ଆସନ୍ତା କାଲି ଦଶହରା ପର୍ବ, ଏହି 5 ରାଶିରେ ମା ଦୂର୍ଗା କରିବେ ଧମାଲ…

ବନ୍ଧୁଗଣ ଆସନ୍ତା କାଲି ହେଉଛି ପବିତ୍ର ଦଶହରା ପର୍ବ । ଏଥର ଦଶହରା ରେ ମା ଦୂର୍ଗା ଙ୍କ କୃପା ରହିବାକୁ ଯାଉଛି 5ଟି ରାଶିଙ୍କ ଉପରେ । ଏମାନଙ୍କର ସବୁ କଷ୍ଟ ଦୂର କରିବେ ମା ଦୂର୍ଗା । ମା ଦୂର୍ଗାଙ୍କର ଅସୀମ କୃପା ଏହି ରାଶିଙ୍କ ଉପରେ ରହିବ । ଜଗତ ଜନନୀ ମା ଦୂର୍ଗା ଏଥର ଧରା ପ୍ରୁଷ୍ଠ ରେ ଅବତରଣ କରି ସାରିଛନ୍ତି । ଆସନ୍ତା କାଲି ଦଶହରା ପର୍ବ ରେ ମା ଦୂର୍ଗାଙ୍କର ବିଜୟା ଦଶମୀ ଭାବେ ପାଳିତ ହେବାକୁ ଯାଉଛି । ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ ।

ତୁଳା ରାଶି : ଆପଣଙ୍କ ପାଇଁ ସମୟ ଶୁଭ ରହିବ । ମା ଦୂର୍ଗାଙ୍କର କୃପା ବର୍ଷା ହେବ । ଆପଣ ମାନେ ମାଲାମାଲ ହୋଇଯିବେ । ଆପଣଙ୍କୁ ଭୁଲ ନିସ୍ପତି ନେବା ଠାରୁ ବଞ୍ଚିତ ରହିବାକୁ ହେବ । ହଠାତ ବଡ ଧରଣର ଧନ ଲାଭ ହେବ । ପାରିବାରିକ ଜୀବନ ସୁଖ ଶାନ୍ତି ରେ କଟିବ । ଆତ୍ମବିଶ୍ଵାସ ରେ ବୃଧଜି ହେବ । ଆସୁଥିବା ସମୟ ବହୁତ ଭଲ ରହିବ ।

ମେଷ ରାଶି : ଆସନ୍ତା ସମୟରେ ଆପଣଙ୍କ ପାଇଁ ସମୟ ଶୁଭ ରହିବ । ବ୍ୟାପାରରେ ବଡ ଧରଣର ଲାଭ ହେବ । ଚାକିରି କରୁଥିବା ଲୋକଙ୍କର ଆୟରେ ବୃଦ୍ଧି ହେବ । ସବୁ ସମସ୍ୟାର ସମାଧାନ ହେବ । ସୁଖର ଦିନ ଆରମ୍ଭ ହେବ ଆସନ୍ତା କାଲି ଠାରୁ । ପାରିବାରିକ ସୁଖ ସୁବିଧା ପାଇବେ । ମା ଦୂର୍ଗାଙ୍କ କୃପାରୁ ଆପଣ ମାନେ ମାଲାମାଲ ରାସ୍ତାରେ ଚାଲିବେ । ବିଦ୍ୟାର୍ଥୀ ପରୀକ୍ଷାରେ ସଫଳତା ହାସଲ କରିବେ ।

କନ୍ୟା ରାଶି : ଆପଣଙ୍କୁ ବଡ ବଡ ସମସ୍ୟାରୁ ମୁକ୍ତି ମିଳିବ । ଅଟକିଥିବା କାମ ସହଜରେ ସମଧନ ହେବ । ଛାତ୍ର ଛାତ୍ରୀ ମାନେ ପରୀକ୍ଷାରେ ସଫଳ ହବେବେ । ଧନ ଅର୍ଜନ ପାଇଁ ଭଲ ସମୟ ରହିବ । ମା ଦୂର୍ଗାଙ୍କ କୃପାରୁ କିଛି ବଡ ପରିବର୍ତ୍ତନ ହେବ । ଯାହା ଆପଣଙ୍କ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହେବ ।

ବିଛା ରାଶି : ଆପଣ ମାନଙ୍କ ପାଇଁ ଚାକିରିରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । ସବୁ ସମସ୍ୟାର ଅନ୍ତ ହେବ । ଯେଉଁ ଭୁଲ ଆପଣ କରିଛନ୍ତି ଏହି ସମୟରେ ସୁଧୁରି ପାରିବ । ପରାକ୍ରମରେ ବୃଦ୍ଧି ହେବ । ଆସନ୍ତା ସମୟରେ ବଡ ଲାଭ ମିଳିବ । ଆପଣଙ୍କୁ ବଡ ନିସ୍ପତି ନେବାକୁ ପଡିବ । ଚାକିରିରେ ଭଲ ପଦ ମିଳିପାରେ । ସବୁ କାର୍ଯ୍ୟ ସଫଳତା ର ସହ କରିବେ ।

କୁମ୍ଭ ରାଶି : ମା ଦୂର୍ଗା ଙ୍କ କୃପା ଆପଣଙ୍କ ଉପରେ ବର୍ଷିବାକୁ ଯାଉଛି । ଆଗାମୀ ଦିନରେ ଆପଣ ଧନରେ ମାଲାମାଲ ହେବାକୁ ଯାଉଛନ୍ତି । ଏହି ସମୟରେ ନୂଆ ବ୍ୟାପାର ଆରମ୍ଭ କରିବାକୁ ଚାହୁଁଛନ୍ତି ବା ଚାକିରିରେ ପ୍ରମୋଶନ ଚାହୁଁଛନ୍ତି ତେବେ ସେଥିରେ ବୃଦ୍ଧି ଦେଖିବାକୁ ମିଳିବ । ମାଙ୍କର କୃପାରୁ ଆପଣଙ୍କୁ ଅନେକ ଜାଗାରେ ଧନର ଲାଭ ହେବ । ପୁରୁଣା କାମ ହୋଇଯିବ ଯାହା ଅନେକ ଦିନରୁ ପଡି ରହିଥିଲା ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *