ଶ୍ରାବଣ ଶିବ ଭଗବାନଙ୍କର ମାସ ହୋଇଥାଏ ଏହି ମାସରେ ଲୋକ ବୋଲ ବମ ଯାଇ ଥାନ୍ତି ଓ ଭଗବାନ ଶିବଙ୍କୁ ଜଳ ଅର୍ପଣ କରିଥାନ୍ତି, ତେବେ ଶିବ ଭକ୍ତ ଭଉତ ସରଳ ଓ ରାଗି ହୋଇଥାନ୍ତି । ତେବେ ଭଗବାନ ଶିବଙ୍କୁ ଭୋଳେନାଥ ମଧ୍ୟ କୁହାଯାଏ କାହିଁକିନା ଭଗବାନ ଶିବ ବୋହୁତ ଭୋଳା ଅଟନ୍ତି, ଶାସ୍ତ୍ରରେ ମଧ୍ୟ ଅଛି ବହୁତ ରାକ୍ଷାଶ ମାନେ ମଧ୍ୟ ଘୋର ତପସ୍ୟା କରି ଶିବଙ୍କ ଠାରୁ ବର ପ୍ରାପ୍ତ କରିଥିଲେ ।

ତେବେ ଭଗବାନ ଭୋଳେନାଥଙ୍କୁ ପ୍ରସନ୍ନ କରିବା ପାଇଁ ବେଲ ପତ୍ର ବହୁତ ଆବଶ୍ୟକ ଅଟେ, ଭଗବାନ ଭୋଳେନାଥଙ୍କୁ ବେଲ ପତ୍ର ବହୁତ ପସନ୍ଦ ହୋଇଥାଏ, ଆଜି ଆମେ ଆପଣଙ୍କୁ ଭଗବାନ ଭୋଲେନାଥଙ୍କ ଶିବଲିଙ୍ଗ ଉପରେ ବେଲ ପତ୍ର କେମିତି ଅର୍ପଣ କରିବା ଉଚିତ ଓ କେଉଁ ମୁହୂର୍ତ ଓ ଦିନରେ ବେଲପତ୍ର ତୋଳିବା ଉଚିତ ତାହା କହିବାକୁ ଯାଉଛୁ, ଶାସ୍ତ୍ର ଅନୁଯାଇ ବେଲ ପତ୍ର ଷୋମବାରରେ ଜମା ବି ତୋଳିବା ଉଚିତ ନୁହ ଏହା ଆପଣଙ୍କ ପୂଜା ସଫଳ କରିନଥାଏ । ଯେବେ ବି ବେଲ ପତ୍ର ତୋଳିବେ ଗଛକୁ ନମ ନିଶ୍ଚିନ୍ତ କରିବେ, ଏହା ଛଡା ବେଲ ପତ୍ର ଏମିତି ତୋଳିବା ଉଚିତ ଯାହା ଦ୍ଵାରା ଗଛକୁ କଷ୍ଟ ହବ ନାହିଁ ।

ଏହା ଛଡା ପତ୍ର ତୋଳିଲା ବେଳେ ଭୁଲରେ ବି ଡାଳ ଭାଙ୍ଗିବେ ନାହି ବେଲ ପତ୍ର ଭଗବାନ ଶିବଙ୍କୁ ବହୁତ ପ୍ରିୟ ଅଟେ ସେଥିପାଇଁ ତାଙ୍କ ଭକ୍ତ ମାନେ ବେଲ ପତ୍ର ନିଶ୍ଚିନ୍ତ ଅର୍ପଣ କରନ୍ତି, ତେବେ ଷୋମବାର ଛଡା ଅନ୍ୟ ଦିନ ଯେମିତି ସଙ୍କରାନ୍ତି, ପୁର୍ଣିମା ଏହି ଭଳି ସବୁ ଦିନରେ ବେଲ ପତ୍ର ତୋଳିବା ଉଚିତ ନୁହ ଗୋଟେ ଦିନ ଆଗରୁ ତୋଳା ହୋଇଥିବା ବେଲ ପତ୍ର ଅର୍ପଣ କରିବା ଉଚିତ ।

ବେଲ ପତ୍ର ପାଇଁ ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଆପଣ ଠାରେ ଅର୍ପଣ ହୋଇଥିବା ବେଲ ପତ୍ର ଆଉ ଥରେ ଅର୍ପଣ କରି ପାରିବେ କେବଳ ଏହାକୁ ଭଲ ଭାବରେ ଧୋଇ ଆପଣ ଏହାକୁ ବହୁତ ଥର ବ୍ୟବହାର କରି ପାରିବେ । ବେଲ ପତ୍ର କେବେ ବି ଶିବଲିଙ୍ଗ ଉପରେ ଓଲଟା ରଖନ୍ତୁ ନାହିଁ ସବୁବେଳେ ପତ୍ର ଚିକଣ ଭାଗ ଶିବଲିଙ୍ଗ ଉପରେ ରଖି ପୂଜା କରନ୍ତୁ ଦେଖିବେ ଆପଣଙ୍କ ଜୀବନ ସବୁ ଦୁଃଖ କଷ୍ଟ ଦୂର ହବ ଓ ଆପଣଙ୍କୁ ଶାନ୍ତି ଓ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।