ଆପଣଙ୍କୁ କିଏ ଏକ ତରଫା ପ୍ରେମ କରୁଛି କି ! ଜାଣିବା ପାଇଁ କୌଣସି ଏକ ନମ୍ବରକୁ ବାଛନ୍ତୁ… Tarot reading.

ଯଦି ଆପଣଙ୍କୁ କିଏ ଏକ ତରଫା ପ୍ରେମ କରୁଛନ୍ତି । ତେବେ ଆପଣଙ୍କୁ ଏଠାରେ ଦିଆଯାଇଥିବା 1, 2, 3, 4 ଓ 5 ନମ୍ବର ମଧ୍ୟରୁ କୌଣସି ଏକ ନମ୍ବରଙ୍କୁ ଆପଣଙ୍କୁ ଚୁଜ୍ କରିବାକୁ ପଡିବ । ସେହି ନମ୍ବର ଅନୁଯାଇ ଆପଣଙ୍କୁ ଯିଏ ଏକ ତରଫା ପ୍ରେମ କରୁଛନ୍ତି । ସେ ଆପଣଙ୍କୁ ଭଲ ପାଉଛନ୍ତି କି ନାହିଁ ଜାଣିପାରିବେ । ତାଙ୍କର ବର୍ତ୍ତମାନର ସ୍ଥିତି କଣ ଅଛି କୌଣସି ଗୋଟେ ନମ୍ବର ବାଛିକି ଜାଣିପାରିବେ ।

1- ଏହି ନମ୍ବରକୁ ଚୁଜ୍ କରିଥିବା ଲୋକଙ୍କୁ କହିବାକୁ ଚାହୁଁଛୁ । ଆପଣଙ୍କୁ ଯିଏ ଏକ ତରଫା ପ୍ରେମ କରୁଛନ୍ତି ବୋଲି ଲାଗୁଛି । ସେ ଆପଣଙ୍କୁ ତାଙ୍କ ଆଡୁ ଲାଇକ୍ ତ କରୁଛନ୍ତି । ହେଲେ ସେ କେବେବି ଆପଣଙ୍କୁ ତାଙ୍କ ମନର କଥା ଖୋଲିକି କହିପାରିବେ ନାହିଁ । ହୁଏତ ସେ କୌଣସି ରିଲେସନସିପରେ ଅଲରେଡି ଅଛନ୍ତି । ଯେଉଁ କାରଣରୁ ଆପଣଙ୍କୁ ନିଜ ଭଲ ପାଇବା କଥା କହିପାରୁନାହାନ୍ତି ।

2- ଆପଣଙ୍କୁ ଯିଏ ଏକ ତରଫା ଭଲ ପାଉଛି ବୋଲି ଲାଗୁଛି । ସେ ବ୍ୟକ୍ତି ଜଣଙ୍କ ଆପଣଙ୍କୁ ପସନ୍ଦ କରନ୍ତି । ଯେଉଁ ଜାଗାରେ ଆପଣ ପଢୁଛନ୍ତି କି କାମ କରୁଛନ୍ତି । ସେହି ଜାଗାର ବ୍ୟକ୍ତି ଏ ହେଇପାରନ୍ତି । ଆପଣଙ୍କ ସହ ମିଳାମିଶା କଥାବାର୍ତ୍ତା ହେବାକୁ ତାଙ୍କୁ ପସନ୍ଦ । ହେଲେ ସେ ହୃଦୟରୁ ଆପଣଙ୍କୁ ପ୍ରେମ କରନ୍ତି ନାହିଁ ।

3- ଆପଣ ଯାହାଙ୍କ କଥା ଜାଣିବାକୁ ଚାହିଁଛନ୍ତି । ସେ ଆପଣଙ୍କୁ ଏକ ତରଫା ଭଲ ପାଉଛନ୍ତି କି ନାହିଁ । ତେବେ ଏଠାରେ ଯେଉଁ ଏନର୍ଜି ଅଛି । ଏହା ଏକ ତରଫା ପ୍ରେମ ହୋଇନପାରେ । ଉଭୟଙ୍କର ପରସ୍ପର ପ୍ରତି ଭଲ ପାଇବା ଅଛି । ହେଲେ ସେଥିମଧ୍ୟରୁ କାହାକୁ ଜଣେ ପ୍ରଥମେ ମୁହଁ ଖୋଲି କହିବାକୁ ପଡିବ ।

4- ଆପଣ ଯାହାଙ୍କ ବିଷୟରେ ଜାଣିବାକୁ ଚାହୁଁଛନ୍ତି । ତାଙ୍କ ମନରେ ପ୍ରେମକୁ ନେଇ ସେପରି କିଛି ଖାସ୍ କଥା ନଥିଲା । ହେଲେ ଯେବେ ଠାରୁ ସେ ଆପଣଙ୍କୁ ଦେଖିଛନ୍ତି । ହୁଏତ ସେ ଆପଣଙ୍କୁ ଲାଇକ୍ କରିବାରେ ଲାଗିଛନ୍ତି । ହେଲେ ସେ ଆଗରୁ ଏଭଳି ସ୍ଵଭାବର ନଥିଲେ ।

5- ଏହି ବ୍ୟକ୍ତି ଜଣଙ୍କର ଆପଣଙ୍କ ପ୍ରତି ଆକର୍ଷଣ ଅଛି । ସେ ଆପଣଙ୍କୁ ମନେ ମନେ ଚାହୁଁଛନ୍ତି । ହେଲେ ତାଙ୍କ ଜୀବନରେ ଏପରି କେହି ଅଛନ୍ତି । ଯାହାଙ୍କୁ ଛାଡି ସେ ଆପଣଙ୍କ ପାଖକୁ ଆସିପାରିବେ ନାହିଁ । ଯଦି ସେହି ଲୋକ ସହ ତାଙ୍କ ସମ୍ପର୍କରେ କିଛି ପ୍ରୋବ୍ଲେମ ଆସେ । ତାପରେ ସେ ଆପଣଙ୍କ ପାଖକୁ ଆସିପାରନ୍ତି । ହୁଏତ ଆଗାମୀ ସମୟରେ ସେହି ବ୍ୟକ୍ତି ଆପଣଙ୍କୁ ନିଜେ ଆସି ପ୍ରପୋଜ ମଧ୍ୟ କରିବେ ।

ପୋଷ୍ଟଟି ପସନ୍ଦ ଆସିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *