ଆପଣଙ୍କ ମନର ଇଛା ପୂରଣ ହେବ କି ନାହିଁ, ଭଗବାନଙ୍କୁ ସ୍ମରଣ କରି କୌଣସି ନମ୍ବର ବାଛନ୍ତୁ… Tarot card reading

ବନ୍ଧୁଗଣ ଆପଣଙ୍କର ଯଦି କିଛି ଇଛା ରହିଛି । ତାହା ପୁରା ହେବ କି ନାହିଁ ତାହାକୁ ନେଇ ମନରେ ବହୁତ ଦ୍ଵନ୍ଦ ରହିଥାଏ । ତେବେ ଆପଣଙ୍କୁ ଏଠାରେ 4 ଗୋଟି ନମ୍ବର ଲେଖା ଥିବା କଳସ ଦିଆଯାଇଛି । 1, 2, 3 ଓ 4 ଏହି ନମ୍ବର ମଧ୍ୟରୁ କୌଣସି ଏକ ନମ୍ବରର କଳସ ବାଛିକି ଆପଣ ନିଜର ଇଛା ସମ୍ପର୍କରେ ଜାଣିପାରିବେ । ଯେ ଆପଣଙ୍କର ଇଛା ପୂରଣ ହେବ କି ନାହିଁ । ଯଦି ଇଛା ପୂରଣ ହେବ ତେବେ କେବେ ହେବ ଏହି ସବୁ ବିଷୟରେ ଟାରୋଟ କାର୍ଡର ରିଡିଙ୍ଗ ମାଧ୍ୟମରେ ଜାଣିପାରିବେ ।

1- ଆପଣଙ୍କର ଯାହା ବି କିଛି ଇଛା ରହିଛି । ତାହା ବହୁତ ଶୀଘ୍ର ହିଁ ପୁରା ହେବାକୁ ଯାଉଛି । ତେବେ ହୁଏତ ଆପଣଙ୍କ ଇଛା ପୂରଣ ହୋଇସାରିଛି । ବାସ୍ ତାହା ଆପଣଙ୍କ ନଜରକୁ ଶୀଘ୍ର ଆସିବାକୁ ଯାଉଛି । ବହୁତ ସୁନ୍ଦର ଇଛାଟି ଆପଣଙ୍କର ରହିଛି । ଯାହା ପୂରଣ ହେଲେ ସେଥିରେ ସମସ୍ତଙ୍କର ଖୁସି ରହିଛି ।

2- ଆପଣଙ୍କ ମନରେ ଯାହା ବି ୱିଶ ରହିଛି । ତାହା ଆପଣଙ୍କର ପୁରା ତ ନିଶ୍ଚୟ ହେବ । ହେଲେ ସେଥିପାଇଁ ଆପଣଙ୍କୁ ଧର୍ଯ୍ୟର ସହ ଅପେକ୍ଷା କରିବାକୁ ପଡିବ । ଆପଣ ସେଥିଉପରେ ଯେମିତି କାମ କରୁଛନ୍ତି । ସେମିତି ଜୀବନରେ ଆଗକୁ ବଢି ଚାଲନ୍ତୁ । ବହୁତ ଏକ ଭଲ ସମୟରେ ଆପଣଙ୍କ ଇଛା ପୂରଣ ହେବାକୁ ଯାଉଛି ।

3- ଆପଣଙ୍କର ଯାହା ବି ୱିଶ ରହିଛି । ତାହା ଯେମିତି ପୁରା ହେଉ ହେଉ ଅଟକି ଯାଉଛି । ସେହିପରି କିଛି କଥା ଏଠାରେ ନଜର ଆସୁଛି । ତେଣୁ ଆପଣଙ୍କର ଯାହା ବି ଇଛା ରହିଛି । ତାହା ସଂପୂର୍ଣ୍ଣ ପୁରା ନହେବା ପର୍ଯ୍ୟନ୍ତ ଅନ୍ୟ ଆଗରେ ଅଧିକ କୁହନ୍ତୁ ନାହିଁ । କାରଣ କିଛି କିଛି କଥା ରହିଥାଏ । ତାହା ପୂରଣ ହେବ ପର୍ଯ୍ୟନ୍ତ ଆପଣଙ୍କୁ ଭଲ ଭାବେ ଅପେକ୍ଷା କରିବାକୁ ପଡିବ । ମନରେ ପଜିଟିଭ ଧାରଣା ରଖି କାମ କରନ୍ତୁ । ନିହାତି ଆପଣଙ୍କର ଇଛା ପୂରଣ ହୋଇପାରିବ ।

4- ଆପଣଙ୍କ ମନରେ ଯାହା ବି ଇଛା ରହିଛି । ତାହା ପୂରଣ ହେବାର ସମ୍ଭାବନା ଯଦିଓ କମ୍ ରହିଛି । ହେଲେ ଯଦି ତାହା ଆପଣଙ୍କ ଭାଗ୍ୟରେ ଥିବ । ତେବେ ନିହାତି ଭାବେ ପୂରଣ ତାହା ହୋଇବ । ହେଲେ ଆପଣଙ୍କର ଏମିତି ଏକ ଇଛା ରହିଛି । ଯାହା ପୂରଣ ହୋଇପାରିବା ଏତେ ବି ସହଜ ଏଠାରେ ଦେଖାଯାଉନାହିଁ । ଆପଣ ମଧ୍ୟ ସେହି କଥାକୁ ନେଇ ଦ୍ଵନ୍ଦରେ ରହୁଥାଇ ପାରନ୍ତି । ତେଣୁ ଯଦି ଆପଣଙ୍କ ଇଛା କୌଣସି ଭଲ କାମ ପାଇଁ ହୋଇଥାଏ । ତେବେ ସେଥିପାଇଁ ଆପଣଙ୍କୁ ସେହି ଦିଗରେ ବହୁତ ପରିଶ୍ରମ କରିବାକୁ ପଡିବ ।

ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *