କେବେ ହବ ଆପଣଙ୍କ ବିବାହ, ଜାଣନ୍ତୁ ସ୍ଵପ୍ନର ଶୁଭ ଏବଂ ଅଶୁଭ ସଂକେତ ବିଷୟରେ

ବିବାହ ସ୍ଵପ୍ନ ସମସ୍ତଙ୍କ ମନରେ ହୋଇଥାଏ, ସମସ୍ତେ ବିବାହ ବିଷୟରେ ବହୁତ କଥା ଭାବି ଥାନ୍ତି । ସବୁ ଯୁବା ଏହା ଜାଣିବା ପାଇଁ ଇଛା କରନ୍ତି ଯେ ତାଙ୍କ ଜୀବନସାଥୀ କିଏ ହବ ଓ କେମିତିକା ହବ ? ଯାହାକୁ ହୃଦୟ ମନେ ମନେ ପସନ୍ଦ କରେ କଣ ସେ ଜୀବନସାଥୀ ହବ ? ତେବେ ଏହି ଭଳି ବହୁତ ପ୍ରକାର ପିଆରଏସଏନ ସମସ୍ତଙ୍କ ମନରେ ଆସିଥାଏ ଯାହା ଉତ୍ତର କେବଳ ଭଗବାନ କୁ ଜଣା ଥାଏ ।

ତେବେ ଭଗବାନ ସ୍ଵପ୍ନ ଦ୍ଵାରା ଆମକୁ ସଂକେତ ଦିଅନ୍ତି ଯେ ବିବାହ କାହା ସହ ହବ ଏବଂ ବିବାହ ଶୀଘ୍ର ହବ ବା ଡେରି ରେ । ତେବେ ଆସନ୍ତୁ ଜାଣିବା କେମିତି ।

୧. ସ୍ଵପ୍ନ ରେ ଇନ୍ଦ୍ର ଧନୁସ ଦେଖିବା ବହୁତ ଶୁଭ ହୋଇଥାଏ, ଏହାର ଅର୍ଥ ଜୀବନରେ ବିବାହ ସମ୍ବନ୍ଧିତ ଅଭିଳାଶା ପୂର୍ଣ ହବ, ଏହାର ଅର୍ଥ ଆପଣଙ୍କ ବିବାହ ଶୀଘ୍ର ହବ, ମୟୂର ପଙ୍ଖ ମଧ୍ୟ ଶୀଘ୍ର ବିବାହ ସଂକେତ ଅଟନ୍ତି ।

୨. ସ୍ଵପ୍ନରେ ଯିଏ ନିଜକୁ ଖୁସି ହୋଇ ନାଚିବାର ଦେଖି ଥାଏ ତା ବିବାହ ଶୀଘ୍ର ହୋଇଥାଏ ଓ ଦାମ୍ପତ୍ୟ ଜୀବନ ବହୁତ ସୁଖମୟ ହୋଇଥାଏ ।

୩. ସ୍ଵପ୍ନ ରେ ବାହାର କରା ଯାଇଥିବା ବସ୍ତ୍ର ଦେଖିବା ଅର୍ଥ ବହୁତ ସୁନ୍ଦର ଏବଂ ସୁଶୀଳ ସ୍ତ୍ରୀ ପ୍ରାପ୍ତ ହୋଇଥାଏ ।

୪. ସ୍ଵପ୍ନ ରେ ସୁନା ଆଭୁଶନ ଉପହାର ପ୍ରାପ୍ତ କରିବାର ଦେଖିଲେ ସେହି ଝିଅ ବିବାହ ଧନୀ ଲୋକ ସହ ହୋଇଥାଏ ।

୫. ସ୍ଵପ୍ନ ରେ ମେଳା ରେ ବୁଲିବା ଶୁଭ ହୋଇଥାଏ, ଯୋଗ୍ୟ ଜୀବନସାଥୀ ପ୍ରାପ୍ତ ହୋଇଥାଏ ।

୬. ସ୍ଵପ୍ନରେ ଯେଉଁ ପୁରୁଷ ବା ସ୍ତ୍ରୀ କୌଣସି ସବ ଯାତ୍ରା ଦେଖନ୍ତି ତାଙ୍କ ଦାଂପତ୍ଯ ଜୀବନ ଝଗଡା ରେ ବ୍ଯତୀତ ହୋଇଥାଏ ।

୭. ସ୍ଵପ୍ନ ରେ କୌଣସି ସୁରାଙ୍ଗଦ୍ଵାର ଗଲେ ଦାଂପତ୍ଯ ଜୀବନ ସୁଖ ରେ ବାଧା ଆସିଥାଏ ।

୮. ସ୍ଵପ ରେ ପୂଜାରୀ, ପାଦରି ବା ମାଲବି କୁ ଦେଖିଲେ ନିଜ ଦୁଷ୍କର୍ମ ଦ୍ଵାରା ଦାଂପତ୍ଯ ଜୀବନ ଖରାପ ହୋଇଥାଏ ।

୯. ସ୍ଵପ୍ନରେ ନିଜକୁ ହୀରା ବା ହୀରା ଆଭୁଶନ ଉପହାର ପ୍ରାପ୍ତ କରିବାର ଦେଖିବା ଅଶୁଭ ହୋଇଥାଏ ଭାସିଯା ରେ ଏମିତି ଲୋକଙ୍କ ଜୀବନ ସୁଖମୟ ହୋଇନଥାଏ ।

୧୦. ପୁରୁଷ ସ୍ଵପ୍ନ ରେ ନିଜ ଦାଢି ବନେଇବା ବା କୌଣସି ଅନ୍ୟ ଲୋକ ବନାନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନ ସମସ୍ତ ପ୍ରକାର ଦୁଃଖ ଏବଂ କଷ୍ଟ ରେ ବ୍ୟତିତ ହବ ।

Leave a Reply

Your email address will not be published. Required fields are marked *