ଆପଣ ବିଶ୍ୱାସ କରି ନ ପାରନ୍ତି… ହେଲେ ଏହି ମହିଳାଙ୍କ ହାତରୁ କ୍ଷୀର ପିଉଛନ୍ତି ଶ୍ରୀକୃଷ୍ଣ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଏ ଦୁନିଆରେ ଭକ୍ତ ଓ ଭଗବାନଙ୍କ ସମ୍ପର୍କ କିଛି ନିଆରା ଆଉ ଅଲଗା ରହିଥାଏ ତାହା ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ଯେଉଁ ଭକ୍ତ ନିଷ୍ଠା ସହକାରେ ଭଗବାନ ଙ୍କ ପୂଜା କରିଥାନ୍ତି ଭଗବନା ନିଶ୍ଚୟ ତାର ଡାକ ଶୁଣିଥାନ୍ତି ଓ ତାର ସବୁ ଦୁଖ କଷ୍ଟ ହରଣ କରିଥାନ୍ତି ଏହି ପ୍ରଥା ପ୍ରାଚୀନ କାଳ ରୁ ଚାଲି ଆସୁଛି । ତେବେ ବର୍ତ୍ତମାନ ସମୟରେ ଯାଜପୁର ରେ କିଛି ଏଭଳି ଅଦଭୁତ ଘଟଣା ସାମନା କୁ ଆସିଛି । ଭକ୍ତ ହାତରୁ କ୍ଷୀର ପିଉଛନ୍ତି ଭଗବାନ ଶ୍ରୀକୃଷ୍ଣ । ଆପଣ ମାନେ ବି ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ ।

ଏମିତି ଭଗବାନ ଶ୍ରୀ କୃଷ୍ଣ ଏହି ମହିଳା ଙ୍କ ହାତରୁ କ୍ଷୀର ପିଉଛନ୍ତି । ନନ୍ଦ ଉଶ୍ଚବ ଅବସରରେ ଦେଖିବାକୁ ମିଳିଛି ଏମିତି ଅଲୌକିକ ଘଟଣା । ଏହି ଘଟଣା ତି ଦେଖିବାକୁ ମିଳିଛି ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଙ୍ଗାପୁର ପଞ୍ଚାୟତ ବଙ୍ଗାଳୀ ସାହି ଦୀପ୍ତି ପ୍ରଭା ଦାସ ସବୁ ଦିନ ପରି ଗତ କାଲି ମଧ୍ୟ ନିଜ ପୂଜା ଘରେ ପୂଜା କରୁଥିବା ବେଳେ ଆଣ୍ଠୁଆ ଗୋପାଳ ଙ୍କ ମୂର୍ତ୍ତି କୁ କ୍ଷୀର ପାନ କରିଥିଲେ ।

ଏହି ମୂର୍ତ୍ତି ତାଙ୍କ ହାତରୁ କ୍ଷୀର ପାନ କରିବାର ଦୃଶ୍ୟ ଦେଖା ଯାଇଛି । ଏହା ଦେଖିବା ପରେ ଦୀପ୍ତି ପ୍ରଭା ଭାବୁକ ହେବା ସହ ନିଜ ପରିବାରକୁ ଏହି ବିଷୟରେ ଜଣାଇ ଥିଲେ । ଏହା ସହ ପଡୋଶୀ ମାନେ ଏଭଳି ଅଲୌକିକ ଘଟଣା ଦେଖିବା ପାଇଁ ଦୀପ୍ତି ପ୍ରଭା ଙ୍କ ଘରେ ଭିଡ ଲଗାଇ ଥିଲେ । ସ୍ଥାନୀୟ ଅଞ୍ଚଳ ରେ ଏବେ ଏହି ଘଟଣା କୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସତରେ ଦୀପ୍ତି ଙ୍କ ହାତରୁ ଭଗବାନ ଶ୍ରୀ କୃଷ୍ଣ ଯେପରି କ୍ଷୀର ପାନ କରୁଛନ୍ତି ଏହି ଦୃଶ୍ୟ ଦେଖିବାକୁ ଖୁବ ମନୋଲୋଭା ହୋଇଛି । ଏ ବାବଦରେ ଦୀପ୍ତି କହିଛନ୍ତି ଗତ କାଲି ସେ ଜନ୍ମାଷ୍ଟମୀ ପୂଜା ସାରି ରାତି ରେ ଘରକୁ ଫେରିବା ପରେ ତାଙ୍କୁ ନିଦ ହେଲା ନାହି । କାରଣ ସେ କେମିତି ସକାଳୁ ଆଣ୍ଠୁଆ ଗୋପାଳ ଙ୍କୁ କ୍ଷୀର ପାନ କରାଇବେ ତାହା ବିଷୟରେ ଭାବୁଥିଲେ ।

ଆଉ ସକଳ ପୂଜା କରି ସାରିବା ପରେ ସେ ଭଗବାନ କୃଷ୍ଣ ଙ୍କୁ ନିଜ ହାତରେ କ୍ଷୀର ପିଆଇଥିଲେ ଯାହାକୁ ସ୍ଵୟଂ ଭଗବାନ ଗ୍ରହଣ ମଧ୍ୟ କରିଥିଲେ । ଆଗକୁ ଦୀପ୍ତି କହିଛନ୍ତି ସେ ବହୁତ ଖୁସି ଅଛନ୍ତି କାରଣ ଭଗବାନ ଙ୍କ କୃପା ତାଙ୍କ ଉପରେ ଓ ତାଙ୍କ ପରିବାର ଉପରେ ରହିଛି ବୋଲି ସେ ଘଟଣା ରୁ ଜାଣି ପାରିଲେ ।

ଦୀପ୍ତି ଏତେ ଭାବ ବିହ୍ଵଳ ହୋଇ ପଡିଛନ୍ତି ଏହି ଘଟଣା କୁ ନେଇ ତାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । କିପରି ଭଗବାନ କୃଷ୍ଣ ତାଙ୍କ ହାତକୁ କ୍ଷୀର ପାନ କରୁଛନ୍ତି ଶ୍ରଦ୍ଧା ସହକାରେ । ବନ୍ଧୁଗଣ ଆପଣ ମାନଙ୍କର ଭଗବାନ ଶ୍ରୀକୃଷ୍ଣଙ୍କର ଅପୂର୍ବ ଲୀଳା କୁ ନେଇ ମତାମତ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *