ଦେଶର ପ୍ରଧାନ ମନ୍ତ୍ରୀ କୌଣସି ଦେଶର ପରିଚୟ ହୋଇଥାନ୍ତି, ପ୍ରଧାନ ମନ୍ତ୍ରୀ ସୁରକ୍ଷା ଦେଶର ପ୍ରମୁଖ କାର୍ଯ୍ୟ ହୋଇଥାଏ ଯେମିତିକା ଦେଶର ବିଶାଳତା ସେମିତି ପ୍ରଧାନ ମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ତା କରା ଯାଇଥାଏ ତେବେ ଆଜି ଆମେ ଆପଣଙ୍କୁ ଭାରତ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ତିଆରି କରା ଯାଇଥିବା ଗୋଟେ ଉଡା ଜାହାଜ ବିଷୟରେ କହିବାକୁ ଯାଉଛୁ, ଏହି ଜାହାଜ ଦେଖିବା ପାଇଁ ଅନ୍ୟ ଜାହାଜ ପରି ଅଟେ କିନ୍ତୁ ଏହାକୁ ନିର୍ମାଣ କରିବା ପାଇଁ ବହୁତ ବିଶେଷ ପ୍ରକାର ଜିନିଷ ବ୍ୟବହାର କରା ଯାଇଥାଏ ।

ତେବେ ଯେଉଁ ଦେଶ ଯେତେ ମଜବୁତ ହୋଇଥାନ୍ତି ସେ ସେତିକି ସୁରକ୍ଷା ନିଜ ପିଏମ ପାଇଁ କରିଥାନ୍ତି ତେବେ ପ୍ରାଧାନ ମନ୍ତ୍ରୀଙ୍କ ପ୍ଳେନ ଉପରେ ମଧ୍ୟ ଆକ୍ରମଣ ହୋଇପାରେ ସେଥିପାଇଁ ସଜାଗ ରହିବା ବହୁତ ଆବଶ୍ୟକ ଅଟେ, କୌଣସି ପ୍ଳେନ ଭଳି ଏହି ପ୍ଳେନ ନାହିଁ, ଏହାକୁ ବହୁତ ବୁଢୀ ଏବଂ ଟଙ୍କା ଖରଚ କରି ନିର୍ମାଣ କରା ଯାଇଛି ଏହି ଜାହାଜ ବାହାରୁ ଯେତେ ସାମାନ୍ୟ ଭିତରୁ ସେତିକି ବିଶେଷ ଅଟେ, ତେବେ ପିଏମଙ୍କ ଜାହାଜ ପ୍ରଥମ ଏବଂ ଅନ୍ତିମ କାମ ପ୍ରଧାନ ମନ୍ତ୍ରୀଙ୍କ ସୁରକ୍ଷା ଅଟେ, ଶତୃଙ୍କ ଆଖି ସାମ୍ନାରୁ ପିଏମକୁ

ବଞ୍ଚେଇବା ଏହା ଦେଶର ଲକ୍ଷ ହୋଇଥାଏ, ତେବେ ପିଏମକୁ ତାଙ୍କ ଲକ୍ଷ ପର୍ଯ୍ୟନ୍ତ ସୁରକ୍ଷିତ ପହଞ୍ଚେଇବା ପାଇଁ ଏମିତିକା ଜାହାଜ ନିର୍ମାଣ କରା ଯାଇଛି, ପୁରା ଜାହାଜକୁ ମୋର୍ଡନ ହତିଆର ଦ୍ଵାରା ବିଶେଷ ଲୁକ ଦିଆ ଯାଇଛି ଯାହା ଦ୍ଵାରା ଯେତେବେଳେ ଦରକାର ଏହାର ବ୍ୟବହାର କରା ଯାଇ ପାରିବ । ଏହି ଜାହାଜ ସବୁବେଳେ ଶତ୍ରୁମାନଙ୍କ ସାମ୍ନା କରିବା ପାଇଁ ରେଡି ରୁହନ୍ତି, କୁହାଯାଉଛି ଯେ ଏହି ଜାହାଜ ଉପରେ କୌଣସି ପ୍ରକାର ବିସ୍ଫୋଟ କାମ କରି ନଥାଏ, ଏହି ଜାହାଜ ଉପରେ ଗ୍ରେନେଟ ଭଳି ବିସ୍ଫୋଟକ ବମ୍ବ ମଧ୍ୟ ହାନି କରିନଥାଏ ।

ଏହି ପ୍ଳେନ କେବଳ ଗ୍ରେନେଟ ଭଳି ବିସ୍ଫୋଟକ ଜିନିଷ ନୁହ ମିସାଇଲ ଭଳି ଜିନିଷ ଦ୍ଵାରା ମଧ୍ୟ ଘାତ କରା ଯାଇ ପାରିବ ନାହିଁ, ତେବେ ଏହି ଜାହାଜ ଉପରେ ଏନ୍ଟି ମିସାଇଲ ସିଷ୍ଟମ କରା ଯାଇଛି ଯାହା ଦ୍ଵାରା କୌଣସି ପ୍ରକାର ମିସାଇଲ ଏହାକୁ ନଷ୍ଟ କରି ପାରିବ ନାହିଁ । ଏହି ସିଷ୍ଟମ ଅନୁଯାଇ ଜାହାଜ ଆଡକୁ ଆସୁଥିବା ମିସାଇଲକୁ ଜାହାଜ ଆଗରୁ ଜାଣି ପାରେ ଏବଂ ମିସାଇଲକୁ ପାଖକୁ ଆସିବା ଆଗରୁ ନଷ୍ଟ କରିଥାଏ । ଆଗକୁ ଏହିଭଳି ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।