ଏହି ୪ ଟି କଥା, ଯାହା ଆପଣଙ୍କୁ ନିଜ ଜୀବନ ସାଥୀଙ୍କୁ କେବେବି କହିବା କଥା ନୁହେଁ…

ଆମେ କେତେବେଳେ କେଉଁ ପରିସ୍ଥିତିରେ ରହିଥାଉ ଥାଉ ଯାନୀ ହୁଏନି ଆଉ କ୍ରୋ-ଧ-ରେ କିଛିବି କହି ଦେଇଥାଉ ଆଉ ପରେ ପସ୍ତେଇ ଥାଉ । ବିବାହ ହୋତିଏ ଏମିତି ପବିତ୍ର ବନ୍ଧନ ଶେଠୀ ବିଶ୍ଵାସ, ଭଲ ପାଇବା ଆଉ ସମାନତା ରଖିବା ପାଇଁ ଜୀବନ ସାଥି ତରଫରୁ ବହୁତ ପ୍ରୟାସ କରାଯାଇଥାଏ ।

ଏମିତି ବହୁତ କଥା ଥାଏ ଆମେ ବହୁତ ଜୋସରେ କହିଦେଉଥାଉ ଝା ଜୀବନ ସାଥୀକୁ କ୍ଷତି ହୋଇଥାଏ । କିନ୍ତୁ କେବେ କେବେ ଏମିତି ଝଗଡା କରିବା ଦ୍ଵାରା ଆମେ ବହୁତ କଥା କହିଦେଉଥାଏ । କିନ୍ତୁ ଝଗଡା ସମୟରେ ଗୋଟେ ସୀମିତ ରହିବା ଦରକାର ।


ସବୁବେଳେ ତୁମର ଭଲ :- ଏମିତି କଥା ହେବା ଦ୍ଵାରା ଜୀବନ ସାଥି ସହିତ ଝଗଡା ଆଉ ଅଶାନ୍ତି ହୋଇଥାଏ । ଏସବୁକୁ ଭୁଲି ଭଲରେ ରହିବାକୁ ଓ ଶାନ୍ତିରେ ରହିବାକୁ ଚେଷ୍ଟା କରନ୍ତୁ । ଆଉ ଦେଖନ୍ତୁ ତୁମର କେଉଠି ଭଉଳ ରହୁଛି । ଜୀବନ ସାଥି ସହିତ ସିଧା ଓ ଶାନ୍ତିର ସହ କୌଣସି ବିଷୟରେ କଥା ହୋଇପାରିବେ । ଯେଉଁ ଜିନିଷ ପାଇଁ ଆପଣଙ୍କର ଝଗଡା ହେଉଛି ଆପଣ ଏହି କଥା ଉପରେ ଦୁଇଜଣ ଭଲରେ ମିଶି କଥା ହୋଇପାରିବେ । ଯଦି ଆବଶ୍ୟକ ପଡେ ତେବେ କାଉନ୍ସିଲର ସଜେସନ ନିଅନ୍ତୁ ।


ମୋତେ ଦୁଖ ଲାଗୁଛି, କିନ୍ତୁ … ହଁ ଏମିତି ହୋଇଥାଉ ଆମେ ଭୁଲ କରି ଜୀବନ ସାଥୀଙ୍କୁ ଭୁଲ ମଗାଇ ଥାଉ । ଆଉ ମାହୋଲକୁ ଶାନ୍ତ କରିବା ଭାବି ଜୋର ରେ କଥା କହି ଅଶାନ୍ତ କରିଥାଉ ମହୋଲ । କେବେ କେବେ ନିଜ କାର୍ଯ୍ୟ ଠିକ ଭାବେ ଚିହ୍ନି ପାରିନଥାଉ ଆଉ ନ ଜାଣି କହିଥାଉ ଲାଗୁଛିକି ଆପଣ ଭଲ ନୁହନ୍ତି ।


କଣ ଆପଣ ପୁଣି ଯାଉଛନ୍ତି :- କଣ ଆମେ ଏହି କଥା ଉପରେ ଗମ୍ଭୀରତା ର ସହିତ ପ୍ରତିବନ୍ଧକ ଲଗାଇ ପାରିବ । ଆଉ ସେଇ ଜିନିଷକୁ ବନ୍ଧ କରିଦେବ ପତି ପତ୍ନୀ ଭିତରେ ସେଇ ଜିନିଷ ନହେବା ପାଇଁ । ଆଉ ସବୁ ବେଳେ ଚେଷ୍ଟା କରିବା ସେଇ ଜିନିଷ ପୁଣି ଥରେ ନହେଉ । ପତି ପତ୍ନୀ ଭିତରେ ବହୁତ ବୁଝି ସୁଝି କାମ କରନ୍ତୁ ଆଉ ନିଜ ଭିତରେ ବୁଝାମଣା ଠିକ ରଖିଲେ ସଂସାର ଠିକ ସେ ଚାଲିବ । ଏମିତି କରିବେ ଜୀବନରେ ବହୁତ ପରିବର୍ତନ ଆସିପାରେ । ଆଗକୁ ଏମିତି ରହିବା ପାଇଁ ଆମ ପେଜକୁ ଲାଇକ ଆଉ ସେୟର କରନ୍ତୁ ।

Leave a Reply

Your email address will not be published. Required fields are marked *