆ,କଦଳୀ, ଉଖୁଡା ଭୋଗ ଲାଇଥାନ୍ତି ।

ଯଦି ଆପଣ ପୂଜା କରିବା ସମୟରେ ଯୋଡା କଦଳୀ ଆବ ଜାଆଁଳା କଦଳୀ ପାଉଛନ୍ତି ତେବେ ପୂଜା କରନ୍ତୁ । ବିଶେଷ ଭାବେ ମହାଦେବଙ୍କ ପୂଜା କରିଲେ ବହୁତ ଲାଭ ମିଳିଥାଏ । କାରଣ ଯୋଡା କଦଳୀ କୁ ଲକ୍ଷ୍ମୀ ନାରାୟଣ କୁହାଯାଏ । ଆଉ ହର ହର ହେଉଛନ୍ତି ଏକ ଆତ୍ମା । ଶିବଲିଙ୍ଗ ରେ ଜାଆଁଳା କଦଳୀ ଘର୍ଷଣ କରିଲେ ମହଦେବ ସନ୍ତୁଷ୍ଟ ହୋଇଥାନ୍ତି ।

ଉପନିଷଦ ଅନୁଯାୟୀ ନାରୀ ମାସିକ ଧର୍ମ ହେବାର ଚତୁର୍ଥ, ଷଷ୍ଠ, ଅଷ୍ଟମ, ଦଶମ ଓ ଦ୍ଵାଦଶ ଦିନ ସହବାସ କରିଲେ ଯଦି ସ୍ତ୍ରୀ ଗର୍ଭଧାରଣ କରେ ତେବେ ପୁତ୍ର ସନ୍ତନା ଜନ୍ମ ହୋଇଥାଏ । ଯଦି କୌଣସି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର କଳହ ବା ମନୋମାଳିନ୍ୟ ହେଉଥାଏ ତେବେ ଦୁଇଟି ମୟୁର ପର ଆଣି ନିଜର ବିବାହ ଫୋଟୋରେ ଲାଗାଇ ଦିଅନ୍ତୁ ।

ଏମିତି କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢିଥାଏ । ଆପଣଙ୍କର ପୁଅ ବା ଝିଅର ଜନ୍ମ ଦିନ ପାଳନ କରୁଛନ୍ତି ତେବେ ସବୁ କିଛି କରିବେ । କିନ୍ତୁ ପିଲାର ଜନ୍ମ ଦିନରେ ଖସା ତା ଦେହରେ ଲଗାଇବା ସହ ଖସା ଲଡୁ ଖାଇବାକୁ ଦିଅନ୍ତୁ । ଏମିତି କରିବା ଦ୍ଵାରା ପିଲା ଉପରେ ବିପଦ ଆସିବ ନାହି । ଜନ୍ମ ମାସ, ଦିନ ଓ ନକ୍ଷତ୍ରରେ ପୁଅ ଝିଅଙ୍କର ବିବାହ କରିବା ଅନୁଚିତ ।

ଆପଣ ମାନେ ଘରେ ଠାକୁର ପୂଜା କରିବା ସମୟରେ ବିନା କାରଣରେ ପିଲା କାନ୍ଦିଥାଏ ତେବେ ଅଶୁଭ ଘଟଣା ଘଟିବାର ସୂଚନା ମିଳିଥାଏ । ଏହାର ପ୍ରତିକାର ପାଇଁ ଘରୁ ଟିକେ ହଳଦୀ ଆଣି ଠାକୁର ଘରର କାନ୍ଥ ରେ ଲଗାଇ ଦେଲେ ସବୁ ଅଶୁଭ ଦୋଷ ଦୂର ହେବ । ନାରୀ ପୂଜା କରିବା ସମୟରେ ହନୁମାନଙ୍କ ଫୋଟୋରେ ଓ ପୁରୁଷ ଦୂର୍ଗାଙ୍କ ଫୋଟୋରେ ସିନ୍ଦୁର ଲଗାଇବେ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *