ଦେଖନ୍ତୁ କଣ କଣ ଖାଇ ଯାଆନ୍ତି ଚୀନର ଲୋକେ- କମଜୋର ହୃଦୟବାଲା ଦୂରେଇ ରୁହନ୍ତୁ

ଚାଇନା ଦୁନିଆର ଏମିତି ଗୋଟେ ଦେଶ ଯେଉଣ୍ଠିକା ଲୋକ ସବୁ ପ୍ରକାର ଜୀବ ଜନ୍ତୁ ଖାଇବା ପସନ୍ଦ କରନ୍ତି ଏବଂ ଏହାର ଆନନ୍ଦ ନିଅନ୍ତି କିନ୍ତୁ ତାଙ୍କ ଏହି ଆନନ୍ଦ ପାଇଁ ଆଜି ପୁରା ଦୁନିଆ ଏହାର ପ୍ରଭାବରେ ଅଛନ୍ତି ତେବେ ଆପଣମାନେ ଏହା ସ୍ପଷ୍ଟ ଭାବରେ ଜାଣିଛନ୍ତି ଯେ କରୋନା ଭାଇରସ ଯାହା ପୁରା ବିଶ୍ଵରେ ବ୍ୟାପୀ ଅଛି ତାହା ଚୀନ ଦେଶରେ ଆରମ୍ଭ ହୋଇଥିଲା, ତେବେ ଆପଣ କେବେ ଭାବି ନଥିବେ ସେମିତିକା ଜିନିଷ ଚୀନରେ ଲୋକ ଖାନ୍ତି ଆକାଶ ଠାରୁ ସମୁଦ୍ର ପର୍ଯ୍ୟନ୍ତ ସବୁ ପ୍ରକାର ଜୀବ ସେବନ ଚୀନ ଲୋକ କରିଥାନ୍ତି । ତେବେ ଆସନ୍ତୁ ଏମିତି କିଛି ଜିନିଷ ବିଷୟରେ ଯାହା ଆପନାଙ୍କୁ ଆଶ୍ଚର୍ଯ୍ୟ କରୀଦବ ଯାହା ଚାଇନା ଲୋକ ବହୁତ ପସନ୍ଦ କରି ଖାନ୍ତି କିନ୍ତୁ ଅନ୍ୟ ଦେଶ ଏହାକୁ ଦେଖିଲେ ମଧ୍ୟ ଡରନ୍ତି ।

Image Courtesy: Google

୧. କୁମ୍ଭୀର :

ଆପଣ କେବେ କୁମ୍ଭୀର ଖାଇବା ବିଷୟରେ ଭାବି ବି ନଥିବେ ଏହା ଏମିତି ଗୋଟେ ଜୀବ ଯାହା ସାମ୍ନାକୁ ଯିବା ପାଇଁ ଲୋକ ଡରନ୍ତି କିନ୍ତୁ ଚାଇନା ଲୋକ ଏହାକୁ ପୋଡିକି ଖାଇବା ପସନ୍ଦ କରନ୍ତି ଏହା ଛଡା ଏଠାରେ କୁମ୍ଭୀର ଲାଞ୍ଜ ବହୁତ ପ୍ରସିଦ୍ଧ ଅଟେ । କୁମ୍ଭୀର ମାଂସ ଚାଇନା ଲୋକ ଚାଉମିନରେ ପକାଇ ଖାଇବା ପସନ୍ଦ କରନ୍ତି ଯାହା ଅନ୍ୟ ଲୋକ ଭାବିଲେ ମଧ୍ୟ ଡଋଯିବ ।

Image Courtesy: Google

୨. ବିଛା :

ବିଛା ଏମିତି ଗୋଟେ ଜୀବ ଯାହାକୁ ଛୁଇଁଲେ ବିଷ ଲାଗିଥାଏ ତାକୁ ମଧ୍ୟ ଚାଇନା ଲୋକ ଛାଡନ୍ତି ନାହିଁ ଏବଂ ସବୁଠାରୁ ବିଶେଷ କଥା ଏହା ଯେ ଚାଇନା ଲୋକ ବିଛା ଠାରୁ ବିନା ବିଷ ବାହାର କରି ଏହାକୁ ଖାନ୍ତି ତେବେ ତାଙ୍କ କହିବା ଅନୁଯାଇ ଗରମ ତେଲରେ ଏହାକୁ ଛାଣିଲେ ଏହାର ବିଷ ସମାପ୍ତ ହୁଏ କିନ୍ତୁ ଆମେ ଏହା ଜାଣି ନାହୁ ଯେ ଏହା କେତେ ସତ ଏବଂ କେତେ ମିଛ ଅଟେ । ସବୁଠାରୁ ବିଷାକ୍ତ ବିଚାକୁ ମଧ୍ୟ ଏହି ଦେଶ ଲୋକ ବହୁତ ସହଜରେ ଖାଇଥାନ୍ତି ।

Image Courtesy: Google

୩. ଅକ୍ଟୋପଷ :

ଅକ୍ଟୋପଷ ଗୋଟେ ସାମୁଦ୍ରି ଜୀବ ଅଟେ ଯାହା ଦେଖିବା ପାଇଁ ବହୁତ ବିଚିତ୍ର ହୋଇଥାଏ, କିନ୍ତୁ ବିଚିତ୍ର ହେଲେ ମଧ୍ୟ ଚାଇନା ଲୋକ ଏହି ଯିବାକୁ ଖାଇବା ଛାଡନ୍ତି ନାହିଁ, ତେବେ ଏଠାରେ ଲୋକ ଅକ୍ଟୋପଷ ସୁପ ପିଅନ୍ତି ଏହା ସହ ଅକ୍ଟୋପଷକୁ ମସଲା ଦେଇ ଫ୍ରାଇ କରନ୍ତି ଏବଂ ସେବନ କରନ୍ତି ଏହା ଛଡା ଚାଇନା ଲୋକ ଛୋଟ ଅକ୍ଟୋପଷ କୁ ଜିଅନ୍ତା ଖାନ୍ତି ।

Image Courtesy: Google

୪. ସାପ :

ପୁରା ଦୁନିଆରେ ପ୍ରାୟତଃ ଲୋକ ସାପ ଦେଖିଲେ ଡଋ ଥାନ୍ତି କିନ୍ତୁ ଚାଇନାରେ ବଡ ବଡ ବିଷାକ୍ତ ସାପକୁ ଧରି ଏହାକୁ ଗରମ ପାଣିରେ ପକେଇ ଏହାକୁ ମାରି ଦିଆ ଯାଏ ଏହା ପରେ ଏହାର ବିଷ ବାହାର କରି ଏଠାର ଲୋକ ବହୁତ ଆନନ୍ଦ ସହ ଏହାର ସେବନ କରନ୍ତି । ତେବେ ଆମକୁ ଲାଗୁଛି ଏହି ଦେଶ ଲୋକ ଏମିତି କିଛି ଜୀବ ଛାଡି ନାହାନ୍ତି ଯାହାକୁ ସେ ଟେଷ୍ଟ କରି ନାହାନ୍ତି, ତେବେ ଚାଇନା ଲୋକଙ୍କ ଅନୁଯାଇ ସାପ ଖାଇଲେ ଶରୀରରେ ରକ୍ତ ହୋଇଥାଏ କିନ୍ତୁ ଆମ ଅନୁଯାଇ ରକ୍ତ ପନି ପାରିବା ଖାଇଲେ ମଧ୍ୟ ହୋଇଥାଏ ତାହା ପାଇଁ ଏତେ ବିଷାକ୍ତ ଯିବାକୁ ମାରିବା କଣ ଦରକାର । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *