ପ୍ରତିଦିନ ଯଦି ଆପଣ ଆଲମଣ୍ଡ ଖାଉଛନ୍ତି ତେବେ କେଉଁ କେଉଁ ଫାଇଦା ମିଳିବ ?

ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଆଲମଣ୍ଡ ବା ପେସ୍ତା ବାଦାମ ଖାଇଥିବେ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଆଲମଣ୍ଡ ଖାଇଲେ ଆମ ଶରୀର କୁ କେଉଁ କେଉଁ ଫାଇଦା ହୋଇଥାଏ । ବ୍ଲଡ଼ ପ୍ରେସର କମ ହୋଇଥାଏ, କୋଲେଷ୍ଟ୍ରୋଲ କୁ କଣ୍ଟ୍ରୋଲ କରିଥାଏ ଆଲମଣ୍ଡ । ଏହା ସହ ଆମ ସ୍କିନ ପାଇଁ ଆଲମଣ୍ଡ ବେଶ ଲାଭଦାୟକ ହୋଇଥାଏ । ଆଲମଣ୍ଡ ରେ ଭରି ରହିଛି ହେଲଥି ଫ୍ୟାଟ, ପ୍ରୋଟିନ, ଫାଇଭର, କପର, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଫସଫରସ ଓ ଭିଟାମିନ୍ସ ।

ପ୍ରତେକ ଦିନ ଗୋଟେ ଲେଖାଏଁ ଭିଜା ଯାଇଥିବା ଆଲମଣ୍ଡ ଖାଇଲେ ହଜମ କ୍ରିୟା ଭଲ ରହିଥାଏ । ଏହାକୁ ସେବନ କରିଲେ ହାଡ ମଧ୍ୟ ମଜବୁତ ହୋଇଥାଏ । ରକ୍ତଚାପ କୁ ସଠିକ ରଖିଥାଏ । ତେବେ ଆମ ସୈର ପାଇନ ଆଲମଣ୍ଡ ବହୁତ ଭଲ ହୋଇଥାଏ । ହେଲେ ଏହାକୁ କିଭଳି ଖାଇବା ଦରକାର ଆସନ୍ତୁ ଜାଣିବା । ଆଲମଣ୍ଡ କୁ ଖାଇବା ପୂର୍ବରୁ ଏହାକୁ ରାତି ରେ ପାଣି ରେ ଭିଯାଇ ଦିଅନ୍ତୁ ।

ସକାଳୁ ଏହାର ଚୋପା ଛଡାଇ ଦେଇ ସେବନ କରି ପାରିବେ । ଏହାର ଫାଇଦା ଆମ ଶରୀରକୁ ମିଳିଥାଏ । ଆଲମଣ୍ଡ ର ଉପକାରିତା ହେଉଛି ଏହା ଖାଇବା ଦ୍ଵାରା କୋଲେଷ୍ଟ୍ରୋଲ କୁ କମାଇଥାଏ, ହାର୍ଟ ସୁସ୍ଥ ରଖିଥାଏ, ବ୍ଲଡ଼ ସୁଗାର କୁ ନିୟନ୍ତ୍ରିତ କରିଥାଏ, ଓଜନ କମାଇବାରେ ସାହାର୍ଯ୍ୟ କରେ, ଦ୍ରୁଷ୍ଟି ଶକ୍ତି ପାଇଁ ମଧ୍ୟ ଭଲ ହୋଇଥାଏ । ଆଲମଣ୍ଡ ରେ ଭିଟାମିନ-ଏ, ବି-1, ବି-6 ଭଳି ପୋଷାକ ତତ୍ତ୍ଵ ରହିଥାଏ ।

ଯାହା କେଶ ପାଇଁ ବହୁତ ଭଲ ହୋଇଥାଏ । ଏହା ଖାଇବା ଦ୍ଵାରା କେଶ ଝଡିବା ବନ୍ଦ ହେବ ସହ ହେୟାର ଗ୍ରୋଥ ମଧ୍ୟ ହୋଇଥାଏ । ଏମିତି କି ସ୍କିନ ପାଇଁ ଆଲମଣ୍ଡ ଖାଇବା ବେଶ ଲାଭଦାୟକ ହୋଇଥାଏ । ତ୍ଵଚା ରେ ଥିବା ଡେଡ ସ୍କିନ କୁ ବାହାର କରିବାରେ ଏହା ସାହାର୍ଯ୍ୟ କରେ । ଆଲମଣ୍ଡ ବାଦାମ ଖାଇବା ସହ ଏହାର ତେଲ କୁ ମଧ୍ୟ ପ୍ରତିଦିନ ଖାଇବାରେ ସାମିଲ କରି ହେବ ।

ଏହା ଆମ ଶରୀରକୁ ଗରମ ରଖିଥାଏ । ଖରା ଦିନରେ ଆଲମଣ୍ଡ କମ ଖାଇବା ଉଚିତ । ଏହା ଖାଇବା ଦ୍ଵାରା ନଖ, ହେୟାର, କେଶ ଗ୍ରୋଥ ହୋଇଥାଏ । ସ୍କିନ ଡ୍ରାଏ ଥିଲେ ଆଲମଣ୍ଡ ତେଲ କୁ ମୁହଁ ରେ ଲଗାଇଲେ ସୁଫଳ ମିଳିଥାଏ । ବ୍ରଣ, ପିମ୍ପଲସ ପାଇଁ ମଧ୍ୟ ଆଲମଣ୍ଡ ଖାଇବା ଉଚିତ । ଏହା ଦ୍ଵାରା ଧୀରେ ଧୀରେ ଦାଗ କମି ଯାଇଥାଏ । ଆଲମଣ୍ଡ ସହ କିସ୍ମିସ ମଧ୍ୟ ଖାଇବା ଉଚିତ ।

ଏହାକୁ ପାଣି ରେ ଭିଯାଇ ଖାଇଲେ ଝିଅ ମାନଙ୍କ ପାଇଁ ବେସ ଜରୁରୀ ହୋଇଥାଏ । କିସମିସ କୁ ପାଣି ର ମଧ୍ୟ ସେବନ କରିଲେ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *