ସଫଳ ହେବା ପାଇଁ ଜୀବନକୁ ବାଜି ଲଗାଇବାକୁ ପଡିଥାଏ- Chanakya Niti

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେଉଁ ବ୍ୟକ୍ତି ଜୀବନରେ ବଡ ଅସଫଳତା ପାଇବା ପାଇଁ କାମନା କରିତହନ୍ତି ସେମାନେ ଜୀବନରେ ବଡ ସଫଳତା ହାସଲ କରିଥାନ୍ତି । ଏକ ନିରାସବାଦୀ ବ୍ୟକ୍ତି ପ୍ରତେକ ସମୟରେ କଠିନତା ଖୋଜିଥାଏ । କିନ୍ତୁ ଆଶାବାଦୀ ବ୍ୟକ୍ତି କଠିନ ସମୟରେ କୌଣସି ଅବସର ଖୋଜିବା ପାଇଁ ଚେଷ୍ଟା କରିଥାଏ । ଜଣେ ବ୍ୟକ୍ତି ନିଜର କଠିନ ପରିଶ୍ରମ ଓ ଉଦ୍ୟମ ଦ୍ଵାରା ନିଜ ଭାଗ୍ୟ ନିଜେ ଲେଖି ପାରିବ । ଯେଉଁ ବ୍ୟକ୍ତିର ଭାଗ୍ୟ ଲେଖିବାର ଇଚ୍ଛା ନ ଥିବ ତାର ଭାଗ୍ୟରେ ଖାଲି ପରିସ୍ଥିତି ସୃଷ୍ଟି ହୋଇଥାଏ ।

ଆମ ଜୀବନରେ ପରିବର୍ତ୍ତନ ଅକହଙ୍କ ଆସେ ନାହି । ବରଂ ଏଥିପାଇଁ ଆମେ ନେଇଥିବା ନିସ୍ପତି ଦାୟୀ ହୋଇଥାଏ । ଜୀବନରେ ଏତେ ବଡ ବିଶେଷଜ୍ଞ ହେବ ଉଚିତ ନୁହେଁ କି କିଛି ଶିଖିବାର ପ୍ରକ୍ରିୟା ଶେଷ ହୋଇଯିବ । କାରଣ ଶିଖିବାର ନାମ ହେଉଛି ଜୀବନ । ଜୀବନରେ ଖୁଶିର ସମୟ ସେତେବେଳେ ଆସେ ଯେତେବେଳେ ଆପଣଙ୍କ ପରିବାର ଆପଣଙ୍କୁ ସାଙ୍ଗ ମାନେ କରନ୍ତି ।

ଅନ୍ୟ କ୍ଷେତ୍ରରେ ଆପଣଙ୍କ ବନ୍ଧୁ ଆପଣଙ୍କୁ ପରିବାର ଭଳି ମନେ କରିବେ । ମଣିଷ ନିଜର ଭବିଷ୍ୟତ ବଦଳାଇ ପାରିବ ନାହି । କିନ୍ତୁ ନିଜର ଅଭ୍ଯାସକୁ ମଣିଷ ଚାହିଁଲେ ବଦଳାଇ ପାରିବ । ନିଶ୍ଚିନ୍ତ ରୂପରେ ଆମ ଅଭ୍ଯାସ ଆମ ଭବିଷ୍ୟତ ପରିବର୍ତ୍ତନ କରି ଦେବ । ଯାହା ଆମକୁ ସହଜରେ ମିଳିଥାଏ ତାହା ଅଧିକ ସମୟ ରହେ ନାହି । କିନ୍ତୁ ଯାହା ଅଧିକ ସମୟ ରହିଥାଏ ତାହା ସହଜରେ ମିଳେ ନାହି ।

ବ୍ୟକ୍ତି ଯାହା ଚିନ୍ତା କରିଥାଏ ତାହା ନିଜେ ହୋଇଯାଏ । ଯେମିତି ବ୍ୟକ୍ତି ନିଜକୁ କମ୍ଜୋର ମାନେ କରିଲେ ସେ ଭିତରୁ କମ୍ଜୋର ହୋଇଯାଏ । ଯଦି ବ୍ୟକ୍ତି ନିଜକୁ ଶକ୍ତିଶାଳୀ ମାନେ କରିବ ତେବେ ସେ ନିଜେ ଶକ୍ତିଶାଳୀ ହୋଇ ପାରିବ । ଯାହା ଆମ ଚିନ୍ତାଧାରା ତାହା ଆମର ନିକଟରେ ଥିଲେ ମଧ୍ୟ ବାସ୍ତବରେ ତାହା ଦୂରରେ ରହିଥାଏ ।

କିନ୍ତୁ ଯାହା ଆମ ହୃଦୟରେ ରହିଛି ତାହା ଆମର ନିକଟରେ ରହି ମଧ୍ୟ ବହୁତ ଦୂରରେ ରହିଥାଏ । ସଠିକ ଶିକ୍ଷକ ସେହି ହୋଇଥାଏ ଯିଏ ଆପଣଙ୍କ ପ୍ରଶ୍ନର ଉତ୍ତର ନ ଦେଇ ଆପଣଙ୍କ ମନରେ ଉତ୍ତର ଖୋଜିବାର ଇଚ୍ଛାକୁ ଜାଗୃତ କରିଥାଏ । ନିଷ୍କ୍ରିୟତା ମୃ-ତ୍ୟୁ ସମାନ ହୋଇଥାଏ । କିନ୍ତୁ ମେହନତ କରିବା ଜୀବନର ସଠିକ ମାର୍ଗ ହୋଇଥାଏ ।

ସେଥିପାଇଁ ମୂର୍ଖ ଲୋକେ ନିଷ୍କ୍ରିୟତା ରହିଥାଇ ଓ ବୁଦ୍ଧିମାନ ଲୋକେ ମେହନତୀ ହୋଇଥାନ୍ତି । କେବଳ ଖାଇବା, ପିଇବା ବା ଶୋଇବା ର ଅର୍ଥ ନୁହେଁ ଜୀବନ । ବରଂ ଜୀବନର ଅର୍ଥ ହେଉଛି ଏମିତି କିଛି କାମ କରିବା ଯାହା ଅନ୍ୟ ମାନଙ୍କ ପାଇଁ ସହାୟତା ଓ ନିଜ ପାଇଁ ସଫଳତା ହୋଇଥିବ । ବ୍ୟକ୍ତି ଜୀବନରେ ଆତ୍ମବିଶ୍ଵାସ ସହ ପ୍ରତେକ କାମର ଆରମ୍ଭ କରିବା ଉଚିତ । ଯାହା ଦ୍ଵାରା ସେ ନିଜ ଜୀବନରେ ସଫଳତା ପାଇବା ସହ ଅନ୍ୟ ମାନଙ୍କୁ ଖୁସି ଦେଇ ପାରିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *