ସେଇଟା କେଉଁ ଜିନିଷ ଯାହା କି ତୁମର ! ହେଲେ ତାହାକୁ ଅନ୍ୟ ମାନେ ବ୍ୟବହାର କରନ୍ତି, Dhaga Dhamali

ବନ୍ଧୁଗଣ ଆପଣ ମାନଙ୍କ ପାଇଁ କିଛି ଜ୍ଞାନଭରା ତଥ୍ୟ ସହ କିଛି କୌତୁହଳ କଥା ମଧ୍ୟ ଏଠାରେ ନେଇକି ଆସିଛୁ । ଯାହାକି ଆପଣଙ୍କ ବ୍ୟସ୍ତବହୁଳ ଜୀବନରେ କିଛି କୌତୁହଳ କଥାର ପ୍ରୟାସ ମଧ୍ୟରେ ଜ୍ଞାନ ଭରିଦେବାର ଆଶା ରଖିଛୁ । ତେବେ ବନ୍ଧୁଗଣ ଆଉ ସମୟ ବିଳମ୍ବ ନକରି ଚାଲନ୍ତୁ ଆପଣଙ୍କ ପାଇଁ ନେଇକି ଆସିଥିବା ସେହି ଜ୍ଞାନପୂର୍ଣ୍ଣ ପ୍ରଶ୍ନ ଓ ତାହାର ଉତ୍ତର ବିଷୟରେ ଏଠାରେ ଆଲୋଚନା କରି ଜାଣିବା ।

1- କାହା ପାଖରେ ରିଙ୍ଗ ଅଛି । ହେଲେ ପିନ୍ଧିବା ପାଇଁ ଆଙ୍ଗୁଠି ନାହିଁ ?

ଉତ୍ତର;- ମୋବାଇଲ ।

2- ସେଇଟା କେଉଁ ଜିନିଷ ଯାହା ତୁମର କିନ୍ତୁ ବ୍ୟବହାର ଅନ୍ୟ ମାନେ କରନ୍ତି ?

ଉତ୍ତର;- ତୁମ ନାମ ।

3- ତାହା କଣ ଯାହାର ମୁଣ୍ଡ ଏବଂ ଲାଞ୍ଜ ଅଛି । କିନ୍ତୁ ଶରୀର ନାହିଁ ?

ଉତ୍ତର;- ମୁଦ୍ରା ।

4- କେଉଁ ବ୍ଯାଙ୍କରେ ପଇସା ନାହିଁ ?

ଉତ୍ତର;- ରିଭର ବ୍ଯାଙ୍କ ଅର୍ଥାତ ନଦୀକୁଳ ।

5- ସେ କାହା ସହିତ ଝଗଡା କରେ ନାହିଁ ତଥାପି ସମସ୍ତେ ତାକୁ ମାରିଥାନ୍ତି । ସେ କିଏ ?

ଉତ୍ତର;- ଢୋଲ ।

6- କେଉଁ ଜୀବ ସବୁବେଳେ କାନ୍ଦୁଥାଏ ?

ଉତ୍ତର;- କୁମ୍ଭୀର ।

7- ଗୋଟିଏ ପୋଲରେ ଗୋଟିଏ କାର ଯାଇପାରିବ । ଗୋଟିଏ ଧଳାକାର ଏବଂ ଗୋଟିଏ କଳାକାର । ଏକାଠି କେମିତି ଯିବେ ?

ଉତ୍ତର;- କଳାକାର ଜଣଙ୍କ ଧଳାକାର ଟିକୁ ଚଳାଇ ଯିବେ ।

8- ନିଜ ଇଛାରେ ଅଣ୍ଡା ଦିଏ କିଏ ?

ଉତ୍ତର;- ରାଣୀ ମହୁମାଛି ।

9- ପାଣି ପିଉନଥିବା ଉଭୟଚର ପ୍ରାଣୀ କିଏ ?

ଉତ୍ତର;- ବେଙ୍ଗ ।

10- ତାହା କଣ ଯାହାକୁ ଆମେ ଦେଖିପାରିବା । କିନ୍ତୁ ଛୁଇଁପାରିବା ନାହିଁ ?

ଉତ୍ତର;- ସ୍ଵପ୍ନ ।

11- ଆପଣ ଆନନ୍ଦ ଲଡୁ କେବେ ଖାଉଥିଲେ ?

ଉତ୍ତର;- ଯେବେ ଆପଣ ସଫଳ ହେବା ପରେ ଲୋକମାନେ ଧନ୍ୟବାଦ ଦିଅନ୍ତି ।

12- କେଉଁଠିକି 100 ଲୋକ ଗଲେ ଫେରନ୍ତି 99 । ସେଇଟା କେଉଁ ସ୍ଥାନ ?

ଉତ୍ତର;- ଶ୍ମଶାନ ।

13- କେଉଁଠିକି 100 ଲୋକ ଗଲେ 101 ଲୋକ ଫେରନ୍ତି ?

ଉତ୍ତର;- ବାହାଘର ।

14- ମୁଁ ଆଲୋକ ଦ୍ଵାରା ବଞ୍ଚିଥାଏ । ଆଲୋକ ଦ୍ଵାରା ମରିଥାଏ । ମୁଁ କିଏ ?

ଉତ୍ତର;- ଛାଇ ।

15- କେଉଁ ପ୍ରାଣୀ ଅଣ୍ଡିରା ହେଲେ ମଧ୍ୟ ଛୁଆ ଜନ୍ମ କରେ ?

ଉତ୍ତର;- ସମୁଦ୍ରି ଘୋଡା ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ ବୋଲି ଆଶା କରୁଛୁ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଗୋଟିଏ ଲାଇକ୍ ଓ ଅନ୍ୟ ମାନଙ୍କ ସହ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।

 

Leave a Reply

Your email address will not be published. Required fields are marked *